ସୁରେଶ ରାଇନାଙ୍କ ବଡ ବୟାନ: କହିଲେ ଏହି ଅଭିନେତ୍ରୀଙ୍କ ସହ ଡେଟିଂ ଯିବାକୁ ଚାହୁଁଥିଲି ହେଲେ…

ସୁରେଶ ରାଇନା ଭାରତ କ୍ରିକେଟର ଜଣେ ଜଣାଶୁଣା ଖେଳାଳି। ସେ ନିଜ ବ୍ୟାଟିଂ ବଳରେ ଭାରତକୁ ଅନେକ ମ୍ୟାଚ ଜିତାଇଛନ୍ତି। ହେଲେ ଏବେ ଖରାପ ଫର୍ମ ପାଇଁ ତାଙ୍କୁ ଭାରତୀୟ ଦଳରେ ଆଉ ସୁଯୋଗ ମିଳୁ ନାହିଁ। ତେବେ ତାଙ୍କ ବ୍ୟାଟିଂ ସିଧା ଆଇପିଏଲରେ ହିଁ ଦେଖିବାକୁ ମିଳିବ। ଏବେ ସେ ସବୁ ସମୟ ନିଜ ପରିବାରକୁ ଦେଉଛନ୍ତି। ସୁରେଶ ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କରିଛନ୍ତି। ଯଦିଓ ସେ ବ୍ୟାଙ୍କର୍ ପ୍ରିୟଙ୍କ ଚୌଧୁରୀଙ୍କୁ ବିବାହ କରିଛନ୍ତି କିନ୍ତୁ
 
ସୁରେଶ ରାଇନାଙ୍କ ବଡ ବୟାନ: କହିଲେ ଏହି ଅଭିନେତ୍ରୀଙ୍କ ସହ ଡେଟିଂ ଯିବାକୁ ଚାହୁଁଥିଲି ହେଲେ…

ସୁରେଶ ରାଇନା ଭାରତ କ୍ରିକେଟର ଜଣେ ଜଣାଶୁଣା ଖେଳାଳି। ସେ ନିଜ ବ୍ୟାଟିଂ ବଳରେ ଭାରତକୁ ଅନେକ ମ୍ୟାଚ ଜିତାଇଛନ୍ତି। ହେଲେ ଏବେ ଖରାପ ଫର୍ମ ପାଇଁ ତାଙ୍କୁ ଭାରତୀୟ ଦଳରେ ଆଉ ସୁଯୋଗ ମିଳୁ ନାହିଁ। ତେବେ ତାଙ୍କ ବ୍ୟାଟିଂ ସିଧା ଆଇପିଏଲରେ ହିଁ ଦେଖିବାକୁ ମିଳିବ। ଏବେ ସେ ସବୁ ସମୟ ନିଜ ପରିବାରକୁ ଦେଉଛନ୍ତି। ସୁରେଶ ପ୍ରିୟଙ୍କା ଚୌଧୁରୀଙ୍କୁ ବିବାହ କରିଛନ୍ତି।

ସୁରେଶ ରାଇନାଙ୍କ ବଡ ବୟାନ: କହିଲେ ଏହି ଅଭିନେତ୍ରୀଙ୍କ ସହ ଡେଟିଂ ଯିବାକୁ ଚାହୁଁଥିଲି ହେଲେ…

ଯଦିଓ ସେ ବ୍ୟାଙ୍କର୍‌ ପ୍ରିୟଙ୍କ ଚୌଧୁରୀଙ୍କୁ ବିବାହ କରିଛନ୍ତି କିନ୍ତୁ ବଲିଉଡ୍‌ର ଜଣେ ଅଭିନେତ୍ରୀ ଦୀର୍ଘ ଦିନ ଧରି ତାଙ୍କ ହୃଦୟରେ ରାଜ୍‌ କରିଥିଲେ। ନିକଟରେ ଏକ ଶୋ’ରେ ଭାଗ ନେଇ ନିଜ ବ୍ୟକ୍ତିଗତ ଜୀବନୀକୁ ନେଇ କିଛି ଖୁଲାସା କରିଛନ୍ତି। କଲେଜରେ ପଢୁତତ୍ବାବେଳେ ସେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ସହ ଡେଟିଂରେ ଯିବାକୁ ସ୍ବପ୍ନ ଦେଖୁଥିଲେ ବୋଲି ରାଇନା କହିଛନ୍ତି। ସୋନାଲି କ୍ୟାନସରରେ ପୀଡିତ ହୋଇ ଚିକିତ୍ସିତ ହେଉଥିବାବେଳେ ତାଙ୍କୁ ଏକ ଖାସ୍‌ ମେସେଜ୍‌ ପଠାଇଥିଲେ ସେ।

ସୁରେଶ ରାଇନାଙ୍କ ବଡ ବୟାନ: କହିଲେ ଏହି ଅଭିନେତ୍ରୀଙ୍କ ସହ ଡେଟିଂ ଯିବାକୁ ଚାହୁଁଥିଲି ହେଲେ…

ଏହି ଶୋ’ରେ ଝିଅ ଗ୍ରାସିଆକୁ ନେଇ ରାଇନା କହିଛନ୍ତି, ଝିଅ ମୋର ବଡ ସାହସ। ସେ ଆସିବା ପରେ ମୋ ଜୀବନରେ ଅନେକ କିଛି ପରିବର୍ତ୍ତନ ଆସିଛି। ସୂଚନାଯୋଗ୍ୟ, ଗତବର୍ଷ ଆଇପିଏଲ ପରଠାରୁ ଆହତ କାରଣରୁ ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି ରାଇନା। ଚଳିତବର୍ଷ ଆଇପିଏଲରେ ସେ ଭଲ ପ୍ରଦର୍ଶନ କରି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି।