ଭାରତକୁ ମିଳିଲା ଧୋନୀଙ୍କ ବିକଳ୍ପ! ଋଷଭ କି ରାହୁଲ ନୁହେଁ ଏହି ଖେଳାଳି ନେବେ ଧୋନୀଙ୍କ ସ୍ଥାନ

ବିଶ୍ୱକପ୍ ସେମିଫାଇନାଲ ହାରିବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଦୁନିଆରୁ ଦୂରେଇ ଯାଇଛନ୍ତି। ତାଙ୍କ ଅବସରକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଛି। ତେବେ ଧୋନୀଙ୍କ ବିଷୟରେ ଏକ ବୟାନ ରଖିଛନ୍ତି ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର। ସେ ଭାରତୀୟ ଦଳରେ ଧୋନୀଙ୍କ ବିକଳ୍ପକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଧୋନୀଙ୍କ ବିକଳ୍ପ ଭାବେ ଜଣେ ଖେଳାଳୀଙ୍କ ନାଁ ଘୋଷଣା କରିଛନ୍ତି ସୋଏବ। ସବୁଠାରୁ ବଡ କଥା ହେଉଛି, ସୋଏବ, ନା ଋଷଭ ପନ୍ଥଙ୍କ
 
ଭାରତକୁ ମିଳିଲା ଧୋନୀଙ୍କ ବିକଳ୍ପ! ଋଷଭ କି ରାହୁଲ ନୁହେଁ ଏହି ଖେଳାଳି ନେବେ ଧୋନୀଙ୍କ ସ୍ଥାନ

ବିଶ୍ୱକପ୍ ସେମିଫାଇନାଲ ହାରିବା ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ଦୁନିଆରୁ ଦୂରେଇ ଯାଇଛନ୍ତି। ତାଙ୍କ ଅବସରକୁ ନେଇ ସବୁବେଳେ ଚର୍ଚ୍ଚା ଚାଲିଛି। ତେବେ ଧୋନୀଙ୍କ ବିଷୟରେ ଏକ ବୟାନ ରଖିଛନ୍ତି ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର। ସେ ଭାରତୀୟ ଦଳରେ ଧୋନୀଙ୍କ ବିକଳ୍ପକୁ ନିଜ ୟୁଟ୍ୟୁବ ଚ୍ୟାନେଲରେ ଧୋନୀଙ୍କ ବିକଳ୍ପ ଭାବେ ଜଣେ ଖେଳାଳୀଙ୍କ ନାଁ ଘୋଷଣା କରିଛନ୍ତି ସୋଏବ।

ଭାରତକୁ ମିଳିଲା ଧୋନୀଙ୍କ ବିକଳ୍ପ! ଋଷଭ କି ରାହୁଲ ନୁହେଁ ଏହି ଖେଳାଳି ନେବେ ଧୋନୀଙ୍କ ସ୍ଥାନ

ସବୁଠାରୁ ବଡ କଥା ହେଉଛି, ସୋଏବ, ନା ଋଷଭ ପନ୍ଥଙ୍କ ନାଁ ନେଇଛନ୍ତି, ନା ସଞ୍ଜୁ ସାମସନ୍ ନା କେଏଲ୍ ରାହୁଲ। ମନିଷ ପାଣ୍ଡେଙ୍କୁ କ୍ୟାପଟେନ୍ କୁଲ ମାହିଙ୍କ ବିକଳ୍ପ ବୋଲି କହିଛନ୍ତି ସୋଏବ ଅଖତାର। ସୋଏବ କହିଛନ୍ତି, ମନିଷଙ୍କ ରୂପରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ଅପ୍ ପୂରା ହୋଇଯାଇଛି। ତେବେ ୨୦୧୯ ବିଶ୍ୱକପରେ ଟିମ୍ ଇଣ୍ଡିଆର ପରାଜୟ ପରେ ନିଜକୁ କ୍ରିକେଟ୍ ଠାରୁ ଦୂରେଇ ରଖିଛନ୍ତି ଧୋନୀ।

ଭାରତକୁ ମିଳିଲା ଧୋନୀଙ୍କ ବିକଳ୍ପ! ଋଷଭ କି ରାହୁଲ ନୁହେଁ ଏହି ଖେଳାଳି ନେବେ ଧୋନୀଙ୍କ ସ୍ଥାନ

ଏପରିକି ବିଭିନ୍ନ ସମୟରେ ଧୋନୀଙ୍କ ଅବସରକୁ ନେଇ ମଧ୍ୟ ଚର୍ଚ୍ଚା କରାଯାଉଛି। ଆଉ ଏପରି ସ୍ଥିତିରେ ସମସ୍ତେ ଋଷଭ ପନ୍ଥଙ୍କୁ ଧୋନୀଙ୍କ ବିକଳ୍ପ ବୋଲି କହୁଥିବା ବେଳେ ମନିଷ ପାଣ୍ଡେଙ୍କୁ ଧୋନୀଙ୍କ ବିକଳ୍ପର ଆଖ୍ୟା ଦେଇଛନ୍ତି ସୋଏବ ଅଖତାର। ତେବେ ଚର୍ଚ୍ଚା ଆଲୋଚନା ଭିତରେ ଆଗକୁ ଟିମ୍ ଇଣ୍ଡିଆରେ ଧୋନୀଙ୍କ ସ୍ଥାନରେ କେଉଁ ଖେଳାଳୀ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ, ଏବେ ତାକୁ ହିଁ ଅପେକ୍ଷା।