ପୁଅ ନାମରେ କଳଙ୍କ, କାର୍‌ ଡିକିରେ ବାପା ଙ୍କ ମୃତଦେହକୁ ଏମିତି ଭାବରେ ପୁରାଇ ଆଣିଲା ପୁଅ !

ସବୁ ସନ୍ତାନ ଙ୍କ କର୍ତବ୍ୟ ନିଜ ମା ବାପା ଙ୍କୁ ଜୀବନ୍ତ କିମ୍ବା ମୃତ ବେଳେ ସମ୍ମାନ ଦେବା, ମାତ୍ର ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଦୁଃଖିତ ହେବେ । ସତ କହିବାକୁ ଗଲେ ଦୁନିଆରେ ମାନବିକତା ହଜିବାରେ ଲାଗିଲାଣି । ଆଜି କାଲି ଦୁନିଆ ରେ ଦେଖା ଯାଇଛି ଯେ ବଡ ହେଲା ପରେ ପିଲା ମାନେ ମା ବାପା ଙ୍କୁ ଅଣଦେଖା କରି ଦିଅନ୍ତି ।
 
ପୁଅ ନାମରେ କଳଙ୍କ, କାର୍‌ ଡିକିରେ ବାପା ଙ୍କ ମୃତଦେହକୁ ଏମିତି ଭାବରେ ପୁରାଇ ଆଣିଲା ପୁଅ !

ସବୁ ସନ୍ତାନ ଙ୍କ କର୍ତବ୍ୟ ନିଜ ମା ବାପା ଙ୍କୁ ଜୀବନ୍ତ କିମ୍ବା ମୃତ ବେଳେ ସମ୍ମାନ ଦେବା, ମାତ୍ର ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଦୁଃଖିତ ହେବେ । ସତ କହିବାକୁ ଗଲେ ଦୁନିଆରେ ମାନବିକତା ହଜିବାରେ ଲାଗିଲାଣି ।

ଆଜି କାଲି ଦୁନିଆ ରେ ଦେଖା ଯାଇଛି ଯେ ବଡ ହେଲା ପରେ ପିଲା ମାନେ ମା ବାପା ଙ୍କୁ ଅଣଦେଖା କରି ଦିଅନ୍ତି । ବାପା ମା ମାନେ ନିଅ ପିଲା ମାନଙ୍କୁ ଖୁସି ରେ ରଖିବା ପାଇଁ କଣ ନ କରନ୍ତି କିନ୍ତୁ ପିଲାମାନେ ବୃଦ୍ଧାବସ୍ଥା ରେ ମା ବାପା ଙ୍କୁ ଵୃଦ୍ଧାଶ୍ରମ ରେ ଛାଡି ଦିଅନ୍ତି ।

ପୁଅ ନାମରେ କଳଙ୍କ, କାର୍‌ ଡିକିରେ ବାପା ଙ୍କ ମୃତଦେହକୁ ଏମିତି ଭାବରେ ପୁରାଇ ଆଣିଲା ପୁଅ !

ଏମିତି ଏକ ଅଭାବନୀୟ ଘଟଣା ପୁରୀ ସହର ଯେଉଁଠି ମହାପ୍ରଭୁ ଜଗନ୍ନାଥ ଙ୍କ ପୂନ୍ୟ ସ୍ଥାନ ଅଟେ ଦେଖିବାକୁ ମିଳିଛି । ଘଟଣା ହେଲା ଗୋଟେ ପୁଅ ନିଜ ବାପା ଙ୍କ ମୃତ ଦେହ କୁ ପୁରୀ ସ୍ୱର୍ଗଦ୍ୱାର କୁ ଆଣିଥିଲେ ।

ପୁଅ ନାମରେ କଳଙ୍କ, କାର୍‌ ଡିକିରେ ବାପା ଙ୍କ ମୃତଦେହକୁ ଏମିତି ଭାବରେ ପୁରାଇ ଆଣିଲା ପୁଅ !

ମାତ୍ର ଦୁଃଖର କଥା ହେଲା କି ସେ ନିଜ ପିତା ଙ୍କ ମୃତ ଦେହ କୁ ଗାଡି ର ଡିକି ରେ ପୁରେଇ ଆଣିଥିଲେ । ଏହି ଦୃଶ୍ୟ କୁ ଯିଏ ଦେଖିଲା ଆଶ୍ଚର୍ଯ୍ୟ ହୋଇଗଲା । ଯେଉଁ ବାପା ଙ୍କୁ ମୃତ୍ୟୁ ପରେ ଏମିତି ବ୍ୟବହାର କରୁଛି ପୁଅ ବଂଚିଥିଲା ବେଳେ କିଭଳି ତାଙ୍କ ପ୍ରତି ବ୍ୟବହାର କରୁଥିବ ଜାଣିବା କଥା । ଏହି ଘଟଣା ବର୍ତମାନ ପୁରୀ ର ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।