ସହିପାରିଲେନି ନି-ର୍ଯା-ତନା, ବାଲେଶ୍ୱର ପରେ କେନ୍ଦ୍ରପଡ଼ାରେ ପୁଣି ଜ-ଳି-ଗଲେ ଛାତ୍ରୀ, ଜାଣନ୍ତୁ ପୁରା‌ ଘଟଣା

ଫକୀରମୋହ ଛାତ୍ରୀ ଆତ୍ମାହୁତି ଏବଂ ବଳଙ୍ଗା ନାବାଳିକା ପୋଡ଼ି ଘଟଣା ରାଜ୍ୟବାସୀଙ୍କ ମନରୁ ନଲିଭଣୁ ପୁଣି ଅନୁରୂପ ଘଟଣା ସାମ୍ନାକୁ ଆସିଛି । ଘର ଭିତରେ ଜୀଅନ୍ତା ଜଳିଗଲେ ଆଉ ଜଣେ ଯୁବତୀ । କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ଜଣେ ଯୁବକଙ୍କ ବ୍ଲାକମେଲିଂ ପାଇଁ ଏଭଳି ଘଟିଥିବା କୁହାଯାଉଛି । ଏଥିପାଇଁ ଯୁବତୀ ଜଣଙ୍କ ନିଜକୁ ନିଜେ … Read more

ପ୍ରେମ ବିବାହ କରିପାରିବେନି ପୁଅ ଝିଅ, ନୂଆ ନିୟମ ଆସିବା ପରେ ବିବାଦ! ଜାଣନ୍ତୁ ପୁରା ଘଟଣା

ପଞ୍ଜାବ ମୋହାଲି ମାନକପୁର ସରିଫ୍ ଗ୍ରାମ ପଞ୍ଚାୟତ । ଚଣ୍ଡିଗଡ଼ରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ । ଗାଁରେ ପାସ୍ ହୋଇଛି ପ୍ରେମ ବିବାହକୁ ନିଷିଦ୍ଧ ପ୍ରସ୍ତାବ । ଜୁଲାଇ ୩୧ ତାରିଖରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଛି ନିଷ୍ପତ୍ତି । ପ୍ରସ୍ତାବରେ ରହିଛି ପରିବାରର ଅନୁମୋଦନ ବିନା ବିବାହ ମନା । ଏମିତିକି ଦମ୍ପତିମାନଙ୍କୁ ଗ୍ରାମ କିମ୍ବା ନିକଟବର୍ତ୍ତୀ ଅଞ୍ଚଳରେ ରହିବାକୁ ବି ନିଷେଧ କରାଯାଇଛି। ଯଦି କେହି ନିୟମ ନମାନିବେ ସେମାନଙ୍କ ବିରୋଧରେ ଦୃଢ … Read more

ଛାତ୍ରକୁ ଧକ୍କା ଦେଇ ପଳଉଥିଲେ, ବନ୍ଧାହେଲେ ଆସାମର ଅଭିନେତ୍ରୀ ନନ୍ଦିନୀ କଶ୍ୟପ, ଜାଣନ୍ତୁ ପୁରା‌ ଖବର

ନନ୍ଦିନୀ କଶ୍ୟପ ଏକ ମହିନ୍ଦ୍ରା ସ୍କର୍ପିଓ ଏସୟୁଭି ଗାଡିକୁ ଦ୍ରୁତ ବେଗରେ ଚଳାଉଥିବା ବେଳେ ରାସ୍ତାରେ ଯାଉଥିବା ସାମିଉଲଙ୍କୁ ଧକ୍କା ଦେଇଥିଲେ। ସାକ୍ଷୀମାନେ ଦାବି କରିଛନ୍ତି ଯେ ଅଭିନେତ୍ରୀ ଘଟଣା ପରେ ଗାଡ଼ି ନ ଅଟକାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସିସିଟିଭି ଫୁଟେଜରେ ଏହା ମଧ୍ୟ ଦେଖାଯାଇଛି ଯେ ସାମିଉଲ ଘରକୁ ଫେରୁଥିବା ବେଳେ ଏକ ଦ୍ରୁତଗାମୀ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ସାମିଉଲଙ୍କୁ ତୁରନ୍ତ ଗୌହାଟୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ … Read more

ପ୍ରଥମେ ସୌମ୍ୟାଶ୍ରୀ, ପରେ ବଳଙ୍ଗା ପୀଡିତା, ମୋହନଙ୍କୁ ବଞ୍ଚାଇଦେଲା ‘ରାଜନୀତି କରନି’ ଜାଣନ୍ତୁ ପୁରା‌ ଖବର

ଜୀବନ ସହିତ ସଂଘର୍ଷ କରି ଶେଷରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା। ଏଫେମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟବାସୀ ଭୁଲି ନଥିବା ବେଳେ, ଏବେ ପୁଣିଥରେ ସମସ୍ତଙ୍କୁ ବଳଙ୍ଗା ପୀଡ଼ିତାଙ୍କ ଘଟଣା ମର୍ମାହତ କରିଦେଇଛି। ସମସ୍ତଙ୍କର ବିଶ୍ୱାସ ଥିଲା ଦିଲ୍ଲୀ ଏମ୍ସରୁ ଭଲ ହେଇ ଘରକୁ ଫେରିବେ ପୀଡ଼ିତା। ତେବେ ଦେଖିବାକୁ ଗଲେ ଉଭୟ ପୀଡ଼ିତାଙ୍କ କାହାଣୀ ଅଲଗା ଜଣେ ନିଜକୁ ପେଟ୍ରୋଲ ଢାଳି ଜାଳି ଦେଇଥିବା ବେଳେ ଅନ୍ୟଜଣଙ୍କୁ କିରୋସିନ ଢାଳି … Read more

ସୁଭଦ୍ରା ହିତାଧିକାରୀଙ୍କୁ ପ୍ରଭାତୀଙ୍କ ନିର୍ଦେଶ: ଚିଠି ଲେଖି ଜଣାଅ କେଉଁଥିରେ ଖର୍ଚ୍ଚ କଲ ସୁଭଦ୍ରା ଟଙ୍କା ନହେଲେ…

ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୋମବାର ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ସୁଭଦ୍ରା ହିତାଧିକାରୀଙ୍କ ସହ ଯୋଡ଼ି ହୋଇଥିଲେ ଉପମୁଖ୍ୟମନ୍ତ୍ରୀ। ହିତାଧିକାରୀମାନେ ସୁଭଦ୍ରା ଯୋଜନାରେ ମିଳିଥିବା ସହାୟତା ରାଶିର ଉପଯୋଗ କିଭଳି କରିଛନ୍ତି ସେ ବିଷୟରେ ପଚାରି ବୁଝିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବିଭାଗକୁ ଚିଠି ଲେଖିବା ପାଇଁ ସୁଭଦ୍ରା ଭଉଣୀଙ୍କୁ ପରାମର୍ଶ ଦେଲେ ପ୍ରଭାତୀ । ବର୍ତ୍ତମାନ ଜାରି ରହିଥିବା ସମୀକ୍ଷାରୁ ମିଳୁଥିବା ତଥ୍ୟ … Read more

ଦୁଇ ସାଙ୍ଗ ମିଶି ସୌମ୍ୟଶ୍ରୀଙ୍କୁ ମାରିଦେଲେ, ଜଣେ ପେଟ୍ରୋଲ ଆଉ ଦିଆସିଲି ଦେଇଥିଲା, ଆଉ ଜଣେ ରେକର୍ଡିଂ କରୁଥିଲା, ଜାଣନ୍ତୁ କିଏ ଅପରାଧୀ

ବାଲେଶ୍ବର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା ନେବ କି ନୂଆ ମୋଡ଼। ସାମ୍ନାକୁ ଆସିଲା ଆଉ ଏକ ନୂଆ ସିସିଟିଭି ଫୁଟେଜ। ଯାହାକୁ ନେଇ ବଢ଼ିଲା ସସ୍ପେନ୍ସ। ଭିଡିଓ ଫୁଟେଜରେ ଦେଖିବାକୁ ମିଳିଥିବା ଛାତ୍ରୀ ଜଣକ ପୀଡ଼ିତା ବୋଲି ସନ୍ଦେହ କରଯାଉଛି। ସେ ଆତ୍ମାହୁତି କରିବା ପୂର୍ବରୁ ପେଟ୍ରୋଲ ପମ୍ପକୁ ଯାଇ ନିଜେ ତେଲ ଆଣିଥିବା ବିଭିନ୍ନ ମହଲରେ ଚର୍ଚ୍ଚା । ତେବେ ଭିଡିଓରେ ପୀଡ଼ିତା ଜଣ ଅଛନ୍ତି ନା ଆଉ କିଏ ତାହା ଏବେ … Read more

ରାଜନୀତିକୁ ଫେରିବେ ପାଣ୍ଡିଆନ୍, ବିଜେଡ଼ିରେ ରହି ବିଜେପିକୁ ଓଡିଶାରୁ କରିବେ କି ସଫା? ଜାଣନ୍ତୁ ପୁରା ଖବର

ବିଜେଡି ରାଜନୀତିରେ ପାଣ୍ଡିଆନଙ୍କ ନାଁ କିଏ ବା ଜାଣି ନାହିଁ । ଏବେ ପୁଣି କିଛି ଖବର ବିଜେଡି ନେତା ପାଣ୍ଡିଆନଙ୍କୁ ନେଇ ଆସିଛି । ଏବେ ଖବର ଆସୁଛି କି ବିଜେଡିକୁ ଫେରିବେ ବିଜେଡି ହର୍ତ୍ତା କର୍ତ୍ତା । ସେ ସନ୍ନ୍ୟାସୀ ତ୍ୟାଗି ଧରିବେ ମଙ୍ଗ । ତାଙ୍କୁ ସୋସିଆଲ ମିଡିଆରେ ନେତାମାନେ ଝୁରୁଛନ୍ତି । ଏବେ ପାଣ୍ଡିଆନ ଦଳକୁ ଏଣ୍ଟ୍ରି କରିବେ ବୋଲି ସୂଚନା ମିଳୁଛି ? ଏବେ ଖବର ଆସୁଛି କି ତାଙ୍କୁ … Read more

ଦିଲ୍ଲୀ ଏମ୍ସରେ ଲୁଚିଛି ମୃ-ତ୍ୟୁ ମିଷ୍ଟ୍ରି ସକାଳେ ସୁସ୍ଥ ହୋଇ ପୋଲିସକୁ ବୟାନ ଦେଲେ ସନ୍ଧ୍ୟାରେ କେମିତି ମଲେ?

ଶନିବାର ଦିନ ସକାଳେ ଦିଲ୍ଲୀ ଏମ୍ସରେ କଣ ଘଟିଥିଲା ? ପୋଲିସକୁ ବୟାନ ଦେଇ ଫୋନରେ କାହିଁକି କାନ୍ଦୁଥିଲେ ପୀଡ଼ିତା ? ଏହି ପିଡୀତା ଜଣକ ଧୀରେ ଧୀରେ ସୁସ୍ଥ ହୋଇ ଆସୁଥିଲେ ଆଉ ହଠାତ୍ ତାଙ୍କର କଣ ହୋଇଗଲା ? ବୟାନ ଦେବାର କିଛି ସେକେଣ୍ଡ ପରେ ଆଖି ବୁଜିଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀ ଏମ୍ସରେ ଲୁଚିଛି ମୃ-ତ୍ୟୁ ମିଷ୍ଟରି । ୧୪ ଦିନ ଧରି ଜୀବନ ମୃତ୍ୟୁ ସହ ସଙ୍ଘର୍ଷ । ମେଡ଼ିକାଲ … Read more

ଭଲ ଥାଇ ବି କଣ ପାଇଁ ହେଲା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ, ଯେଉଁ ଦିନ ପୋଡ଼ିଥିଲେ ସେଦିନ ଭଲ ଥିଲେ ହେଲେ…

ଶେଷରେ ଆଖିବୁଜିଲେ ପୁରୀ ଜିଲାର ବଳଙ୍ଗା ପୀଡ଼ିତା। ୧୫ ଦିନ ଧରି ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଛନ୍ତି। ଶନିବାର ସନ୍ଧ୍ୟା ୬ଟା ୨୨ ମିନିଟରେ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କର ମୃତ୍ୟୁ ଘଟିଛି। ୨୫ ତାରିଖରେ ଦିଲ୍ଲୀ ଏମ୍‌ସ ଯାଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲା ପୋଲିସ । ପୁଣିଥରେ ୨୮ ତାରିଖରେ ଦିଲ୍ଲୀ ଯାଇ ପୁରୀ ଡିଏସପି ଓ ବଳଙ୍ଗା ଥାନା ଅଧିକାରୀ ପୀଡ଼ିତାଙ୍କ ବୟାନ ତୃତୀୟଥର ପାଇଁ … Read more

ଚା’ ପିଇଲେ ହେବ ଗଣ୍ଠିବାତ ରୋଗ! ଚେତାବନୀ ଦେଲେ ଆୟୁର୍ବେଦ ବିଶେଷଜ୍ଞ, ଜାଣନ୍ତୁ ପୁରା‌ ଖବର

ଆପଣମାନଙ୍କ ଭିତରୁ ଅନେକ ଲୋକ ତ ଚା ପିଇବାକୁ ବହୁତ ପସନ୍ଦ କରୁଥିବେ । ଚା ପିଉଛନ୍ତି କି ତାହେଲେ ଜାଣି ରଖନ୍ତୁ ଏହି ବିଷୟରେ । ଯଦି ଆପଣମାନେ ଚା ପିଉଛନ୍ତି ତାହେଲେ ଏହି ଖବର ବିଷୟରେ ଜାଣି ରଖନ୍ତୁ । ଆୟୁର୍ବେଦ ବିଶେଷଜ୍ଞ ଏବେ ସୂଚନା ଦେଇଛନ୍ତି । ଆଗାମୀ ୧୦ ବର୍ଷ ଭିତରେ ଆଥ୍ରାଇଟର୍ଷ ବା ଗଣ୍ଠିବାତ ହେବା ସୁନିଶ୍ଚିତ । ଯଦି ଆପଣମାନେ ପ୍ରତିଦିନ ଚା ପିଅନ୍ତି ତାହେଲେ ଗଣ୍ଠିବାତ ହେବା … Read more