ଲଭ ମ୍ୟାରେଜ କରୁଥିବା କପଲଙ୍କୁ ମିଳିଥାଏ ଏହି ୫ଟି ଜବରଦସ୍ତ ଫାଇଦା, ଜାଣିଲେ ହୋଇଯିବେ ଖୁସି

ଆଜିକାଲି ପ୍ରେମ କରିବା ଏକ ସାଧାରଣ କଥା। କିନ୍ତୁ ପ୍ରେମ ଏକ ପବିତ୍ର ସମ୍ପର୍କ, ଯାହାକି ଅତ୍ୟନ୍ତ ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଓ ବିଶ୍ବାସତର ସମ୍ପର୍କ। ପ୍ରେମ ସମ୍ପର୍କ ପରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବାକୁ ସଫଳ ପ୍ରେମ ବୋଲି ଆମେ ମାନିଥାଉ। ଆଜିକାର ଆଧୁନିକ ସମାଜର ଲୋକେ ଅରେଞ୍ଜ ମ୍ୟାରେଜ ଅପେକ୍ଷା ଲଭ ମ୍ୟାରେଜକୁ ଅଧିକ ପ୍ରାଥମିକତା ଦେଉଛନ୍ତି। ଅଧିକାଂଶ ଲୋକ ଭାବନ୍ତି ଯେ ଅରେଞ୍ଜ ମ୍ୟାରେଜ କରିବା ଦ୍ୱାରା ଜୀବନସାଥୀଙ୍କୁ ଜାଣିବା
 
ଲଭ ମ୍ୟାରେଜ କରୁଥିବା କପଲଙ୍କୁ ମିଳିଥାଏ ଏହି ୫ଟି ଜବରଦସ୍ତ ଫାଇଦା, ଜାଣିଲେ ହୋଇଯିବେ ଖୁସି

 ଆଜିକାଲି ପ୍ରେମ କରିବା ଏକ ସାଧାରଣ କଥା। କିନ୍ତୁ ପ୍ରେମ ଏକ ପବିତ୍ର ସମ୍ପର୍କ, ଯାହାକି ଅତ୍ୟନ୍ତ ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଓ ବିଶ୍ବାସତର ସମ୍ପର୍କ। ପ୍ରେମ ସମ୍ପର୍କ ପରେ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବାକୁ ସଫଳ ପ୍ରେମ ବୋଲି ଆମେ ମାନିଥାଉ। ଆଜିକାର ଆଧୁନିକ ସମାଜର ଲୋକେ ଅରେଞ୍ଜ ମ୍ୟାରେଜ ଅପେକ୍ଷା ଲଭ ମ୍ୟାରେଜକୁ ଅଧିକ ପ୍ରାଥମିକତା ଦେଉଛନ୍ତି। ଅଧିକାଂଶ ଲୋକ ଭାବନ୍ତି ଯେ ଅରେଞ୍ଜ ମ୍ୟାରେଜ କରିବା ଦ୍ୱାରା ଜୀବନସାଥୀଙ୍କୁ ଜାଣିବା ଓ ବୁଝିବା ପାଇଁ ବହୁତ ସମୟ ଲାଗି ଥାଏ। ତେବେ ଆସନ୍ତୁ ଜାଣିବା ପ୍ରେମ ବିବାହ କରିବାର ଫାଇଦା ବିଷୟରେ

ଲଭ ମ୍ୟାରେଜ କରୁଥିବା କପଲଙ୍କୁ ମିଳିଥାଏ ଏହି ୫ଟି ଜବରଦସ୍ତ ଫାଇଦା, ଜାଣିଲେ ହୋଇଯିବେ ଖୁସି

ଯେତେବେଳେ ଅରେଞ୍ଜ ମ୍ୟାରେଜ ହୁଏ ଆପଣ ଦୁହେଁ ପରସ୍ପରକୁ ଏତେଟା ଜାଣି ପାରନ୍ତି ନାହିଁ। ଏଥିପାଇଁ ଆପଣଙ୍କୁ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇଥାଏ। କିନ୍ତୁ ଲଭ ମ୍ୟାରେଜରେ ଏହି ଚିନ୍ତା ନଥାଏ। ବିବାହ ପୂର୍ବରୁ ପରସ୍ପରକୁ ଜାଣି ଥିବାରୁ ସମ୍ପର୍କଟା ଆହୁରି ଆଗକୁ ବଢିଥାଏ। ଏହାସହ ସମ୍ପର୍କରେ ଗାଢ଼ତା ଆସିବା ସହ ପରସ୍ପରକୁ ବୁଝିବା ଅଧିକ ସହଜ ହୋଇ ଯାଇଥାଏ।

ଆପଣଙ୍କୁ ନିଜ ଜୀବନ ସହ କୌଣସି ବୁଝାମଣା କରିବାକୁ ପଡି ନଥାଏ। ଆପଣଙ୍କୁ ନିଜ ପସନ୍ଦର ଜୀବନସାଥୀ ମିଳିବାରୁ ଆପଣ ବହୁତ ଖୁସିରେ ରହିବେ। ଆପଣଙ୍କ ପାଇଁ ଏହା ଠାରୁ ବଡ଼ କଥା କଣ ହୋଇପାରେ ଯେ ଆପଣ ଯାହାକୁ ପସନ୍ଦ କରନ୍ତି, ସେ ଆପଣଙ୍କ ସହ ସାରା ଜୀବନ ଏକାଠି ରହିବେ।

ଲଭ ମ୍ୟାରେଜ କରୁଥିବା କପଲଙ୍କୁ ମିଳିଥାଏ ଏହି ୫ଟି ଜବରଦସ୍ତ ଫାଇଦା, ଜାଣିଲେ ହୋଇଯିବେ ଖୁସି

ସମ୍ପର୍କରେ ବିଶ୍ୱାସ ଆସିଥାଏ। ଯେତେବେଳେ ଆମେ ଘର ଲୋକଙ୍କ କଥାରେ ଅନ୍ୟ ପାର୍ଟନର ସହ ବିବାହ କରିଥାଉ, ସେହି ସମୟରେ ନିଜ ପାର୍ଟନର ଉପରେ ଭରସା କରିବାକୁ ବହୁତ ସମୟ ଲାଗି ଯାଇଥାଏ। କିନ୍ତୁ ପ୍ରେମ ବିବାହରେ ଏହି ସମସ୍ୟା ନଥାଏ। ବିବାହ ପୂର୍ବରୁ ପାର୍ଟନରମାନେ ପରସ୍ପର ଭଲ ଓ ମନ୍ଦ ଗୁଣ ବିଷୟରେ ଅବଗତ ରହନ୍ତି, ତେଣୁ ବିବାହରେ କୌଣସି ଅସୁବିଧା ଦେଖା ଦିଏ ନାହିଁ।

ପ୍ରେମ ବିବାହରେ କପଲଙ୍କ ମଧ୍ୟରେ କୌଣସି ଲଜ୍ଜା ତଥା ପରସ୍ପର ସହ ଖୋଲିକି କଥା କହିବାରେ ଅସୁବିଧା ନଥାଏ। କାରଣ ଦୁହେଁ ପରସ୍ପରଙ୍କୁ ପୂର୍ବରୁ ଜାଣିଥାଏ। ସେମାନେ ବିନା କୌଣସି ଲାଜରେ ସବୁ କିଛି ଖୋଲି କଥା ହୋଇ ପାରନ୍ତି। କିନ୍ତୁ ଅରେଞ୍ଜ ମ୍ୟାରେଜରେ ଏହା ହୋଇ ପାରେ ନାହିଁ। ଏଥିପାଇଁ କପଲଙ୍କୁ ଅଧିକ ସମୟର ଆବଶ୍ୟକତା ହୋଇଥାଏ।