ମାଟି ଖୋଳୁ ଖୋଳୁ ଶାବଳ ବାଜିଥିଲା ପଥରରେ, ବୋହିଥିଲା ରକ୍ତ ଧାର, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ

ଫେବୃଆରୀ ୨୧ ରେ ମହାଶିବରାତ୍ରି, ଏହି ଦିନ ସମସ୍ୟାର ସମାଧାନ ପାଇଁ ଏବଂ ନିଜ ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ପାଖରେ ମାନସିକ କରନ୍ତି ଭକ୍ତଗଣ । ଶ୍ରାବଣ ମାସ ରେ ସବୁ ଭକ୍ତ ମହାଦେବ ଙ୍କ ଶିବଲିଙ୍ଗ ରେ ଜଳ ଢାଳି ତାଙ୍କ ଆଗରେ ଦୀପ ଜାଳନ୍ତି । ଆମ ଓଡିଶା ରେ ଅନେକ ଶିବ ମନ୍ଦିର ଅଛି ଏବଂ ଏହି ସବୁ ମନ୍ଦିର ପଛରେ ଲୁଚି ରହିଛି କିଛି ରହସ୍ୟ । କେନ୍ଦୁଝର ଆନନ୍ଦପୁରରେ
 
ମାଟି ଖୋଳୁ ଖୋଳୁ ଶାବଳ ବାଜିଥିଲା ପଥରରେ, ବୋହିଥିଲା ରକ୍ତ ଧାର, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ

ଫେବୃଆରୀ ୨୧ ରେ ମହାଶିବରାତ୍ରି, ଏହି ଦିନ ସମସ୍ୟାର ସମାଧାନ ପାଇଁ ଏବଂ ନିଜ ମନସ୍କାମନା ପୂରଣ ପାଇଁ ମହାଦେବଙ୍କ ପାଖରେ ମାନସିକ କରନ୍ତି ଭକ୍ତଗଣ । ଶ୍ରାବଣ ମାସ ରେ ସବୁ ଭକ୍ତ ମହାଦେବ ଙ୍କ ଶିବଲିଙ୍ଗ ରେ ଜଳ ଢାଳି ତାଙ୍କ ଆଗରେ ଦୀପ ଜାଳନ୍ତି ।

ମାଟି ଖୋଳୁ ଖୋଳୁ ଶାବଳ ବାଜିଥିଲା ପଥରରେ, ବୋହିଥିଲା ରକ୍ତ ଧାର, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ

ଆମ ଓଡିଶା ରେ ଅନେକ ଶିବ ମନ୍ଦିର ଅଛି ଏବଂ ଏହି ସବୁ ମନ୍ଦିର ପଛରେ ଲୁଚି ରହିଛି କିଛି ରହସ୍ୟ । କେନ୍ଦୁଝର ଆନନ୍ଦପୁରରେ ମଧ୍ୟ ପ୍ରଭୁ ଉତ୍ତରେଶ୍ୱରଙ୍କ ମନ୍ଦିର ରହିଛି ଯାହା ପଛରେ ଏକ ରହସ୍ୟମୟ କାହାଣୀ ଅଛି ।

ମାଟି ଖୋଳୁ ଖୋଳୁ ଶାବଳ ବାଜିଥିଲା ପଥରରେ, ବୋହିଥିଲା ରକ୍ତ ଧାର, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ

ଶ୍ରୀ ଶ୍ରୀ ଉତ୍ତରେଶ୍ୱର ମହାଦେବଙ୍କ ମନ୍ଦିର ଆନନ୍ଦପୁର ପୌରାଞ୍ଚଳର ୭ ନଂ ୱାର୍ଡରେ ରହିଛି । ପୂର୍ବେ ଏହି ଅଂଚଳ ଏକ ଘଂଚ ଜଙ୍ଗଲ ରେ ପରିପୂର୍ଣ ଥିଲା । ଆଣେ କା ଲୋକେ ଏହି ଜଙ୍ଗଲରେ ଫଳ ଓ ଅନ୍ୟାନ୍ୟ ଦ୍ରବ୍ୟ ପାଇବାର ଆସ ରେ ଆସୁଥିଲେ ।

ମାଟି ଖୋଳୁ ଖୋଳୁ ଶାବଳ ବାଜିଥିଲା ପଥରରେ, ବୋହିଥିଲା ରକ୍ତ ଧାର, ଘଟଣା ବିଷୟରେ ଜାଣିଲେ ତାଯୁବ ହେବେ

ଦିନେ ଜଣେ ଲୋକ ଏଠାକାର ମାଟିରେ ଆଳୁ ଖୋଲୁଥଲେ, ଖୋଲିବା ସମୟରେ ତାଙ୍କର ସବଳ ଏକ ପଥର ରେ ବାଜିଥିଲା । ସେ ଦେଖିଲା ପଥରରୁ ରକ୍ତ ବହିବାରେ ଲାଗିଛି । ତାପରେ ସେ ଗାଁ କୁ ଯାଇ ସମସ୍ତ ଗାଁ ଲୋକଙ୍କୁ ଡାକିଥିଲେ । ମାଟି ଖୋଲିଲା ପରେ ସେଥିରୁ ମହାଦେବ ବାହାରିଥିଲେ । ସେଠାକାର ରାଜା ଏହି ଖବର ପାଇ ମନ୍ଦିର ନିର୍ମାଣ କରିଥିଲେ ।