ମୋବାଇଲର ପାସୱାର୍ଡ ଭୁଲିଯାଇଥିଲେ କିମ୍ବା ଅନ୍ୟ ମୋବାଇଲର ଲକ୍ ଖୋଲିବା ପାଇଁ କରନ୍ତୁ ଏହି ଛୋଟ ଉପାୟ ସାଙ୍ଗେସାଙ୍ଗ ଖୋଲିଯିବ

ଅନେକ ସମୟରେ ଏପରି ହୋଇଥାଏ କି ଆମେ ମୋବାଇଲ୍ କିମ୍ବା ଲାପଟପରେ ଦେଇଥିବା ପାସୱାର୍ଡକୁ ଭୁଲି ଯାଇଥାଉ। ଯେଉଁଥିପାଇଁ ଆମକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଏଣିକି ଆପଣଙ୍କୁ ଆଉ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିିଁ। କାରଣ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ସଂପର୍କରେ ଜଣାଇବୁ ଯାହାକୁ ବ୍ୟବହାର କରିବାଦ୍ୱାରା ଆପଣ ଆପଣଙ୍କ ସ୍ମାର୍ଟଫୋନର ଲକକୁ ଅତି ସହଜରେ ଖୋଲି ପାରିବେ। ଆସନ୍ତୁ ଜାଣିବା। ପ୍ରଥମେ କୌଣସି ଅନ୍ୟ
 
ମୋବାଇଲର ପାସୱାର୍ଡ ଭୁଲିଯାଇଥିଲେ କିମ୍ବା ଅନ୍ୟ ମୋବାଇଲର ଲକ୍ ଖୋଲିବା ପାଇଁ କରନ୍ତୁ ଏହି ଛୋଟ ଉପାୟ ସାଙ୍ଗେସାଙ୍ଗ ଖୋଲିଯିବ

ଅନେକ ସମୟରେ ଏପରି ହୋଇଥାଏ କି ଆମେ ମୋବାଇଲ୍ କିମ୍ବା ଲାପଟପରେ ଦେଇଥିବା ପାସୱାର୍ଡକୁ ଭୁଲି ଯାଇଥାଉ। ଯେଉଁଥିପାଇଁ ଆମକୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ। ତେବେ ଏଣିକି ଆପଣଙ୍କୁ ଆଉ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡିବ ନାହିିଁ। କାରଣ ଆଜି ଆମେ ଆପଣଙ୍କୁ କିଛି ଏଭଳି ଉପାୟ ସଂପର୍କରେ ଜଣାଇବୁ ଯାହାକୁ ବ୍ୟବହାର କରିବାଦ୍ୱାରା ଆପଣ ଆପଣଙ୍କ ସ୍ମାର୍ଟଫୋନର ଲକକୁ ଅତି ସହଜରେ ଖୋଲି ପାରିବେ। ଆସନ୍ତୁ ଜାଣିବା।

ମୋବାଇଲର ପାସୱାର୍ଡ ଭୁଲିଯାଇଥିଲେ କିମ୍ବା ଅନ୍ୟ ମୋବାଇଲର ଲକ୍ ଖୋଲିବା ପାଇଁ କରନ୍ତୁ ଏହି ଛୋଟ ଉପାୟ ସାଙ୍ଗେସାଙ୍ଗ ଖୋଲିଯିବ

ପ୍ରଥମେ କୌଣସି ଅନ୍ୟ ଫୋନରେ କିମ୍ବା କମ୍ପ୍ୟୁଟରରେ https://myaccount.google.com/find-your-phone-guide ୟୁଆରଏଲ ଟାଇପ କରନ୍ତୁ ଏବଂ ଓକେ କରନ୍ତୁ। ଏହା ପରେ ନିଜ ସେହି ଜିମେଲ ଆକାଉଣ୍ଟରୁ ଲଗଇନ କରନ୍ତୁ ଯାହା ଆପଣଙ୍କ ସେହି ଫୋନରେ ଅଛି ଯାହାକୁ ଆପଣ ଖୋଲିବାକୁ ଚାହୁଁଛନ୍ତି। ଲଗଇନ କରିବା ପରେ ଆପଣଙ୍କୁ ସେହି ସବୁ ସ୍ମାର୍ଟଫୋନର ଲିଷ୍ଟ ମିଳିଯିବ ଯେଉଁଥିରେ ଆପଣଙ୍କ ଜିମେଲ ଆକାଉଣ୍ଟ ଲ-ଗିନ ରହିଛି। ଏହା ପରେ ସେହି ଫୋନକୁ ସିଲେକ୍ଟ କରନ୍ତୁ ଯାହାକୁ ଆପଣ ଅନଲକ କରିବା ପାଇଁ ଚାହୁଁଛନ୍ତି।

ମୋବାଇଲର ପାସୱାର୍ଡ ଭୁଲିଯାଇଥିଲେ କିମ୍ବା ଅନ୍ୟ ମୋବାଇଲର ଲକ୍ ଖୋଲିବା ପାଇଁ କରନ୍ତୁ ଏହି ଛୋଟ ଉପାୟ ସାଙ୍ଗେସାଙ୍ଗ ଖୋଲିଯିବ

ଏବେ ଆପଣଙ୍କ ସ୍କ୍ରିନରେ ଲକ୍ ୟୋର ଫୋନର ବିକଳ୍ପ ମିଳିବ। ତା ଉପରେ କ୍ଲିକ୍ କରନ୍ତୁ ଆଉ ଏବେ ନୂଆ ପାସୱର୍ଡ ପିନ କିମ୍ବା ପାର୍ଟନ ରୂପେ ପକାନ୍ତୁ। ଏହା ପରେ ଆପଣଙ୍କ ସ୍ମାର୍ଟଫୋନର ହୋମ ସ୍କ୍ରିନର ପାସୱର୍ଡ ବଦଳି ଯିବ ଏବଂ ଆପଣଙ୍କ ଫୋନ ଅନଲକ ହୋଇଯିବ। ଅବଶ୍ୟ ଏହି ଉପାୟରେ ଯେଉଁ ଫୋନକୁ ଅନଲକ କରିବାର ଅଛି ସେଥିରେ ଇଣ୍ଟରନେଟ କନେକ୍ସନ ଥିବା ଜରୁରୀ।

ମୋବାଇଲର ପାସୱାର୍ଡ ଭୁଲିଯାଇଥିଲେ କିମ୍ବା ଅନ୍ୟ ମୋବାଇଲର ଲକ୍ ଖୋଲିବା ପାଇଁ କରନ୍ତୁ ଏହି ଛୋଟ ଉପାୟ ସାଙ୍ଗେସାଙ୍ଗ ଖୋଲିଯିବ

ଅନ୍ୟ ଉପାୟ ଗୁଗୁଲ ଆସିଷ୍ଟାଣ୍ଟ ସାହାଯ୍ୟରେ। ଯଦି ଆପଣ ନିଜ ଗୁଗୁଲ ଆସିଷ୍ଟାଣ୍ଟ ପୂର୍ବରୁ ସେଟ୍ କରିଛନ୍ତି ଏବଂ ନିଜ ଭଏସ୍ ରେକର୍ଡ କରିଛନ୍ତି, ଏହାସହିତ ‘Unlock with voice’ର ବିକଳ୍ପ ଉପରେ କ୍ଲିକ କରିଛନ୍ତିତେବେ ଆପଣ କେବଳ ‘Ok Google’ କହି ନିଜ ସ୍ମାର୍ଟଫୋନ ଅନଲକ କରପାରିବେ।