ନୂଆ ଟେକନିକ୍: ଏବେ ପିଲା ଜନ୍ମ କରିବା ପାଇଁ ଦରକାର ନାହିଁ ମା, ଜାଣନ୍ତୁ କେମିତି

ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବାରେ ଲାଗିଛି, ଅସମ୍ଭବକୁ ସମ୍ଭବ କରି ଦେଖାଇଛି ବିଜ୍ଞାନ। ତେବେ ବୈଜ୍ଞାନିକ ମାନେ ଏବେ ଏକ ନୂଆ ଉଦ୍ଭାବନ କରିଛନ୍ତି ଯାହା ହେଉଛି ବିନା ମା ରେ ସନ୍ତାନ ଜନ୍ମ, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବୈଜ୍ଞାନିକମାନେ ଏପରି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ବୈଜ୍ଞାନିକଙ୍କ ଭାଷାରେ ଏହାକୁ in-vitro gametogenesis (IVG) କୁହାଯାଇଥାଏ। ଏହି ପ୍ରକ୍ରିୟା ଡିଜାଇନର ସନ୍ତାନ ବନାଇବାରେ ମଧ୍ୟ ସାହାଯ୍ୟକାରୀ ହୋଇପାରେ। ମା ବିନା ପିଲା
 
ନୂଆ ଟେକନିକ୍: ଏବେ ପିଲା ଜନ୍ମ କରିବା ପାଇଁ ଦରକାର ନାହିଁ ମା, ଜାଣନ୍ତୁ କେମିତି

ଦିନକୁ ଦିନ ବିଜ୍ଞାନ ଅଗ୍ରଗତି କରିବାରେ ଲାଗିଛି, ଅସମ୍ଭବକୁ ସମ୍ଭବ କରି ଦେଖାଇଛି ବିଜ୍ଞାନ। ତେବେ ବୈଜ୍ଞାନିକ ମାନେ ଏବେ ଏକ ନୂଆ ଉଦ୍ଭାବନ କରିଛନ୍ତି ଯାହା ହେଉଛି ବିନା ମା ରେ ସନ୍ତାନ ଜନ୍ମ, ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବୈଜ୍ଞାନିକମାନେ ଏପରି ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ବୈଜ୍ଞାନିକଙ୍କ ଭାଷାରେ ଏହାକୁ in-vitro gametogenesis (IVG) କୁହାଯାଇଥାଏ। ଏହି ପ୍ରକ୍ରିୟା ଡିଜାଇନର ସନ୍ତାନ ବନାଇବାରେ ମଧ୍ୟ ସାହାଯ୍ୟକାରୀ ହୋଇପାରେ। ମା ବିନା ପିଲା ଜନ୍ମ ହେବାର ଆଶା ବୈଜ୍ଞାନିକମାନେ ସେବେଠୁ କରିଛନ୍ତି ଯେବେଠାରୁ ସେମାନେ ସ୍କିନରୁ ସ୍ପର୍ମ ଓ ଅଣ୍ଡା ବନାଇବା ପ୍ରୋସେସକୁ ଡେଭଲପ କରାଇଛନ୍ତି।

ନୂଆ ଟେକନିକ୍: ଏବେ ପିଲା ଜନ୍ମ କରିବା ପାଇଁ ଦରକାର ନାହିଁ ମା, ଜାଣନ୍ତୁ କେମିତି

ଏହି ଉପାୟ ପ୍ରଥମେ ମୂଷା ଠାରେ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ଅଣ୍ଡାକୁ ଫର୍ଟିଲାଇଜେସନ ନ କରି ଭ୍ରୃଣରେ ବିକଶିତ କରାଯାଇଥିଲା, ୨୦୧୬ ରେ ଏହି ଟେକନିକ୍ କୁ ବିକଶିତ ହୋଇଥିଲା। ଏହାକୁ ସ୍ପର୍ମ ଈଂଜେକ୍ଟ ସମୟରେ କରାଯାଇଥିଲା। ଏହା ଦ୍ୱାରା ବିନା ମା ମୂଷା ଛୁଆ ଜନ୍ମ ନେଇଥିଲା। ଏହା ପରେ ବୈଜ୍ଞାନିକମାନେ ଏବେ ବିନା ମା ରେ ପିଲା ମଧ୍ୟ ବିନା ଜନ୍ମ ହୋଇପାରିବ ବୋଲି ଆଶା ପ୍ରକାଶ କରିଛନ୍ତି।

ନୂଆ ଟେକନିକ୍: ଏବେ ପିଲା ଜନ୍ମ କରିବା ପାଇଁ ଦରକାର ନାହିଁ ମା, ଜାଣନ୍ତୁ କେମିତି

ତେବେ ମା ବିନା ପିଲାଜନ୍ମର ଏହି ଟେକନିକ ବାପା-ମାଙ୍କ ଭୃଣରୁ ଏକ ଭ୍ରୁଣ ଚୟନ କରିବା ଏବଂ ଡିଜାଇନର ବେବି ବନାଇବାରେ ମଧ୍ୟ ସକ୍ଷମ ରହିବ। ଏହାବ୍ୟତୀତ ଜଣେ ବୈଜ୍ଞାନିକଙ୍କ କହିବା ଅନୁଯାୟୀ IVG ଟେକନିକ IVF ଟେକନିକରେ ମଧ୍ୟ କ୍ରାନ୍ତି ଆଣିପାରେ। ହୋଇପାରେ ଆଗାମୀ ସମୟରେ IVG ଟେକନିକରେ ଭ୍ରୁଣ ବନଯାଇପାରିବ କିନ୍ତୁ ବର୍ତ୍ତମାନ ଏପରି କଳ୍ପନା କରାଯାଇନାହିଁ। ବୈଜ୍ଞାନିକମାନେ ଏହା ମଧ୍ୟ କହିଛନ୍ତି ଯେ IVG ଟେକନିକକୁ ପ୍ରକୃତରେ ଅଆଣିବା ଏହାର ଖର୍ଚ୍ଚ ଉପରେ ନିର୍ଭର କରୁଛି। ଯଦି ଏହି ଟେକନିକ ଦ୍ୱାରା ରିପ୍ରଡକ୍ଟିଭ ଅଙ୍ଗରୁ ବିନା ସ୍ପର୍ମ ଏବଂ ଏଗ ପ୍ରଡ୍ୟୁସ ହୋଇପାରିବ ତାହେଲେ ଏହା ସେହି ଲୋକମାନଙ୍କ ପାଇଁ ଆଶୀର୍ବାଦ ସ୍ୱରୂପ ହେବ ଯେଉଁମାନଙ୍କର ପ୍ରଜନନକୁ ନେଇ ସମସ୍ୟା ରହିଛି।