ମାଷ୍ଟର୍‌ ସେଫ୍‌-୬ର ବିଜେତା ହେଲେ ଓଡିଆ ପୁଅ ଅବିନାଶ ନାୟକ, ମିଳିଲା ଏତେ ଲକ୍ଷ ଟଙ୍କା

ଓଡିଶା ପାଇଁ ଗର୍ବର ବିଷୟ, ପୁଣି ଜଣେ ଓଡିଆ ରାଜ୍ୟର ଗୌରବ ଆଣିଛନ୍ତି। ଷ୍ଟାରପ୍ଲସରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ସୋ ମାଷ୍ଟର୍ ସେଫ୍ ସିଜିନ୍-୬ର ଫାଇନାଲ୍ ରାଉଣ୍ଡ୍ରେ ବିଜୟୀ ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଆରମ୍ଭରୁ ଓଡିଆ ଖାଦ୍ୟରେ ଜର୍ଜଙ୍କ ହୃଦୟ ଜିତି ପାରିଥିବା ଅବିନାଶ ଶେଷରେ ବିଜୟ ମୁକୁଟ ପିନ୍ଧିଛନ୍ତି। ଅବିନାଶ ତାଙ୍କ କୋଲକାତାର ପ୍ରତିଦ୍ବନ୍ଦୀ ଓଣ୍ଡ୍ରିଲାଙ୍କୁ ହରାଇ ଏହି ସୋ’ ଜିତିଛନ୍ତି। ୨୭ ବର୍ଷିୟ ଅବିନାଶଙ୍କ ଘର ବ୍ରହ୍ମପୁରରେ। ମାଷ୍ଟରସେଫ୍ ସୋରେ ଅଂଶଗ୍ରହଣ
 
ମାଷ୍ଟର୍‌ ସେଫ୍‌-୬ର ବିଜେତା ହେଲେ ଓଡିଆ ପୁଅ ଅବିନାଶ ନାୟକ, ମିଳିଲା ଏତେ ଲକ୍ଷ ଟଙ୍କା

ଓଡିଶା ପାଇଁ ଗର୍ବର ବିଷୟ, ପୁଣି ଜଣେ ଓଡିଆ ରାଜ୍ୟର ଗୌରବ ଆଣିଛନ୍ତି। ଷ୍ଟାରପ୍ଲସରେ ପ୍ରସାରିତ ଲୋକପ୍ରିୟ ରିୟଲିଟି ସୋ ମାଷ୍ଟର୍‌ ସେଫ୍‌ ସିଜିନ୍‌-୬ର ଫାଇନାଲ୍‌ ରାଉଣ୍ଡ୍‌ରେ ବିଜୟୀ ହୋଇଛନ୍ତି ଓଡ଼ିଆ ପୁଅ ଅବିନାଶ ନାୟକ। ଆରମ୍ଭରୁ ଓଡିଆ ଖାଦ୍ୟରେ ଜର୍ଜଙ୍କ ହୃଦୟ ଜିତି ପାରିଥିବା ଅବିନାଶ ଶେଷରେ ବିଜୟ ମୁକୁଟ ପିନ୍ଧିଛନ୍ତି। ଅବିନାଶ ତାଙ୍କ କୋଲକାତାର ପ୍ରତିଦ୍ବନ୍ଦୀ ଓଣ୍ଡ୍ରିଲାଙ୍କୁ ହରାଇ ଏହି ସୋ’ ଜିତିଛନ୍ତି। 

ମାଷ୍ଟର୍‌ ସେଫ୍‌-୬ର ବିଜେତା ହେଲେ ଓଡିଆ ପୁଅ ଅବିନାଶ ନାୟକ, ମିଳିଲା ଏତେ ଲକ୍ଷ ଟଙ୍କା

୨୭ ବର୍ଷିୟ ଅବିନାଶଙ୍କ ଘର ବ୍ରହ୍ମପୁରରେ। ମାଷ୍ଟରସେଫ୍‌ ସୋରେ ଅଂଶଗ୍ରହଣ କରିବା ଓ ଜିତିବାରେ ଅବିନାଶ ହେଉଛନ୍ତି ପ୍ରଥମ ଓଡ଼ିଆ। ପୂର୍ବରୁ ଅନେକ ରୋଷେଇ ପ୍ରତିଯୋଗିତାରେ ଭାଗ ନେଇଥିବା ସଫଳ ହୋଇଥିବା ଓଡ଼ିଆ ପୁଅ ଅବିନାଶ ନାୟକ ଶେଷରେ ଜାତୀୟ ଟେଲିଭିଜନ ସଂସ୍ଥା ‘ଷ୍ଟାର୍‌ ପ୍ଲସ୍‌’ରେ ଦେଉଥିବା ‘ମାଷ୍ଟର୍‌ ସେଫ୍’ କାର୍ଯ୍ୟକ୍ରମରେ ଡିସେମ୍ବର ମାସରେ ଯୋଗ ଦେଇଥିଲେ।

ମାଷ୍ଟର୍‌ ସେଫ୍‌-୬ର ବିଜେତା ହେଲେ ଓଡିଆ ପୁଅ ଅବିନାଶ ନାୟକ, ମିଳିଲା ଏତେ ଲକ୍ଷ ଟଙ୍କା

ଇନ୍‌ଫୋସିସ୍‌ରେ ଇଞ୍ଜିନିୟର ଭାବେ ଚାକିରି କରିଥିବା ଅବିନାଶ ପ୍ରତିଯୋଗିତାରେ ଭାଗ ନେଇ ‘ଚିକେନ୍‌‌ ବେସର’ କରି ଉପସ୍ଥିତ ୩ ଜଣ ବିଚାରପତିଙ୍କୁ ତାଙ୍କ ସ୍ବାଦ ଚଖାଇ ଚକିତ କରାଇବା ସହ ମାଷ୍ଟର୍‌ ସେଫ୍-୬ର ଅଡିସନ୍‌ ରାଉଣ୍ଡ୍‌ରେ ମନୋନୀତ ହୋଇଥିଲେ। ପୁରସ୍କାର ବାବଦକୁ ତାଙ୍କୁ ୨୫ ଲକ୍ଷ ଟଙ୍କା ମିଳିଛି।