କାର ଓ ବାଇକ ଭଳି ଟ୍ରେନ ରେ କେତେ ସିସିର ଇଞ୍ଜିନ ଥାଏ! ଉତ୍ତର ଜାଣି ନାହାନ୍ତି ଯଦି ଥରେ ନିଶ୍ଚିତ ପଢନ୍ତୁ

ଆଜି କାଲି କାର ଓ ବାଇକ ଅଧିକାଂଶ ଲୋକେ ବ୍ୟବହାର କରନ୍ତି । ସମସ୍ତେ ଜାଣନ୍ତି କାର ଏବଂ ବାଇକ ରେ ୮୦ ରୁ ୫୦୦ ସିସି ପର୍ଯ୍ୟନ୍ତ ଇଞ୍ଜିନ ଥାଏ । ରୋୟାଲ ଏଂଫିଲଡ଼ ବାଇକ ରେ ୫୦୦ ରୁ ଅଧିକ ସିସି ର ମଧ୍ୟ ଇଞ୍ଜିନ ବ୍ୟବହାର ହଉଛି । ଆପଣମାନେ କାର ଓ ବାଇକ ଭଳି ଟ୍ରେନ ରେ ମଧ୍ୟ ଯାତ୍ରା କରିଥିବେ, ତାହାଲେ କେବେ ଭାବିଛନ୍ତି ଟ୍ରେନ ରେ କେତେ ସିସି
 
କାର ଓ ବାଇକ ଭଳି ଟ୍ରେନ ରେ କେତେ ସିସିର ଇଞ୍ଜିନ ଥାଏ! ଉତ୍ତର ଜାଣି ନାହାନ୍ତି ଯଦି ଥରେ ନିଶ୍ଚିତ ପଢନ୍ତୁ

ଆଜି କାଲି କାର ଓ ବାଇକ ଅଧିକାଂଶ ଲୋକେ ବ୍ୟବହାର କରନ୍ତି । ସମସ୍ତେ ଜାଣନ୍ତି କାର ଏବଂ ବାଇକ ରେ ୮୦ ରୁ ୫୦୦ ସିସି ପର୍ଯ୍ୟନ୍ତ ଇଞ୍ଜିନ ଥାଏ । ରୋୟାଲ ଏଂଫିଲଡ଼ ବାଇକ ରେ ୫୦୦ ରୁ ଅଧିକ ସିସି ର ମଧ୍ୟ ଇଞ୍ଜିନ ବ୍ୟବହାର ହଉଛି ।

କାର ଓ ବାଇକ ଭଳି ଟ୍ରେନ ରେ କେତେ ସିସିର ଇଞ୍ଜିନ ଥାଏ! ଉତ୍ତର ଜାଣି ନାହାନ୍ତି ଯଦି ଥରେ ନିଶ୍ଚିତ ପଢନ୍ତୁ

ଆପଣମାନେ କାର ଓ ବାଇକ ଭଳି ଟ୍ରେନ ରେ ମଧ୍ୟ ଯାତ୍ରା କରିଥିବେ, ତାହାଲେ କେବେ ଭାବିଛନ୍ତି ଟ୍ରେନ ରେ କେତେ ସିସି ର ଇଞ୍ଜିନ ବ୍ୟବହାର ହୁଏ? ଆସନ୍ତୁ ଜାଣିବା ଏହି ବିଷୟରେ…

କାର ଓ ବାଇକ ଭଳି ଟ୍ରେନ ରେ କେତେ ସିସିର ଇଞ୍ଜିନ ଥାଏ! ଉତ୍ତର ଜାଣି ନାହାନ୍ତି ଯଦି ଥରେ ନିଶ୍ଚିତ ପଢନ୍ତୁ

ଛୋଟ ଇଞ୍ଜିନ ବ୍ୟବହାର ହେଇଥିବାରୁ କାର ଓ ବାଇକ ର ଇଞ୍ଜିନ କ୍ଷମତା ସିସି ରେ ମପାଯାଏ । ମାତ୍ର ବଡ ବଡ ଯାନ ରେ ବହୁତ ବଡ଼ ଇଞ୍ଜିନ ବ୍ୟବହାର ହୁଏ ସେଥିପାଇଁ ସେମାନଙ୍କ ଇଞ୍ଜିନ କ୍ଷମତାକୁ ଲିଟର ରେ ମପାଯାଏ ।

କାର ଓ ବାଇକ ଭଳି ଟ୍ରେନ ରେ କେତେ ସିସିର ଇଞ୍ଜିନ ଥାଏ! ଉତ୍ତର ଜାଣି ନାହାନ୍ତି ଯଦି ଥରେ ନିଶ୍ଚିତ ପଢନ୍ତୁ

କହିବାକୁ ଗଲେ ଏକ ଲିଟର ଏକ ହଜାର ସିସି ସହ ସମାନ । ଟ୍ରେନ ରେ ୧୬ଟି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ବ୍ୟବହାର କରାଯାଏ । ହିସାବ କଲେ ଏକ ଲକ୍ଷ ୬୦ ହଜାର ସିସି ହୋଇଥାଏ ।