ଦୁଷ୍କର୍ମକାରୀ କୋର୍ଟରେ ଆବେଦନ କରିଥିଲା ଦୁଷ୍କର୍ମ ବେଳେ ସେ ନାବାଳକ ଥିଲା,ଆଜି ସୁପ୍ରିମ କୋର୍ଟ ନେଲା ବଡ ନିର୍ଣ୍ଣୟ

ନିର୍ଭୟା ଗଣବଳାତ୍କାର ମାମଲାର ଦିନକୁ ଦିନ ଚର୍ଚା ର ବିଷୟ ପାଲଟିଛି, ଦୋଷୀ ପବନ ର ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରା ଯାଇଥିଲା । ଏଥିରେ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଲା ଏହି ଆବେଦନରେ କୌଣସି ନୂଆ ତଥ୍ୟ ନାହିଁ ସେଥିପାଇଁ ଏହାକୁ ଖାରଜ କରା ଯାଇଛି । ବର୍ତମାନ ଫେବୃୟାରୀ ୧ ରେ ସେମାନଙ୍କ ଫାସୀ ଖୁଣ୍ଟ ରେ ଝୁଲିବା ସୁନିଶ୍ଚିତ ହୋଇ ଯାଇଛି । ଏହା ଶୁଣି ନିର୍ଭୟାଙ୍କ
 
ଦୁଷ୍କର୍ମକାରୀ କୋର୍ଟରେ ଆବେଦନ କରିଥିଲା ଦୁଷ୍କର୍ମ ବେଳେ ସେ ନାବାଳକ ଥିଲା,ଆଜି ସୁପ୍ରିମ କୋର୍ଟ ନେଲା ବଡ ନିର୍ଣ୍ଣୟ

ନିର୍ଭୟା ଗଣବଳାତ୍କାର ମାମଲାର ଦିନକୁ ଦିନ ଚର୍ଚା ର ବିଷୟ ପାଲଟିଛି, ଦୋଷୀ ପବନ ର ଆବେଦନର ଶୁଣାଣି ସୋମବାର ସୁପ୍ରିମକୋର୍ଟରେ କରା ଯାଇଥିଲା । ଏଥିରେ ତାଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି।

ଦୁଷ୍କର୍ମକାରୀ କୋର୍ଟରେ ଆବେଦନ କରିଥିଲା ଦୁଷ୍କର୍ମ ବେଳେ ସେ ନାବାଳକ ଥିଲା,ଆଜି ସୁପ୍ରିମ କୋର୍ଟ ନେଲା ବଡ ନିର୍ଣ୍ଣୟ

କୋର୍ଟ କହିଲା ଏହି ଆବେଦନରେ କୌଣସି ନୂଆ ତଥ୍ୟ ନାହିଁ ସେଥିପାଇଁ ଏହାକୁ ଖାରଜ କରା ଯାଇଛି । ବର୍ତମାନ ଫେବୃୟାରୀ ୧ ରେ ସେମାନଙ୍କ ଫାସୀ ଖୁଣ୍ଟ ରେ ଝୁଲିବା ସୁନିଶ୍ଚିତ ହୋଇ ଯାଇଛି । ଏହା ଶୁଣି ନିର୍ଭୟାଙ୍କ ମା’ ଆଶା ଦେବୀ ଖୁସି ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ ଦୁଷ୍କର୍ମ କରିବା ସମୟରେ ୨୦୧୨ ରେ ପବନ ନାବାଳକ ଥିଲା ବୋଲି କହି ସୁପ୍ରିମ କୋର୍ଟ ରେ ଆବେଦନ କରିଥିଲା । ମାତ୍ର ଏହାକୁ ବର୍ତମାନ ସୁପ୍ରିମ କୋର୍ଟ ଖାରଜ କରିଛି । ଏହା ପରେ ନିର୍ଭୟାଙ୍କ ମା’ କହିଲେ ଏବେ ସେ ଫେବୃୟାରୀ ୧କୁ ଅପେକ୍ଷା ରଖିଛନ୍ତି ।

ଦୁଷ୍କର୍ମକାରୀ କୋର୍ଟରେ ଆବେଦନ କରିଥିଲା ଦୁଷ୍କର୍ମ ବେଳେ ସେ ନାବାଳକ ଥିଲା,ଆଜି ସୁପ୍ରିମ କୋର୍ଟ ନେଲା ବଡ ନିର୍ଣ୍ଣୟ

୪ ଦୋଷୀଙ୍କୁ ଫେବୃୟାରୀ ୧ରେ ଫାଶୀ ଦେବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିବା ବେଳେ ଏମାନଙ୍କୁ ଜଣଙ୍କ ପରେ ଜଣଙ୍କୁ ଫାଶୀ ଦିଆଯାଉ ବୋଲି ଆଶା ଦେବୀ କହିଛନ୍ତି। ଏମିତି ହେଲେ ଆଇନ ସହ ଖେଳିବାର ପରିଣତି କ’ଣ ହୁଏ ସେମାନେ ଠିକ୍‌ ବୁଝି ପାରିବେ ବୋଲି ଆଶା ଦେବୀ ପ୍ରକାଶ କରିଛନ୍ତି।