ଟ୍ରାଫିକ ନିୟମ କଣ କେବଳ ସାଧାରଣ ଜନତା ପାଇଁ ; ଏଥର ଅନୁଭବ ଭାଙ୍ଗିଲେ ଟ୍ରାଫିକ ନିୟମ ! ଦେଖନ୍ତୁ ଫୋଟୋ

କିଛିଦିନ ତଳେ ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ ଅଭିନେତା ବାବୁଶାନ୍ ଟ୍ରାଫିକ ନିଆୟମ ଉଲଙ୍ଘନ କରିଥିବାରୁ ଫାଇନ ଦେଇଥିଲେ । କିନ୍ତୁ ଅଭିନେତା ଏବଂ ବର୍ତମାନ ର ନେତା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଟ୍ରାଫିକ ନିୟମ ଭାଙ୍ଗି ବିବାଦରେ ପଡିଛନ୍ତି । ମୋଟର ଯାନ ଅଧିନିୟମ ମାନି ନଥିବାରୁ ଅନୁଭବ ଙ୍କ ଗୋଟେ ଫୋଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହଉଚି । ଏହି ଘଟଣା ପଛରେ ସତ୍ୟତା କେତେ ଅଛି ଆତ୍ମହ ଏବେ
 
ଟ୍ରାଫିକ ନିୟମ କଣ କେବଳ ସାଧାରଣ ଜନତା ପାଇଁ ; ଏଥର ଅନୁଭବ ଭାଙ୍ଗିଲେ ଟ୍ରାଫିକ ନିୟମ ! ଦେଖନ୍ତୁ ଫୋଟୋ

କିଛିଦିନ ତଳେ ଓଡ଼ିଆ ସିନେମା ଜଗତର ପ୍ରସିଦ୍ଧ ଅଭିନେତା ବାବୁଶାନ୍ ଟ୍ରାଫିକ ନିଆୟମ ଉଲଙ୍ଘନ କରିଥିବାରୁ ଫାଇନ ଦେଇଥିଲେ । କିନ୍ତୁ ଅଭିନେତା ଏବଂ ବର୍ତମାନ ର ନେତା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଟ୍ରାଫିକ ନିୟମ ଭାଙ୍ଗି ବିବାଦରେ ପଡିଛନ୍ତି ।

ଟ୍ରାଫିକ ନିୟମ କଣ କେବଳ ସାଧାରଣ ଜନତା ପାଇଁ ; ଏଥର ଅନୁଭବ ଭାଙ୍ଗିଲେ ଟ୍ରାଫିକ ନିୟମ ! ଦେଖନ୍ତୁ ଫୋଟୋ

ମୋଟର ଯାନ ଅଧିନିୟମ ମାନି ନଥିବାରୁ ଅନୁଭବ ଙ୍କ ଗୋଟେ ଫୋଟୋ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହଉଚି । ଏହି ଘଟଣା ପଛରେ ସତ୍ୟତା କେତେ ଅଛି ଆତ୍ମହ ଏବେ ଯାଏଁ ସ୍ପଷ୍ଟ ହୋଇ ନାହିଁ ।

ଯଦି ଏହି ଫୋଟୋ ଅସଲି ତାହାଲେ କଣ ପାଇଁ ନିୟମ ମାନୁ ନାହାନ୍ତି ଅନୁଭବ? ନିଜେ ବଡ ବଡ କଥା କହୁଥିବା ଅନୁଭବ କଣ ଭାରତୀୟ ସମ୍ବିଧାନର ନିଆୟମ ମାନିବେ ନାହିଁ ?