ଅଣ୍ଡା ଖାଉଥିଲେ ନିଶ୍ଚିତ ପଢନ୍ତୁ, ଅଣ୍ଡା ଭିତରୁ ଯାହା ବାହାରିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରତିଦିନ ଖାଇବା ସହ ଅଣ୍ଡା ଖାଇବାର ଅଭ୍ୟାସ ରହିଛି। ହେଲେ ଖବରକୁ ପଢି ସାରିବା ପରେ ଅଣ୍ଡା ଖାଇବା ପୂର୍ବରୁ ନିଶ୍ଚିତ ଥରେ ଭାବିବେ। କାରଣ ଖବର ହିଁ କିଛି ଏହିଭଳି ଅଛି କି ଅଣ୍ଡା ଖାଉଥିବା ଲୋକଙ୍କୁ ଝଟକା ଲାଗିପାରେ। ଜଣେ ବ୍ୟକ୍ତି ଅଣ୍ଡା ଖାଉଥିବା ବେଳେ ଅଣ୍ଡା ଭିତରୁ କିଛି ଏମିତି ଆଶ୍ଚର୍ଯ୍ୟ କରିଦେବା ବାଲା ଜିନିଷ ବାହାରିଲା ଯାହାକୁ ଦେଖି କାହାର ବି ହୋସ୍ ଉଡିଯିବ।
 
ଅଣ୍ଡା ଖାଉଥିଲେ ନିଶ୍ଚିତ ପଢନ୍ତୁ, ଅଣ୍ଡା ଭିତରୁ ଯାହା ବାହାରିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେ ପ୍ରତିଦିନ ଖାଇବା ସହ ଅଣ୍ଡା ଖାଇବାର ଅଭ୍ୟାସ ରହିଛି। ହେଲେ ଖବରକୁ ପଢି ସାରିବା ପରେ ଅଣ୍ଡା ଖାଇବା ପୂର୍ବରୁ ନିଶ୍ଚିତ ଥରେ ଭାବିବେ। କାରଣ ଖବର ହିଁ କିଛି ଏହିଭଳି ଅଛି କି ଅଣ୍ଡା ଖାଉଥିବା ଲୋକଙ୍କୁ ଝଟକା ଲାଗିପାରେ। ଜଣେ ବ୍ୟକ୍ତି ଅଣ୍ଡା ଖାଉଥିବା ବେଳେ ଅଣ୍ଡା ଭିତରୁ କିଛି ଏମିତି ଆଶ୍ଚର୍ଯ୍ୟ କରିଦେବା ବାଲା ଜିନିଷ ବାହାରିଲା ଯାହାକୁ ଦେଖି କାହାର ବି ହୋସ୍ ଉଡିଯିବ। ଏହି ଘଟଣାଟି ହେଉଛି ହିମାଚଳ ପ୍ରଦେଶର ଓନାରୁ ସାମ୍ନାକୁ ଆସିଛି।

ଅଣ୍ଡା ଖାଉଥିଲେ ନିଶ୍ଚିତ ପଢନ୍ତୁ, ଅଣ୍ଡା ଭିତରୁ ଯାହା ବାହାରିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ସୂଚନା ମୁତାବକ ଏକ କୁକୁଡାର ଅଣ୍ଡାରୁ ଏକ ବିଷାକ୍ତ ପୋକ ବାହାରିଥିଲା। ଖାଉଥିବା ବ୍ୟକ୍ତି ଜଣକ ଏହାକୁ ସିଝେଇକି ଦେଇଥିଲେ ଆଉ ଯେତେବେଳେ ଖାଇବା ପାଇଁ ଅଣ୍ଡାକୁ କାଟିଥିଲେ ତେବେ ତାଙ୍କ ନଜର ଅଣ୍ଡା ଭିତରେ ଏକ କଳା ରଙ୍ଗର ଦାଗ ଉପରେ ପଡିଥିଲା। ଭିତରୁ କାଢିବା ପରେ ତାହା ଏକ ସାପର ଛୁଆ ପରି ଦିଶୁଥିଲା।

ଅଣ୍ଡା ଖାଉଥିଲେ ନିଶ୍ଚିତ ପଢନ୍ତୁ, ଅଣ୍ଡା ଭିତରୁ ଯାହା ବାହାରିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଏହା ପରେ ବ୍ୟକ୍ତି ଜଣକ ଅଣ୍ଡା କିଣିଥିବା ଦୋକାନୀ ଉପରେ ଥାନାରେ ଅଭିଯୋଗ କରିଥିଲେ। ଯାହା ଫଳରେ ଦୋକାନକୁ ପୋଲିସ୍ ସିଲ୍ କରିଦେଇଥିଲା କାରଣ ଅଣ୍ଡା ସହ ବାକି ଅଣ୍ଡା ବି ଏକାସହ ଗୋଟେ ଜାଗାରେ ସିଝା ଯାଇଥିଲା ଯାହାକୁ ପରିବାର ର ବାକି ଲୋକ ଖାଇଥିଲେ। ସୂଚନା ମୁତାବକ ବ୍ୟକ୍ତି ଜଣକ ଯେଉଁଠାରୁ ଅଣ୍ଡା କିଣିଥିଲେ ତାପରେ ତାକୁ ସିଝେଇ ଥିଲେ ଯାହା ଭିତକୁ କିଛି ଅଣ୍ଡା କଳା ପଡି ଯାଇଥିଲା।

ଅଣ୍ଡା ଖାଉଥିଲେ ନିଶ୍ଚିତ ପଢନ୍ତୁ, ଅଣ୍ଡା ଭିତରୁ ଯାହା ବାହାରିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ବ୍ୟକ୍ତି ଜଣକ ଅଣ୍ଡାକୁ କାଟିକି ଖାଇବା ବେଳେ କଳା ରଙ୍ଗର ପୋକକୁ ଦେଖି ଘରର ବାକି ସଦସ୍ୟଙ୍କୁ ବାତାଇଥିଲେ ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାହିଁକି ନା ପୋକଟି ସାପର ଛୁଆର ଆକାରର ଦିଶୁଥିଲା। ଏହି ଘଟଣା ପରେ ଲୋକଙ୍କୁ ଅଣ୍ଡାକୁ ଭଲ ଭାବେ ଦେଖିକରି ଖାଇବାକୁ ନିର୍ଦ୍ଦେଶ ଦିଆଯାଇଛି।