୨୦୨୩ ୱାର୍ଲଡ କପ୍ ଖେଳାଯିବ ଏହି ଦେଶରେ, ନାମ ଜାଣି ହେବେ ଖୁସି

ଆମେ ସମସ୍ତେ ଜାଣିଛୁ ଯେ ୨୦୧୯ ବିଶ୍ୱକପ ଇଂଲଣ୍ଡରେ ଖେଳା ଯାଇଥିଲା। ଯେଉଁଥିରେ ଇଂଲଣ୍ଡ ବିଜୟୀ ହୋଇଥିଲା। ତେବେ ଭାରତ ସେମିଫାଇନାଲରେ ହାରିବା ପରେ ଦର୍ଶକ ଆଗାମୀ ମାନେ ୨୦୨୩ରେ ହେବାକୁ ଥିବା ବିଶ୍ୱକପକୁ ଅପେକ୍ଷା କରିଛନ୍ତି। ୨୦୨୩ ରେ ହେବାକୁ ଥିବା ବିଶ୍ୱକପକୁ ଭାରତ ହୋଷ୍ଟ କରିବ। ଏହା ପୂର୍ବରୁ ଭାରତ ୩ ଥର ବିଶ୍ୱକପ ଆୟୋଜନ କରି ସାରିଛି। ସେହି ବର୍ଷ ଗୁଡିକ ହେଉଛି ୨୦୧୧,୧୯୯୬,୧୯୮୭। ୨୦୨୩ ବିଶ୍ୱକପ ୯ ଫେବୃଆରୀରୁ ୨୩ ମାର୍ଚ
 
୨୦୨୩ ୱାର୍ଲଡ କପ୍ ଖେଳାଯିବ ଏହି ଦେଶରେ, ନାମ ଜାଣି ହେବେ ଖୁସି

ଆମେ ସମସ୍ତେ ଜାଣିଛୁ ଯେ ୨୦୧୯ ବିଶ୍ୱକପ ଇଂଲଣ୍ଡରେ ଖେଳା ଯାଇଥିଲା। ଯେଉଁଥିରେ ଇଂଲଣ୍ଡ ବିଜୟୀ ହୋଇଥିଲା। ତେବେ ଭାରତ ସେମିଫାଇନାଲରେ ହାରିବା ପରେ ଦର୍ଶକ ଆଗାମୀ ମାନେ ୨୦୨୩ରେ ହେବାକୁ ଥିବା ବିଶ୍ୱକପକୁ ଅପେକ୍ଷା କରିଛନ୍ତି। ୨୦୨୩ ରେ ହେବାକୁ ଥିବା ବିଶ୍ୱକପକୁ ଭାରତ ହୋଷ୍ଟ କରିବ। ଏହା ପୂର୍ବରୁ ଭାରତ ୩ ଥର ବିଶ୍ୱକପ ଆୟୋଜନ କରି ସାରିଛି। ସେହି ବର୍ଷ ଗୁଡିକ ହେଉଛି ୨୦୧୧,୧୯୯୬,୧୯୮୭।

୨୦୨୩ ୱାର୍ଲଡ କପ୍ ଖେଳାଯିବ ଏହି ଦେଶରେ, ନାମ ଜାଣି ହେବେ ଖୁସି

୨୦୨୩ ବିଶ୍ୱକପ ୯ ଫେବୃଆରୀରୁ ୨୩ ମାର୍ଚ ପର୍ଯ୍ୟନ୍ତ ଚାଲିବ। ତେଣୁ ଭାରତରେ ହେବାକୁ ଥିବା ଏହି ସିଜିନ୍ ରେ ଭାରତର ପଲ୍ଲା ନିଶ୍ଚିତ ଭାରି ରହିବ। ସେହି ସମୟରେ ଭାରତୀୟ ଦଳରେ ପୁରୁଣା ଖେଳାଳିଙ୍କ ବଦଳରେ ନୂତନ ଖେଳାଳି ଦେଖିବାକୁ ମିଳି ପାରନ୍ତି। ତେବେ ଘରୋଇ ମାଟିରେ ଖେଳା ଯିବା ପାଇଁ ଭାରତ ଟାଇଟେଲ୍ ର ଦାବିଦାର ହୋଇପାରିବ ବୋଲି ପୂର୍ବତନ ଖେଳାଳି ମାନେ ଆଶା ବ୍ୟକ୍ତ କରିଛନ୍ତି।