ବିଶ୍ୱର ଏକୁଟିଆ ବ୍ୟାଟ୍ସମ୍ୟାନ ଯିଏକି ଫ୍ରିହିଟ୍ ରେ ୧୦ ଥର ଛକା ମାରିଛନ୍ତି, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ଯଦି କୋଉ ବୋଲର୍ ଟି୨୦ କିମ୍ବା ଦିନିକିଆରେ ନୋ ବଲ୍ ପକାଏ ତେବେ ସେଇ ବୋଲର୍ କୁ ସେଇ ଓଭର ନିହାତି ମହଙ୍ଗା ସାବ୍ୟସ୍ତ ହେବାକୁ ପଡିଥାଏ। ହେଲେ ସାମ୍ନାରେ ବ୍ୟାଟିଂ କରୁଥିବା ବ୍ୟାଟସମ୍ୟାନ ବହୁତ୍ ଫାଇଦା ଉଠାଇ ଥାଏ। କାହିଁକି ନା ବିନା ଆଉଟ୍ ହେବା ଭୟରେ ସେ ମନ ଇଚ୍ଛା ସେଇ ବଲ କୁ ଖେଳିପାରିବ। ଆଜି ଆମେ ୫ ଏମିତି ଖଖେଳାଳିଙ୍ ବିଷୟରେ ବତେଇବୁ ଯିଏ କି ଫ୍ରିହିଟ୍ ରେ ସବୁଠାରୁ ଅଧିକ
 
ବିଶ୍ୱର ଏକୁଟିଆ ବ୍ୟାଟ୍ସମ୍ୟାନ ଯିଏକି ଫ୍ରିହିଟ୍ ରେ ୧୦ ଥର ଛକା ମାରିଛନ୍ତି, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ଯଦି କୋଉ ବୋଲର୍ ଟି୨୦ କିମ୍ବା ଦିନିକିଆରେ ନୋ ବଲ୍ ପକାଏ ତେବେ ସେଇ ବୋଲର୍ କୁ ସେଇ ଓଭର ନିହାତି ମହଙ୍ଗା ସାବ୍ୟସ୍ତ ହେବାକୁ ପଡିଥାଏ। ହେଲେ ସାମ୍ନାରେ ବ୍ୟାଟିଂ କରୁଥିବା ବ୍ୟାଟସମ୍ୟାନ ବହୁତ୍ ଫାଇଦା ଉଠାଇ ଥାଏ। କାହିଁକି ନା ବିନା ଆଉଟ୍ ହେବା ଭୟରେ ସେ ମନ ଇଚ୍ଛା ସେଇ ବଲ କୁ ଖେଳିପାରିବ। ଆଜି ଆମେ ୫ ଏମିତି ଖଖେଳାଳିଙ୍ ବିଷୟରେ ବତେଇବୁ ଯିଏ କି ଫ୍ରିହିଟ୍ ରେ ସବୁଠାରୁ ଅଧିକ ଛକା ମାରିଛନ୍ତି। ଆସନ୍ତୁ ଜାଣିବା-

ବିଶ୍ୱର ଏକୁଟିଆ ବ୍ୟାଟ୍ସମ୍ୟାନ ଯିଏକି ଫ୍ରିହିଟ୍ ରେ ୧୦ ଥର ଛକା ମାରିଛନ୍ତି, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

୫) ସାହିଦ୍ ଆଫ୍ରିଦି- ପାକିସ୍ତାନର ବିସ୍ପୋରକ ବ୍ୟାଟ୍ସମ୍ୟାନ ସାହିଦ୍ ଆଫ୍ରିଦି ଟି୨୦ ଓ ଦିନିକିଆ କ୍ରିକେଟ୍ କୁ ମିସେଇକି ୮ ଥର ଫ୍ରିହିଟ୍ ର ସାମ୍ନା କରିଛନ୍ତି ଯେଉଁଥିରୁ ୪ ଥର ଛକା ମାରିବାରେ ସଫଳ ହୋଇଛନ୍ତି।

ବିଶ୍ୱର ଏକୁଟିଆ ବ୍ୟାଟ୍ସମ୍ୟାନ ଯିଏକି ଫ୍ରିହିଟ୍ ରେ ୧୦ ଥର ଛକା ମାରିଛନ୍ତି, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

୪) ସେନ୍ ୱାଟସନ୍- ଅଷ୍ଟ୍ରେଲିଆ ଦଳର ପ୍ରତିଭାଶାଳୀ ଓପନର୍ ବ୍ୟାଟ୍ସମ୍ୟାନ ସେନ୍ ୱାଟସନ ଟି୨୦ ଓ ଦିନିକିଆ କ୍ରିକେଟ୍ କୁ ମିସେଇକି ୧୦ ଥର ଫ୍ରିହିଟ୍ ସାମ୍ନା କରିଛନ୍ତି ଯେଉଁଥିରୁ ୫ ଥର ଛକା ମାରିବାରେ ସଫଳ ହୋଇଛନ୍ତି।

ବିଶ୍ୱର ଏକୁଟିଆ ବ୍ୟାଟ୍ସମ୍ୟାନ ଯିଏକି ଫ୍ରିହିଟ୍ ରେ ୧୦ ଥର ଛକା ମାରିଛନ୍ତି, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

୩) ମାରଟିନ୍ ଗପଟିଲ୍-ନ୍ୟୁଜିଲାଣ୍ଡଡୌ ଖତରନାକ୍ ଓପନର ବ୍ୟାଟ୍ସମ୍ୟାନ ମାରଟିନ ଗପଟିଲ୍ ଟି୨୦ ଓ ଦିନିକିଆ କ୍ରିକେଟ୍ କୁ ମିସେଇକି ୧୧ ଥର ଫ୍ରି ହିଟ୍ ର ସାମ୍ନା କରିଛନ୍ତି ଯେଉଁଥିରୁ ୫ ଥର ଛକା ମାରିବାରେ ସଫଳ ହୋଇଛନ୍ତି।

ବିଶ୍ୱର ଏକୁଟିଆ ବ୍ୟାଟ୍ସମ୍ୟାନ ଯିଏକି ଫ୍ରିହିଟ୍ ରେ ୧୦ ଥର ଛକା ମାରିଛନ୍ତି, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

୨) ବ୍ରେଣ୍ଡମ ମ୍ୟାକୁଲମ୍- ଦ୍ୱିତୀୟ ସ୍ଥାନରେ ଅଛନ୍ତି ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ ବ୍ରେଣ୍ଡମ ମ୍ୟାକୁଲମ୍ ସେ ଟି୨୦ ଓ ଦିନିକିଆ କ୍ରିକେଟ୍ କୁ ମିସେଇକି ୧୨ ଥର ଫ୍ରି ହିଟ୍ ର ସାମ୍ନା କରିଛନ୍ତି ଯେଉଁଥିରୁ ୭ଥର ଛକା ମାରିବାରେ ସଫଳ ହୋଇଛନ୍ତି।

ବିଶ୍ୱର ଏକୁଟିଆ ବ୍ୟାଟ୍ସମ୍ୟାନ ଯିଏକି ଫ୍ରିହିଟ୍ ରେ ୧୦ ଥର ଛକା ମାରିଛନ୍ତି, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

୧) ରୋହିତ୍ ଶର୍ମା- ଭାରତୀୟ ଦଳର ସବୁଠାରୁ ବିସ୍ପୋରକ ଓପନର୍ ବ୍ୟାଟ୍ସମ୍ୟାନ ରୋହିତ୍ ଶର୍ମା ଟି୨୦ ଓ ଦିନିକିଆ କ୍ରିକେଟ୍ କୁ ମିସେଇକି ୧୩ ଥର ଫ୍ରି ହିଟ୍ ର ସାମ୍ନା କରିଛନ୍ତି ଯେଉଁଥିରୁ ୧୦ ଥର ଛକା ମାରିବାରେ ସଫଳ ହୋଇଛନ୍ତି। ରୋହିତ୍ ଶର୍ମା ଟି୨୦ ଓ ଦିନିକିଆ କ୍ରିକେଟ୍ ରେ ସବୁଠାରୁ ଅଧିକ ଥର ଫ୍ରି ହିଟ୍ ରେ ଛକା ମାରିବା ବାଲା ଖେଳାଳି ଅଟନ୍ତି।