ସିରିଜ୍ ହାରିବା ପରେ ବିରାଟ କୋହଲୀକୁ ନେଇ ଫିଞ୍ଚଙ୍କ ବଡ ବୟାନ, ଭାରତୀୟ ଦଳକୁ କହିଲେ ଏମିତି କଥା

ଗତ କାଲି ମ୍ୟାଚରେ ଭାରତଠାରୁ ୭ ୱିକେଟରେ ପରାସ୍ତ ହେବା ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଭାରତୀୟ ଅଧିନାୟକ ବିରାଟ କୋହଲୀଙ୍କ ବିଷୟରେ ଏକ ବଡ କଥା କହିଛନ୍ତି। ପ୍ରଥମ ମ୍ୟାଚକୁ ୧୦ ୱିକେଟରେ ଜିତି ସିରିଜରେ ୧-୦ରେ ଆଗୁଆ ଥିଲେ ମଧ୍ୟ ଭାରତ ଯେଉଁଭଳି ଚମତ୍କାର ପ୍ରଦର୍ଶନ କରି ଶେଷ ଦୁଇଟି ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରି ସିରିଜ ଜିତିବାକୁ ସକ୍ଷମ ହେଲା ଫିଞ୍ଚ ଏନେଇ ସମସ୍ଥ ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଂଶସା କରିଛନ୍ତି।
 
ମ୍ୟାଚ ଏବଂ ସିରିଜକୁ ହାରିବା ପରେ ଅଷ୍ଟ୍ରେିଲଆ ଅଧିନାୟକ ଫିଞ୍ଚ କହିଛନ୍ତି ଯେ, “ଭାରତୀୟ ଦଳର ବ୍ୟାଟିଙ୍ଗ ଟପ ଅର୍ଡର ପ୍ରଦର୍ଶନ ଖୁବ ଉନ୍ନତ। ଭାରତୀୟ ଦଳ ପାଖରେ କୋହଲି ଅଛନ୍ତି, ଯିଏକି ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳୀ ଅଟନ୍ତି। ଏହା ସହ ତାଙ୍କ ପାଖରେ ରୋହିତ ଅଛନ୍ତି, ଯିଏକି ଦିନିକିଆରେ ଶ୍ରେଷ୍ଟ ୫ ଜଣ ଖେଳାଳୀ ମଧ୍ୟରେ ଅଟନ୍ତି। ସେ ଜଣେ ଅଦ୍ଭୁତପୂର୍ବକ ଖେଳାଳୀ ଅଟନ୍ତି। ଭାରତୀୟ ଦଳର ବ୍ୟାଟିଙ୍ଗ ଲାଇନ ଅଫରେ ଥିବା ଅନୁଭବୀ ଖେଳାଳୀ ନିଜ ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଛନ୍ତି। ଏହା ଖୁବ ସୁନ୍ଦର ଟିମ ଅଟେ । ”

ସିରିଜ୍ ହାରିବା ପରେ ବିରାଟ କୋହଲୀକୁ ନେଇ ଫିଞ୍ଚଙ୍କ ବଡ ବୟାନ, ଭାରତୀୟ ଦଳକୁ କହିଲେ ଏମିତି କଥା

ପ୍ରକାଶ ଥାଉକି, ଏହି ସିରିଜ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆ ସିରିଜକୁ ୨-୧ରେ କବଜା କରିବ ବୋଲି ଦଳର ପୂର୍ବତ୍ତମ ଖେଳାଳୀ ରିକି ପଏଣ୍ଟିଙ୍ଗ ମତବ୍ୟକ୍ତ କରିଥିବାବେଳେ କିନ୍ତୁ ଏହାକୁ ଭୁଲ ପ୍ରମାଣିିତ କରିଛନ୍ତି ବିରାଟ ବାହନୀ। ବିରାଟ ଚଳିତ ସିରିଜରେ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।