କଣ ଚିକେନ୍ ଓ ଅଣ୍ଡାରୁ କରୋନା ଭାଇରସ୍ ବ୍ୟାପିପାରେ! ଜାଣନ୍ତୁ କରୋନା ଭାଇରସ୍ ସମ୍ବନ୍ଧୀୟ କିଛି ଜରୁରୀ କଥା ।

ଚୀନରୁ ଦୁନିଆସାରା ବ୍ୟାପୁଥିବା କରୋନା ଭାଇରସ କେମିତି ବ୍ୟାପିଥାଏ? ଏହାର ଉତ୍ତର ସମସ୍ତେ ପ୍ରାୟ ଜାଣିଥିବେ। ଚିକେନ୍ ଖାଉଥିବା ଲୋକଙ୍କ ଭିତରେ ମଧ୍ୟ ଏହି କଥାର ଚିନ୍ତା ଅଛି କି କରୋନା ଭାଇରସ୍ ଚିକେନ୍ ରୁ ମଧ୍ୟ ବ୍ୟାପିପାରେ। ଚିକେନ ଓ ଅଣ୍ଡା ଖାଉଥିବା ଲୋକମାନେ ସେବେଠାରୁ ଆହୁରି ଚିନ୍ତାରେ ଅଛନ୍ତି ଯେବେଠୁ ସରକାର କହିଛନ୍ତି ଚିକେନ୍ ଓ ଅଣ୍ଡାକୁ ଭଲଭାବେ ସିଝେଇ ଖାଇବାକୁ। ଯେବେ ଚାଇନା ଓ ଦୁନିଆ ସାରା କରୋନା ଭାଇରସ୍ କାରଣରୁ ଲୋକେ
 
କଣ ଚିକେନ୍ ଓ ଅଣ୍ଡାରୁ କରୋନା ଭାଇରସ୍ ବ୍ୟାପିପାରେ! ଜାଣନ୍ତୁ କରୋନା ଭାଇରସ୍ ସମ୍ବନ୍ଧୀୟ କିଛି ଜରୁରୀ କଥା ।

ଚୀନରୁ ଦୁନିଆସାରା ବ୍ୟାପୁଥିବା କରୋନା ଭାଇରସ କେମିତି ବ୍ୟାପିଥାଏ? ଏହାର ଉତ୍ତର ସମସ୍ତେ ପ୍ରାୟ ଜାଣିଥିବେ। ଚିକେନ୍ ଖାଉଥିବା ଲୋକଙ୍କ ଭିତରେ ମଧ୍ୟ ଏହି କଥାର ଚିନ୍ତା ଅଛି କି କରୋନା ଭାଇରସ୍ ଚିକେନ୍ ରୁ ମଧ୍ୟ ବ୍ୟାପିପାରେ। ଚିକେନ ଓ ଅଣ୍ଡା ଖାଉଥିବା ଲୋକମାନେ ସେବେଠାରୁ ଆହୁରି ଚିନ୍ତାରେ ଅଛନ୍ତି ଯେବେଠୁ ସରକାର କହିଛନ୍ତି ଚିକେନ୍ ଓ ଅଣ୍ଡାକୁ ଭଲଭାବେ ସିଝେଇ ଖାଇବାକୁ। ଯେବେ ଚାଇନା ଓ ଦୁନିଆ ସାରା କରୋନା ଭାଇରସ୍ କାରଣରୁ ଲୋକେ ମୃତ୍ୟୁ ବରଣ କରୁଛନ୍ତି ତେବେ ଏହି ପ୍ରଶ୍ନର ଉତ୍ତର ଜରୁରୀ ହୋଇଯାଉଛି।

କଣ ଚିକେନ୍ ଓ ଅଣ୍ଡାରୁ କରୋନା ଭାଇରସ୍ ବ୍ୟାପିପାରେ! ଜାଣନ୍ତୁ କରୋନା ଭାଇରସ୍ ସମ୍ବନ୍ଧୀୟ କିଛି ଜରୁରୀ କଥା ।

କରୋନା ଭାଇରସ୍ ଉପରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ- ଭାରତର କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛନ୍ତି କି ଚିକେନ ଓ ଅଣ୍ଡାର ସେବନ ଠିକ୍ ଭାବେ ସିଝେଇକି କରିବା କଥା। ଏମିତିରେ ଏଥିରୁ ଜଣାପଡୁଛି କି କଣ ଚିକେନ ଅଣ୍ଡାରୁ କରୋନା ଭାଇରସ୍ ବ୍ୟାପିପାରେ?

କରୋନା ଭାଇରସ୍ ଜଙ୍ଗଲି ପଶୁଠୁ ମଣିଷଙ୍କ ପାଖକୁ ଆସିଛି ଏହି କଥାର ସମ୍ଭାବନା ସବୁ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବି କରୋନା ଭାଇରସ୍ କୁ ପଶୁଙ୍କଠୁ ମଣିଷଙ୍କ ମଧ୍ୟରେ ଆସିବାର ସମ୍ଭାବନା ବିଷୟରେ ଅବଗତ କରାଇଛନ୍ତି। ହେଲେ ଏହା ଉପରେ କିଛି ସଠିକ୍ ସୂଚନା ସାମ୍ନାକୁ ଆସି ନାହିଁ। ଭାରତରେ କରୋନା ଭାଇରସ୍ ସଂକ୍ରମଣର ଡର ଚିକେନ୍ ବଜାର ଉପରେ ମଧ୍ୟ ପଡୁଛି। ମିଡିଆ ରିପୋର୍ଟ ଅନୁସାରେ କରୋନା ଭାଇରସ୍ ଯେବେ ଠୁ ବ୍ୟାପିଲାଣି ସେବେଠୁ ଚିକେନ୍ ର ବିକ୍ରି କମିଛି। ଭାରତରେ ପାଖାପାଖି ୧୦ ପ୍ରତିଶତ ଚିକେନର ବିକ୍ରି କମିଛି।

କଣ ଚିକେନ୍ ଓ ଅଣ୍ଡାରୁ କରୋନା ଭାଇରସ୍ ବ୍ୟାପିପାରେ! ଜାଣନ୍ତୁ କରୋନା ଭାଇରସ୍ ସମ୍ବନ୍ଧୀୟ କିଛି ଜରୁରୀ କଥା ।

କେଉଁ ପଶୁଙ୍କ ଠାରେ କରୋନା ଭାଇରସ୍ ମିଳିଥାଏ- ଏବେଯାଏଁ ମିଳିଥିବା ସୂଚନା ଅନୁଯାୟୀ ବାଦୁଡି ଓ ବଜ୍ରକାପ୍ତା କରୋନା ଭାଇରସ ର ମୁଖ୍ୟ କାରଣ ଅଟନ୍ତି। ଚିନରେ ହୋଇଥିବା ଏକ ଗବେଷଣା ମୁତାବକ କରୋନା ଭାଇରସ୍ ବଜ୍ରକାପ୍ତାରୁ ମଣିଷଙ୍କ ପାଖକୁ ଆସିଛି। ତେବେ ଏହି ସୂଚନା ମୁତାବକ କରୋନା ଭାଇରସ ର ଡିଏନଏ କୁ ବତାଯାଇଛି। ବୈଜ୍ଞାନିକଙ୍କ ଦାବି ଏହା କି କରୋନା ଭାଇରସ ଓ ବଜ୍ରକାପ୍ତାର ଡିଏନଏ ୯୯ ପ୍ରତିଶତ ସମାନତା ରହିଛି। ଏହା ପୂର୍ବରୁ ବାଦୁଡିଙ୍କ ଠୁ କରୋନା ଭାଇରସ୍ ର ଡିଏନଏ ୮୦ ପ୍ରତିଶତ ମ୍ୟାଚ କରୁଥିଲା।

କଣ ଚିକେନ୍ ଓ ଅଣ୍ଡାରୁ କରୋନା ଭାଇରସ୍ ବ୍ୟାପିପାରେ! ଜାଣନ୍ତୁ କରୋନା ଭାଇରସ୍ ସମ୍ବନ୍ଧୀୟ କିଛି ଜରୁରୀ କଥା ।

ଚିକେନ୍ ଓ ଅଣ୍ଡା ର କରୋନା ଭାଇରସ୍ ସହ ସମ୍ପର୍କ- ହେଲ୍ଥ ଏକ୍ସପଟ୍ ଓ ସ୍ୱାସ୍ଥ୍ୟ ବିଭାଗଙ୍କ କହିବାନୁସାରେ ଭାରତରେ ଏବେ ପର୍ଯ୍ୟନ୍ତ କୁକୁଡା ଓ ଅଣ୍ଡା ଠାରୁ କରୋନା ଭାଇରସ୍ ବ୍ୟାପିବାର ଘଟଣା ସାମ୍ନାକୁ ଆସିନି। ଚିନ୍ ରେ ବି କରୋନା ଭାଇରସ୍ ମଣିଷଙ୍କ ଠାରୁ ଜଣ ଜଣଙ୍କୁ ବ୍ୟାପୁଛି। ତେଣୁ ଚିକେନ୍ ଓ ଅଣ୍ଡା ଖାଇବାରେ କୌଣସି ଅସୁବିଧା ନାହିଁ। ଚିକେନ୍ ମଟନ୍ ଓ ଅଣ୍ଡା ସେଵନରେ ସାଵଧାନୀ ରଖିବା ଜରୁରୀ। ଭଲ ସ୍ୱାସ୍ଥ୍ୟ ଓ ସଂକ୍ରମଣ ଭଳି ସମସ୍ୟାକୁ କମ୍ କରିବା ପାଇଁ କିଛି ବି ମାଂସାହାରୀ ଜିନିଷକୁ ଭଲ ଭାବରେ ସିଝେଇକି ସେବନ କରିବା ଉଚିତ୍।