no comments

ଯେଉଁ ଲୋକମାନଙ୍କ ଏମିତି କାନ ଥାଏ, ସେ ହଉଛନ୍ତି ଭାଗ୍ୟବାନ। କାନରେ କେଶ ଥିଲେ ମିଳେ ଏହି ଦୁର୍ଲଭ ସଂକେତ

Spread the love

ଛୋଟ କାନ : ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କାନ ସାମାନ୍ୟ ଠାରୁ ଅଧିକ ଛୋଟ ଥାଏ ସେ ବ୍ୟକ୍ତି ର ଭାଗ୍ୟରେ ଧନ ପ୍ରାପ୍ତି ଯୋଗ ବହୁତ କମ ଥାଏ। ଏମିତିକା ଲୋକେ ଧନ ବ୍ୟୟ ମଧ୍ୟ କମ କରନ୍ତି, ତାଙ୍କୁ ଆପଣ କଞ୍ଜୁସ ମଧ୍ୟ କହିପାରିବେ।

ଲମ୍ବା କାନ : ସାମାନ୍ୟ ଆକାର ରୁ ଲମ୍ବା କାନ ଥିବା ବ୍ୟକ୍ତି ପରିଶ୍ରମୀ ଅଟନ୍ତି। ସେମାନେ ନିଜ କାର୍ଯ୍ୟ କୁ ଠିକ ଭାବରେ ଏବଂ ଠିକ ସମୟରେ କରିଥାନ୍ତି। ସେଥିପାଇଁ ଏମିତିକା ବ୍ୟକ୍ତି ଧନବାନ ବି ହୋଇଥାନ୍ତି।

ମୋଟା କାନ : ସାମାନ୍ୟ ରୁ ଟିକିଏ ଅଧିକ ମୋଟା କାନ ଥିବା ବ୍ୟକ୍ତି ଜଣେ ଭଲ ଲିଡ଼ର ହୋଇଥାଏ। ସେ ଭବିଷ୍ୟତ ରେ ଗୋଟେ ଦକ୍ଷ ନେତା ବା ଅଭିନେତା ହୋଇପାରେ।

କାନ ରେ କେଶ ଥିଲେ : କାନ ରେ ଅଧିକ କେଶ ଥିଲେ ସେ ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ଏମିତିକା ବ୍ୟକ୍ତି ର ବୟସ ଅଧିକ ହୋଇଥାଏ। ସେମାନେ ନିଜର ପରିଶ୍ରମ ବଳରେ ଜୀବନରେ ଉର୍ଣ୍ଣତି କରିଥାନ୍ତି। ସେମାନଙ୍କ ପାଖରେ ଧନ ର ଅଭାବ ହୋଇନଥାଏ।