ବାହା ହେବେନି ନେହା ଓ ଆଦିତ୍ୟ, ବାହାଘର ନ ହେବାକୁ ନେଇ ଉଦିତ୍ ନାରାୟଣ କହିଲେ କାରଣ

ସିଙ୍ଗର ନେହା କକ୍କର ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି। କାରଣ ମଧ୍ୟ ଆମେ ଆପଣଙ୍କୁ ଜଣାଇଥିଲୁ। ଆଜ୍ଞା ହଁ ନେହା କକ୍କରଙ୍କ ସହିତ ଆଦିତ୍ୟ ନାରାୟଣଙ୍କ ବିବାହ କଥା ଚାରିଆଡ଼େ ଚର୍ଚ୍ଚା। ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡୋଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ
 
ବାହା ହେବେନି ନେହା ଓ ଆଦିତ୍ୟ, ବାହାଘର ନ ହେବାକୁ ନେଇ ଉଦିତ୍ ନାରାୟଣ କହିଲେ କାରଣ

ସିଙ୍ଗର ନେହା କକ୍କର ଆଜିକାଲି ଖୁବ ଚର୍ଚ୍ଚାରେ ରହୁଛନ୍ତି। କାରଣ ମଧ୍ୟ ଆମେ ଆପଣଙ୍କୁ ଜଣାଇଥିଲୁ। ଆଜ୍ଞା ହଁ ନେହା କକ୍କରଙ୍କ ସହିତ ଆଦିତ୍ୟ ନାରାୟଣଙ୍କ ବିବାହ କଥା ଚାରିଆଡ଼େ ଚର୍ଚ୍ଚା। ଗତ କିଛି ଦିନ ହେଲାଣି ଇଣ୍ଡିଆନ ଆଇଡୋଲର ଉପସ୍ଥାପକ ଆଦିତ୍ୟ ନାରାୟଣ ଓ ଜଜ୍ ନେହା କକ୍କରଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଛି। ଦୁହେଁ ଫେବ୍ରୁଆରି ୧୪ରେ ବିବାହ କରିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଦିତ୍ୟଙ୍କ ବାପା ତଥା କଣ୍ଠଶିଳ୍ପୀ ଉଦିଦ୍ ନାରାୟଣ ଏ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ବାହା ହେବେନି ନେହା ଓ ଆଦିତ୍ୟ, ବାହାଘର ନ ହେବାକୁ ନେଇ ଉଦିତ୍ ନାରାୟଣ କହିଲେ କାରଣ

ହେଲେ ଆପଣ ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହି ବାହାଘର ସତ ନୁହେଁ। କେବଳ ଲୋକଙ୍କୁ ବୋକା ବନେଇ ଟିଆରପି ପାଇଁ ଏପରି କରାଯାଉଛି ବୋଲି ଜଣାପଡିଛି। ବିବାହଟି ମିଛିମିଛିକା ହେଉ ପଛକେ ଶୋ’ରେ ରୀତିମତ ଅପ୍‌ଡେଟ୍‌ ଦିଆଯାଉଛି। ଯଦି ଆପଣ ଭାବୁଛନ୍ତି, ନେହା ଏଭଳି ପ୍ରଥମ ଥର କରୁଛନ୍ତି, ତେବେ ଆପଣ ଭ୍ରମରେ ଅଛନ୍ତି ବୋଲି କୁହାଯାଇପାରିବ। ପୂର୍ବରୁ ହିମାଂଶ କୋହଲୀ ଉକ୍ତ ମଞ୍ଚରେ ତାଙ୍କୁ ପ୍ରପୋଜ୍‌ କରିଥିଲେ। ହେଲେ ଏହି ସମ୍ପର୍କ ବେଶି ଦିନ ଚାଲିପାରି ନ ଥିଲା। ଏହାପରେ ଜଣେ ପ୍ରଶଂସକ ଚୁମ୍ବନ ଦେବା ପରେ ନେହା ସମାଲୋଚିତ ହୋଇଥିଲେ। ସେ ଟିଆର୍‌ପି ପାଇଁ ଏହି ଦୃଶ୍ୟ କାଟିବାକୁ କହି ନ ଥିବା ଶୁଣିବାକୁ ମିଳିଥିଲା।

ବାହା ହେବେନି ନେହା ଓ ଆଦିତ୍ୟ, ବାହାଘର ନ ହେବାକୁ ନେଇ ଉଦିତ୍ ନାରାୟଣ କହିଲେ କାରଣ

ଆଉ ଏବେ ଆଦିତ୍ୟଙ୍କୁ ବିବାହ କରିବାକୁ ନେଇ ନେହା ଚର୍ଚ୍ଚାରେ ରହି ଆସୁଛନ୍ତି। ଏହାକୁ ନେଇ ଆଦିତ୍ୟଙ୍କ ବାପା ଉଦିତ୍ ନାରାୟଣ କହିଛନ୍ତି ” ଆଦିତ୍ୟ ଆମର ଏକମାତ୍ର ପୁତ୍ର ଆମେ ତା ବାହାଘରକୁ ଅପେକ୍ଷା କରିଛୁ। ଯଦି ବାହାଘର ଗୁଜବ ସତ ହୋଇଥାନ୍ତା ତେବେ ଦୁନିଆର ସବୁଠାରୁ ଭାଗ୍ୟବାନ ମୁଁ ହୋଇଥାନ୍ତି। ହେଲେ ଆଦିତ୍ୟ ଏ ବିଷୟରେ କିଛି ବି କହିନି। ସେ ଆହୁରି କହିଛନ୍ତି ମତେ ଲାଗୁଛି ନେହା କକ୍କର ଓ ଆଦିତ୍ୟ ର ବାହାଘର ଗୁଜବ ଟିଆରପି ପାଇଁ ପ୍ରଚାର କରାଯାଇଛି, ଯେଉଁଠି ନେହା ଜଜ୍ ଆଉ ମୋ ପୁଅ ଏଙ୍କର୍ ଅଛି।