ଯେଉଁ ଲୋକମାନଙ୍କ ଏମିତି କାନ ଥାଏ, ସେ ହଉଛନ୍ତି ଭାଗ୍ୟବାନ। କାନରେ କେଶ ଥିଲେ ମିଳେ ଏହି ଦୁର୍ଲଭ ସଂକେତ

ଛୋଟ କାନ : ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କାନ ସାମାନ୍ୟ ଠାରୁ ଅଧିକ ଛୋଟ ଥାଏ ସେ ବ୍ୟକ୍ତି ର ଭାଗ୍ୟରେ ଧନ ପ୍ରାପ୍ତି ଯୋଗ ବହୁତ କମ ଥାଏ। ଏମିତିକା ଲୋକେ ଧନ ବ୍ୟୟ ମଧ୍ୟ କମ କରନ୍ତି, ତାଙ୍କୁ ଆପଣ କଞ୍ଜୁସ ମଧ୍ୟ କହିପାରିବେ। ଲମ୍ବା କାନ : ସାମାନ୍ୟ ଆକାର ରୁ ଲମ୍ବା କାନ ଥିବା ବ୍ୟକ୍ତି ପରିଶ୍ରମୀ ଅଟନ୍ତି। ସେମାନେ ନିଜ କାର୍ଯ୍ୟ କୁ ଠିକ ଭାବରେ ଏବଂ ଠିକ
 
ଯେଉଁ ଲୋକମାନଙ୍କ ଏମିତି କାନ ଥାଏ, ସେ ହଉଛନ୍ତି ଭାଗ୍ୟବାନ। କାନରେ କେଶ ଥିଲେ ମିଳେ ଏହି ଦୁର୍ଲଭ ସଂକେତ

ଛୋଟ କାନ : ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କାନ ସାମାନ୍ୟ ଠାରୁ ଅଧିକ ଛୋଟ ଥାଏ ସେ ବ୍ୟକ୍ତି ର ଭାଗ୍ୟରେ ଧନ ପ୍ରାପ୍ତି ଯୋଗ ବହୁତ କମ ଥାଏ। ଏମିତିକା ଲୋକେ ଧନ ବ୍ୟୟ ମଧ୍ୟ କମ କରନ୍ତି, ତାଙ୍କୁ ଆପଣ କଞ୍ଜୁସ ମଧ୍ୟ କହିପାରିବେ।

ଯେଉଁ ଲୋକମାନଙ୍କ ଏମିତି କାନ ଥାଏ, ସେ ହଉଛନ୍ତି ଭାଗ୍ୟବାନ। କାନରେ କେଶ ଥିଲେ ମିଳେ ଏହି ଦୁର୍ଲଭ ସଂକେତ

ଲମ୍ବା କାନ : ସାମାନ୍ୟ ଆକାର ରୁ ଲମ୍ବା କାନ ଥିବା ବ୍ୟକ୍ତି ପରିଶ୍ରମୀ ଅଟନ୍ତି। ସେମାନେ ନିଜ କାର୍ଯ୍ୟ କୁ ଠିକ ଭାବରେ ଏବଂ ଠିକ ସମୟରେ କରିଥାନ୍ତି। ସେଥିପାଇଁ ଏମିତିକା ବ୍ୟକ୍ତି ଧନବାନ ବି ହୋଇଥାନ୍ତି।

ଯେଉଁ ଲୋକମାନଙ୍କ ଏମିତି କାନ ଥାଏ, ସେ ହଉଛନ୍ତି ଭାଗ୍ୟବାନ। କାନରେ କେଶ ଥିଲେ ମିଳେ ଏହି ଦୁର୍ଲଭ ସଂକେତ

ମୋଟା କାନ : ସାମାନ୍ୟ ରୁ ଟିକିଏ ଅଧିକ ମୋଟା କାନ ଥିବା ବ୍ୟକ୍ତି ଜଣେ ଭଲ ଲିଡ଼ର ହୋଇଥାଏ। ସେ ଭବିଷ୍ୟତ ରେ ଗୋଟେ ଦକ୍ଷ ନେତା ବା ଅଭିନେତା ହୋଇପାରେ।

ଯେଉଁ ଲୋକମାନଙ୍କ ଏମିତି କାନ ଥାଏ, ସେ ହଉଛନ୍ତି ଭାଗ୍ୟବାନ। କାନରେ କେଶ ଥିଲେ ମିଳେ ଏହି ଦୁର୍ଲଭ ସଂକେତ

କାନ ରେ କେଶ ଥିଲେ : କାନ ରେ ଅଧିକ କେଶ ଥିଲେ ସେ ବ୍ୟକ୍ତି ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ। ଏମିତିକା ବ୍ୟକ୍ତି ର ବୟସ ଅଧିକ ହୋଇଥାଏ। ସେମାନେ ନିଜର ପରିଶ୍ରମ ବଳରେ ଜୀବନରେ ଉର୍ଣ୍ଣତି କରିଥାନ୍ତି। ସେମାନଙ୍କ ପାଖରେ ଧନ ର ଅଭାବ ହୋଇନଥାଏ।