ଭାଇରସ ରେ ଏତେ ହଜାର ଲୋକେ ମଲା ପରେ ବି ଚୀନବାସି ଖାଉଛନ୍ତି ଜିଅନ୍ତା କୁକୁର, ଦେଖନ୍ତୁ ଫଟୋ

କରୋନା ଭାଇରସ ରେ ପୁରା ଚୀନ ହୋଇଯାଇଛି ଅଧୀର, ମରିଗଲେଣି ୨୦୦୦ ପାଖା ପାଖି ଲୋକ । ୫୦ ହଜାରରୁ ଅଧିକ ଲୋକ କରୋନା ଭାଇରସ ରେ ଆକ୍ରାନ୍ତ ହୋଇସାରିଲେଣି । ତାପରେ ବି ଦେଖିବାକୁ ମିଳିଛି ଚିନବାସୀ କୁକୁର ମାଂସ ଖାଉଥିବାର ଅଜବ ଦୃଶ୍ୟ । ସୂଚନା ଅନୁସାରେ ଚିନବାସୀ ଖାଉଥିବା କୁକୁର ମାଂସ ର ଫୋଟୋ ଏବଂ ଭିଡ଼ିଓ ଏହି କିଛି ଦିନ ତଳର, ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହଉଛି
 
ଭାଇରସ ରେ ଏତେ ହଜାର ଲୋକେ ମଲା ପରେ ବି ଚୀନବାସି ଖାଉଛନ୍ତି ଜିଅନ୍ତା କୁକୁର, ଦେଖନ୍ତୁ ଫଟୋ

କରୋନା ଭାଇରସ ରେ ପୁରା ଚୀନ ହୋଇଯାଇଛି ଅଧୀର, ମରିଗଲେଣି ୨୦୦୦ ପାଖା ପାଖି ଲୋକ । ୫୦ ହଜାରରୁ ଅଧିକ ଲୋକ କରୋନା ଭାଇରସ ରେ ଆକ୍ରାନ୍ତ ହୋଇସାରିଲେଣି । ତାପରେ ବି ଦେଖିବାକୁ ମିଳିଛି ଚିନବାସୀ କୁକୁର ମାଂସ ଖାଉଥିବାର ଅଜବ ଦୃଶ୍ୟ ।

ଭାଇରସ ରେ ଏତେ ହଜାର ଲୋକେ ମଲା ପରେ ବି ଚୀନବାସି ଖାଉଛନ୍ତି ଜିଅନ୍ତା କୁକୁର, ଦେଖନ୍ତୁ ଫଟୋ

ସୂଚନା ଅନୁସାରେ ଚିନବାସୀ ଖାଉଥିବା କୁକୁର ମାଂସ ର ଫୋଟୋ ଏବଂ ଭିଡ଼ିଓ ଏହି କିଛି ଦିନ ତଳର, ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହଉଛି । ଚୀନର ଏକ ବଜାରରେ କୁକୁରଙ୍କୁ ଜୀଅନ୍ତା ଗରମ ପାଣିରେ ସିଝା ଯାଉଛି, ଆଉ କଟା ଯାଉଛି ।

ଏହି ବଜାରରେ କୁକୁର ମାନଙ୍କ କାନ୍ଦ ର ସ୍ୱର ଶୁଣିଲେ କାହାର ବି ହୃଦୟ ତରଳି ଯିବ । ମାତ୍ର ଚିନବାସୀ ଏହି କୁକୁର ମାନଙ୍କୁ ଖାଇବା ପାଇଁ ଆତୁର ଅଛନ୍ତି । ଚିନବାସୀ ମାନଙ୍କ ମଧ୍ୟରୁ ୨୦% ଲୋକେ କୁକୁର ମାଂସ ଖାଇଥାନ୍ତି ।

ଭାଇରସ ରେ ଏତେ ହଜାର ଲୋକେ ମଲା ପରେ ବି ଚୀନବାସି ଖାଉଛନ୍ତି ଜିଅନ୍ତା କୁକୁର, ଦେଖନ୍ତୁ ଫଟୋ

କେବଳ ଏତିକି ନୁହଁ ସେ ବଜାରରେ କୁକୁର ଛୁଆ ମାନଙ୍କୁ ବିକ୍ରି ମଧ୍ୟ କରାଯାଉଛି । ଆଉ ଲୋକମାନେ ନିଜ ଘରକୁ ନେଇ ସେଠାରେ ରୋଷେଇ କରି ଖାଉଛନ୍ତି । ବର୍ତମାନ କରୋନା ଭାଇରସ ସାରା ଦୁନିଆ ରେ ନିଜର ଭୟବହତା ଖେଳାଉଥିବା ବେଳେ, ଚୀନରେ ଏହାର ଭୟଙ୍କର ରୂପ ଦେଖିବାକୁ ମିଳିଛି । ଯଦି ଚିନବାସୀ ଶୀଘ୍ର ନ ସୁଧୁରନ୍ତି ତାହାଲେ ଏହା ଭୟଙ୍କର ରୂପ ନେବ ।