ଗୋଟେ ଗାଁ ର ଏକା ସାଙ୍ଗରେ ହେଲା ୮ ଜଣଙ୍କ ଅନ୍ତିମ ସଂସ୍କାର, ମୁଣ୍ଡ ପିଟି କାନ୍ଦୁଥିଲେ ପରିବାର ଲୋକେ

ମୃତ୍ୟୁ ଏମିତି ବି ଆସେ । ଘଟଣା ହଉଚି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟର, ୯ ଫେବୃଆରୀ ଦିନ ସନ୍ଧ୍ୟା ରେ ଗୋଟେ ବସ କୁ ୧୧ କେଭି ବିଦ୍ୟୁତ ତାର ଲାଗିଯିବାରୁ ୯ ଜଣ ଙ୍କ ମୃତ୍ୟୁ ହୋଇଯାଇଥିଲା । ବର୍ତମାନ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପରିଚୟ ମିଳିଛି । ସେମାନେ ସମସ୍ତେ ବ୍ରହ୍ମପୁର ସହରର ଗୋଲନ୍ଥରା ଥାନା ଅଞ୍ଚଳର ନିବାସୀ । ବ୍ରହ୍ମପୁର ଡଙ୍ଗଲପାଡୁ ଗାଁ ଶ୍ମଶାନରେ ଆଠ ମୃତକଙ୍କ ଅନ୍ତିମ
 
ଗୋଟେ ଗାଁ ର ଏକା ସାଙ୍ଗରେ ହେଲା ୮ ଜଣଙ୍କ ଅନ୍ତିମ ସଂସ୍କାର, ମୁଣ୍ଡ ପିଟି କାନ୍ଦୁଥିଲେ ପରିବାର ଲୋକେ

ମୃତ୍ୟୁ ଏମିତି ବି ଆସେ । ଘଟଣା ହଉଚି ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟର, ୯ ଫେବୃଆରୀ ଦିନ ସନ୍ଧ୍ୟା ରେ ଗୋଟେ ବସ କୁ ୧୧ କେଭି ବିଦ୍ୟୁତ ତାର ଲାଗିଯିବାରୁ ୯ ଜଣ ଙ୍କ ମୃତ୍ୟୁ ହୋଇଯାଇଥିଲା ।

ଗୋଟେ ଗାଁ ର ଏକା ସାଙ୍ଗରେ ହେଲା ୮ ଜଣଙ୍କ ଅନ୍ତିମ ସଂସ୍କାର, ମୁଣ୍ଡ ପିଟି କାନ୍ଦୁଥିଲେ ପରିବାର ଲୋକେ

ବର୍ତମାନ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ପରିଚୟ ମିଳିଛି । ସେମାନେ ସମସ୍ତେ ବ୍ରହ୍ମପୁର ସହରର ଗୋଲନ୍ଥରା ଥାନା ଅଞ୍ଚଳର ନିବାସୀ । ବ୍ରହ୍ମପୁର ଡଙ୍ଗଲପାଡୁ ଗାଁ ଶ୍ମଶାନରେ ଆଠ ମୃତକଙ୍କ ଅନ୍ତିମ ସଂସ୍କାର ହୋଇଥିବା ବେଳେ ଅନ୍ୟ ଜଣେ ମୃତକଙ୍କ ଅନୀତିମା ସଂସ୍କାର ଅନ୍ୟ ଏକ ଗାଁରେ ହେଲା ।

ଗୋଟେ ଗାଁ ର ଏକା ସାଙ୍ଗରେ ହେଲା ୮ ଜଣଙ୍କ ଅନ୍ତିମ ସଂସ୍କାର, ମୁଣ୍ଡ ପିଟି କାନ୍ଦୁଥିଲେ ପରିବାର ଲୋକେ

ଏହି ଘଟଣା ପରେ ପୁରା ଗାଁ ରେ ଶୋକ ର ଛାୟା ମାଡି ଯାଇଛି । କିଏ ପୁଅକୁ ହରାଇଛି, ତ କିଏ ଦୁଇ ଦୁଇଟି ଝିଅକୁ ତ ପୁଣି କିଏ ଶଙ୍ଖା ସିନ୍ଦୂରକୁ ହରାଇ ମାଟି ଉପରେ ମୁଣ୍ଡ ପିଟି କାନ୍ଦୁଛି । ଦୁର୍ଘଟଣାରେ ଗୋଟିଏ ଗାଁରେ ଆଠ ଜଣ ଆଖି ବୁଜିବା ପରେ ଗାଁ ସାରା ଲୋକେ ଆଚମ୍ବିତ ଅଛନ୍ତି ।

କେମିତି ଲାଗିଲା ୧୧ କେଭି ତାର :

ସୂଚନା ଅନୁସାରେ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ କନ୍ୟାଘର (ଶିଖରଡ଼ା) ଅଭିମୁଖେ ଯାଉଥିଲେ। ଯିବା ବାଟରେ ବସ୍‌ଟି ରାସ୍ତାରେ ଅଳ୍ପ ଉଚ୍ଚରେ ଝୁଲି ଥିବା ଏକ ୧୧ କେଭିର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଥିଲା। ଫଳରେ ସମଗ୍ର ବସ୍‌ରେ ବିଦ୍ୟୁତ୍‌ କରେଣ୍ଟ୍‌ ପ୍ରବାହିତ ହୋଇଥିଲା।