ନିଜ ବ୍ୟାଟରେ କମ୍ପାନୀଙ୍କ ଷ୍ଟିକର୍ ଲଗେଇବା ପାଇଁ ଏତେ ଟଙ୍କା ନେଇଥାନ୍ତି ଭାରତୀୟ ଖେଳାଳିମାନେ ଜାଣିଲେ ଉଡିଯିବ ହୋସ୍

କ୍ରିକେଟ ଖେଳ ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ। ଭାରତରେ ସବୁଠାରୁ ଅଧିକ ଦେଖାଯାଉଥିବା ଖେଳ ହେଉଛି କ୍ରିକେଟ। କ୍ରିକେଟ ଖେଳାଳି ମାନେ ପଡିଆରେ ବ୍ୟବହାର କରୁଥିବା ପ୍ରତ୍ୟେକଟି ଜିନିଷରେ କୌଣସି ନା କୌଣସି କମ୍ପାନୀର ଲୋଗୋ ଲାଗିଥାଏ, ଖେଳାଳିଙ୍କୁ ଟଙ୍କା ବ୍ରାଣ୍ଡକୁ ପ୍ରୋମୋଟ କରିବା ପାଇଁ କମ୍ପାନୀ ମାନେ ଏହା କରିଥାନ୍ତି ଯେଉଁଥିରେ ଖେଳାଳିଙ୍କୁ ଲାଭ ସହ ବ୍ରାଣ୍ଡର ଭଲ ପ୍ରୋମୋସନ ହୋଇଥାଏ। ହେଲେ ଏଥିପାଇଁ କେତେ ଟଙ୍କା ନିଅନ୍ତି ଭାରତର ପପୁଲାର୍ ଖେଳାଳିମାନେ ଆସନ୍ତୁ ଜାଣିବା-
 
ସୁରେଶ ରାଇନା: ସୁରେଶ ରାଇନା ଖରାପ ଫର୍ମ ପାଇଁ ଏବେ ଭାରତୀୟ ଦଳରୁ ଦୂରେଇ ଯାଇଛନ୍ତି। ହେଲେ ସେ ଯେବେ ଦଳରେ ଥିଲେ ନିଜ ବ୍ୟାଟରେ ଷ୍ଟିକର ଲଗାଇବା ପାଇଁ ୧ ବର୍ଷ ପାଇଁ ୩ କୋଟି ଟଙ୍କା ନେଇଥାନ୍ତି ସୁରେଶ ରାଇନା ଟାୟାର୍ କମ୍ପାନୀ ସିଏଟର ଲୋଗୋ ନିଜ ବ୍ୟାଟରେ ଲଗାଇଥାନ୍ତି।

ନିଜ ବ୍ୟାଟରେ କମ୍ପାନୀଙ୍କ ଷ୍ଟିକର୍ ଲଗେଇବା ପାଇଁ ଏତେ ଟଙ୍କା ନେଇଥାନ୍ତି ଭାରତୀୟ ଖେଳାଳିମାନେ ଜାଣିଲେ ଉଡିଯିବ ହୋସ୍

ଶିଖର ଧାୱନ: ଭାରତୀୟ ଦଳର ଓପନର୍ ବ୍ୟାଟ୍ସମ୍ୟାନ ଶିଖର ଧାୱନ ଦଳର ଜଣେ ସିନିଅର ଖେଳାଳି ଅଟନ୍ତି। ସେ ନିଜ ବ୍ୟାଟରେ ଟାୟାର କମ୍ପାନୀ ଏମାର ଏଫ୍ ର ଲୋଗୋ ଲଗାନ୍ତି ହେଲେ ଏବେ କିଛି ମାସ ପୂର୍ବରୁ ସେ କମ୍ପାନୀ ବଦଳାଇ କୋକାବୁରା ସହ ଟାଇଅଫ୍ କରିଛନ୍ତି ଯାହା ପାଇଁ ସେ ୩.୫ କୋଟି ଟଙ୍କା ବର୍ଷକୁ ନେଇଥାନ୍ତି।

ନିଜ ବ୍ୟାଟରେ କମ୍ପାନୀଙ୍କ ଷ୍ଟିକର୍ ଲଗେଇବା ପାଇଁ ଏତେ ଟଙ୍କା ନେଇଥାନ୍ତି ଭାରତୀୟ ଖେଳାଳିମାନେ ଜାଣିଲେ ଉଡିଯିବ ହୋସ୍

ରୋହିତ୍ ଶର୍ମା: ଭାରତର ହିଟମ୍ୟାନ ରୋହିତ ଶର୍ମାଙ୍କ ବ୍ୟାଟ ସବୁବେଳେ ପଡିଆରେ ଅଧିକ ସମୟ ଚାଲିଥାଏ। ଯାହାପାଇଁ କମ୍ପାନୀର ପ୍ରୋମୋସନ ଭଲ ଭାବରେ ହୋଇଥାଏ। ରୋହିତ୍ ଶର୍ମା ନିଜ ବ୍ୟାଟରେ ଟାୟାର କମ୍ପାନୀ ସିଏଟ୍ ର ଲୋଗୋ ଲଗାଇଥାନ୍ତି ଯାହା ପାଇଁ ସେ କମ୍ପାନୀ ଠାରୁ ବର୍ଷକୁ ୫ କୋଟି ଟଙ୍କା ନେଇଥାନ୍ତି।

ନିଜ ବ୍ୟାଟରେ କମ୍ପାନୀଙ୍କ ଷ୍ଟିକର୍ ଲଗେଇବା ପାଇଁ ଏତେ ଟଙ୍କା ନେଇଥାନ୍ତି ଭାରତୀୟ ଖେଳାଳିମାନେ ଜାଣିଲେ ଉଡିଯିବ ହୋସ୍

ମହେନ୍ଦ୍ର ସିଂହ ଧୋନୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ବର୍ତ୍ତମାନ କ୍ରିକେଟରୁ ଦୂରେଇ ଯାଇଛନ୍ତି। ଧୋନୀ ନିଜ ବ୍ୟାଟରେ ଲୋଗୋ ଲଗାଇବା ପାଇଁ ୬ କୋଟି ଟଙ୍କା ନେଇଥାନ୍ତି। ସେ ସ୍ପୋର୍ଟଲ ସ୍ପୋର୍ଟସ କମ୍ପାନୀ ର ପ୍ରୋମୋସନ କରିଥାନ୍ତି।

ନିଜ ବ୍ୟାଟରେ କମ୍ପାନୀଙ୍କ ଷ୍ଟିକର୍ ଲଗେଇବା ପାଇଁ ଏତେ ଟଙ୍କା ନେଇଥାନ୍ତି ଭାରତୀୟ ଖେଳାଳିମାନେ ଜାଣିଲେ ଉଡିଯିବ ହୋସ୍

ବିରାଟ କୋହଲୀ: ଏହି ସୂଚୀରେ ସବୁଠାରୁ ଆଗରେ ଅଛନ୍ତି ଭାରତର ଅଧିନାୟକ ବିରାଟ କୋହଲୀ। ସେ କମ୍ପାନୀର ପ୍ରୋମୋସନ ପାଇଁ ସବୁଠାରୁ ଅଧିକ ଟଙ୍କା ନେଇଥାନ୍ତି। ସେ ଟାୟାର କମ୍ପାନୀ ଏମାର ଏଫ୍ ର ଲୋଗୋ ନିଜ ବ୍ୟାଟରେ ଲଗାନ୍ତି ଯାହା ପାଇଁ ସେ ବର୍ଷକୁ ୮ କୋଟି ଟଙ୍କା ନେଇଥାନ୍ତି।