ଧୋନିଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର : ଧୋନିଙ୍କ ଅଧୀନରେ ଖେଳିବେ କୋହଲି ଓ ରୋହିତ୍‌ !

ପୁଣି ଟିମ ଇଣ୍ଡିଆ ରେ ଧୋନି ଙ୍କ ପ୍ରତ୍ୟାବର୍ତନ ପାଇଁ ତାଙ୍କ ଫ୍ୟାନ୍ସ ମାନେ ଆଶା କରି ବସିଛନ୍ତି । କିନ୍ତୁ ଧୋନି ଙ୍କ ଟିମ କୁ ଫେରିବା ବର୍ତମାନ କଷ୍ଟକର ଲାଗୁଚି କାରଣ ସେ ୨୦୧୯ ବିଶ୍ଵକପ ସେମି-ଫାଇନାଲ ମ୍ୟାଚ ପରଠାରୁ କୌଣସି କ୍ରିକେଟ ଖେଳି ନାହାନ୍ତି । ୨୦୨୦ ଆଇପିଏଲ ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ
 
ଧୋନିଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର : ଧୋନିଙ୍କ ଅଧୀନରେ ଖେଳିବେ କୋହଲି ଓ ରୋହିତ୍‌ !

ପୁଣି ଟିମ ଇଣ୍ଡିଆ ରେ ଧୋନି ଙ୍କ ପ୍ରତ୍ୟାବର୍ତନ ପାଇଁ ତାଙ୍କ ଫ୍ୟାନ୍ସ ମାନେ ଆଶା କରି ବସିଛନ୍ତି । କିନ୍ତୁ ଧୋନି ଙ୍କ ଟିମ କୁ ଫେରିବା ବର୍ତମାନ କଷ୍ଟକର ଲାଗୁଚି କାରଣ ସେ ୨୦୧୯ ବିଶ୍ଵକପ ସେମି-ଫାଇନାଲ ମ୍ୟାଚ ପରଠାରୁ କୌଣସି କ୍ରିକେଟ ଖେଳି ନାହାନ୍ତି ।

ଧୋନିଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର : ଧୋନିଙ୍କ ଅଧୀନରେ ଖେଳିବେ କୋହଲି ଓ ରୋହିତ୍‌ !

୨୦୨୦ ଆଇପିଏଲ ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୨୯ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଡିଫେଣ୍ଡିଂ ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗସ୍ ମଧ୍ୟରେ ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଫ୍ୟାନ୍ସ ମାନେ ଅନେଇ ବସିଛନ୍ତି ।

ସୂଚନା ଅନୁସାରେ ଆଇପିଏଲ ର ମ୍ୟାଚ ପୂର୍ବରୁ ମହେନ୍ଦ୍ର ସିଂ ଧୋନି ଧୋନିଙ୍କୁ ଏକ ଟିମର ନେତୃତ୍ୱ ନେବାର ଦେଖିବାକୁ ମିଳିପାରେଳ, ଯେଉଁଥିରେ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କ ବଡ଼ ଷ୍ଟାର୍ ଖେଳାଳି ଖେଳିପାରନ୍ତି ।

ଧୋନିଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଖୁସି ଖବର : ଧୋନିଙ୍କ ଅଧୀନରେ ଖେଳିବେ କୋହଲି ଓ ରୋହିତ୍‌ !

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅଲ୍ ଷ୍ଟାର୍ ଏକାଦଶ ମ୍ୟାଚ ପାଇଁ ପ୍ରତିଶୃତି ଦେଇଥିଲେ । ସେଥିପାଇଁ ଅଲ୍ ଷ୍ଟାର୍ ମ୍ୟାଚ୍ ମାର୍ଚ୍ଚ ୨୫ ତାରିଖରେ ଖେଳାଯିବ । ଯେଉଁଥିରେ, ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କୁ ଖେଳୁଥିବାର ଦେଖିବାକୁ ମିଳିପାରେ । ତେବେ ଧୋନିଙ୍କ ଫ୍ୟାନ୍ସ ମାନଙ୍କ ପାଇଁ ଏହା ଏକ ବଡ ଖୁସିର ଖବର ।