ଭୁଲ ରେ ମଧ୍ୟ ଏମିତି କରନ୍ତୁ ନାହିଁ, ନହେଲେ ହୋଇଯିବ ପାରାଲିସିସ୍, ଜାଣନ୍ତୁ କିପରି ବଞ୍ଚାଇବେ ନିଜକୁ

ବେଳେବେଳେ କେତେକଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ କିଛି କ୍ଷଣ ପାଇଁ ସ୍ବାଭାବିକ ଭାବେ କାମ କରି ନ ଥାଏ। ଏହାକୁ ଚିକିତ୍ସକମାନେ ଅସ୍ଥାୟୀ ପାରାଲିସିସ୍ କହିଥାନ୍ତି। ମସ୍ତିଷ୍କର କିଛି ଅଂଶକୁ ଠିକ୍ ଭାବେ ରକ୍ତ ପ୍ରବାହିତ ନ ହେଲେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥାଏ। ଯୁବବର୍ଗଙ୍କ ମଧ୍ୟରେ ମାନସିକ ଚାପ ବଢୁଥିବାର ଦେଖାଯାଉଛି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଲେ ଅସ୍ଥାୟୀ ପାରାଲିସିସ୍ ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ଅତ୍ୟଧିକ ଥଣ୍ଡା, ପରିବେଶର ତାପମାତ୍ରା ବୃଦ୍ଧି, ଅତ୍ୟଧିକ
 
ଭୁଲ ରେ ମଧ୍ୟ ଏମିତି କରନ୍ତୁ ନାହିଁ, ନହେଲେ ହୋଇଯିବ ପାରାଲିସିସ୍, ଜାଣନ୍ତୁ କିପରି ବଞ୍ଚାଇବେ ନିଜକୁ

ବେଳେବେଳେ କେତେକଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ କିଛି କ୍ଷଣ ପାଇଁ ସ୍ବାଭାବିକ ଭାବେ କାମ କରି ନ ଥାଏ। ଏହାକୁ ଚିକିତ୍ସକମାନେ ଅସ୍ଥାୟୀ ପାରାଲିସିସ୍‌ କହିଥାନ୍ତି। ମସ୍ତିଷ୍କର କିଛି ଅଂଶକୁ ଠିକ୍‌ ଭାବେ ରକ୍ତ ପ୍ରବାହିତ ନ ହେଲେ ଏଭଳି ସ୍ଥିତି ଉତ୍ପନ୍ନ ହୋଇଥାଏ।

ଭୁଲ ରେ ମଧ୍ୟ ଏମିତି କରନ୍ତୁ ନାହିଁ, ନହେଲେ ହୋଇଯିବ ପାରାଲିସିସ୍, ଜାଣନ୍ତୁ କିପରି ବଞ୍ଚାଇବେ ନିଜକୁ

ଯୁବବର୍ଗଙ୍କ ମଧ୍ୟରେ ମାନସିକ ଚାପ ବଢୁଥିବାର ଦେଖାଯାଉଛି। ଦୀର୍ଘଦିନ ଧରି ଏହି ସମସ୍ୟା ଲାଗି ରହିଲେ ଅସ୍ଥାୟୀ ପାରାଲିସିସ୍‌ ସମସ୍ୟା ସୃଷ୍ଟି ହୋଇଥାଏ। ସେହିଭଳି ଅତ୍ୟଧିକ ଥଣ୍ଡା, ପରିବେଶର ତାପମାତ୍ରା ବୃଦ୍ଧି, ଅତ୍ୟଧିକ ଭୋକ ଲାଗିଲେ, ମନରେ ଆବେଗ ବୃଦ୍ଧି ପାଇଲେ ମଧ୍ୟ ଅସ୍ଥାୟୀ ପାରାଲିସିସ୍‌ ସମସ୍ୟା ଦେଖାଦେଇଥାଏ।

ଆଜିକାଲି ବହୁତ ଲୋକ ଏହି ରୋଗର ଶିକାର ହେଉଛନ୍ତି । ଅନେକ ଲୋକେ ଏହି ରୋଗରେ ମୃତ୍ୟୁବରଣ କଲେଣି । ଏହି ରୋଗ ହେବା ଫଳରେ ଶରୀରର କିଛି ଅଙ୍ଗ କାମ କରିବା ବନ୍ଦ କରି ଦିଏ । ତେବେ ଏହା ଏକ ବାୟୁଜନିତ ଶାରୀରିକ ରୋଗ ଅଟେ ।

ଭୁଲ ରେ ମଧ୍ୟ ଏମିତି କରନ୍ତୁ ନାହିଁ, ନହେଲେ ହୋଇଯିବ ପାରାଲିସିସ୍, ଜାଣନ୍ତୁ କିପରି ବଞ୍ଚାଇବେ ନିଜକୁ

ପାରାଲିସସ୍ ବ୍ୟକ୍ତିଙ୍କୁ ତୁରନ୍ତ ମହୁ ଏବଂ ରସୁଣ ଖାଇବା କୁ ଦିଅନ୍ତୁ । ଏମିତି କରିବା ଫଳରେ ତାଙ୍କ ଶରୀର ର ଅଙ୍ଗ ଗୁଡିକ ଏବଂ ତାଙ୍କ ସ୍ନାୟୁ ର କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଦି ପାଇଥାଏ ଯାହାଫଳରେ ସେ ସୁସ୍ଥ ହୋଇନଥିଲେ ମଧ୍ୟ କିଛି ମାତ୍ରାରେ ସୁରକ୍ଷା ମିଳେ । ତାପରେ ତାଙ୍କ ଅଙ୍ଗରେ ବିଶେଷ କରି ପାଦରେ ତେଲ ମାଲିସ କରନ୍ତୁ ।

ପ୍ରତିଦିନ ବ୍ୟାୟାମ କରିବା, ଅଧିକ କ୍ରୋଧିତ ନହେବା ଏବଂ ଅଧିକ ତେଲ ମସଲା ଖାଦ୍ୟ ନ ଖାଇବା ଫଳରେ ଆପଣ ନିଜର ଶରୀରକୁ ସୁସ୍ଥ ଏବଂ ପାରାଲିସିସ୍ ଭଳି ଭୟଙ୍କର ରୋଗ ରୁ ସୁରକ୍ଷା ଦେଇ ପାରିବେ ।