ମୋବାଇଲରେ VPN ବ୍ୟବହାର କରୁଥିଲେ ସାବଧାନ! ଆକାଉଣ୍ଟରୁ ଗାୟବ ହୋଇଯିବ ଟଙ୍କା, ଜାଣନ୍ତୁ କେମିତି ନହେଲେ ପଡିବେ ଅସୁବିଧାରେ

VPN ନାମ ତ ଶୁଣିଥିବେ ନିଶ୍ଚିତ। ଯାହାର ପୁରା ଅର୍ଥ ହେଉଛି ଭରଟ୍ୟୁଆଲ ପ୍ରାଇଭେଟ ନେଟୱାର୍କ, ଯାହା ସବୁ ମୋବାଇଲ ଫୋନରେ ଥାଏ। ଯାହା ର ବ୍ୟବହାର ଅନେକ ଲୋକ କରିଥାନ୍ତି। ପ୍ଲେ ଷ୍ଟୋରରେ ଅନେକ VPN ଆପ୍ସ ଉପଲବ୍ଧ। ଭାରତରେ ଅଶ୍ଳୀଳ ଭିଡିଓ ୱେବ ସାଇଟ୍ ବନ୍ଦ ହେବା ପରେ VPNର ବ୍ୟବହାର ବହୁଳ ଭାବରେ ଭାରତରେ ବୃଦ୍ଧି ପାଇଛି। ହେଲେ ଏହି VPNର ବ୍ୟବହାର ଆପଣଙ୍କୁ ବହୁତ୍ ବଡ ଅସୁବିଧାରେ ପକାଇପାରେ। ତେବେ ଆସନ୍ତୁ
 
ମୋବାଇଲରେ VPN ବ୍ୟବହାର କରୁଥିଲେ ସାବଧାନ! ଆକାଉଣ୍ଟରୁ ଗାୟବ ହୋଇଯିବ ଟଙ୍କା, ଜାଣନ୍ତୁ କେମିତି ନହେଲେ ପଡିବେ ଅସୁବିଧାରେ

VPN ନାମ ତ ଶୁଣିଥିବେ ନିଶ୍ଚିତ। ଯାହାର ପୁରା ଅର୍ଥ ହେଉଛି ଭରଟ୍ୟୁଆଲ ପ୍ରାଇଭେଟ ନେଟୱାର୍କ, ଯାହା ସବୁ ମୋବାଇଲ ଫୋନରେ ଥାଏ। ଯାହା ର ବ୍ୟବହାର ଅନେକ ଲୋକ କରିଥାନ୍ତି। ପ୍ଲେ ଷ୍ଟୋରରେ ଅନେକ VPN ଆପ୍ସ ଉପଲବ୍ଧ। ଭାରତରେ ଅଶ୍ଳୀଳ ଭିଡିଓ ୱେବ ସାଇଟ୍ ବନ୍ଦ ହେବା ପରେ VPNର ବ୍ୟବହାର ବହୁଳ ଭାବରେ ଭାରତରେ ବୃଦ୍ଧି ପାଇଛି। ହେଲେ ଏହି VPNର ବ୍ୟବହାର ଆପଣଙ୍କୁ ବହୁତ୍ ବଡ ଅସୁବିଧାରେ ପକାଇପାରେ। ତେବେ ଆସନ୍ତୁ ଜାଣିବା VPN ବ୍ୟବହାର ର ବିପଦ ସମ୍ପର୍କରେ।

ମୋବାଇଲରେ VPN ବ୍ୟବହାର କରୁଥିଲେ ସାବଧାନ! ଆକାଉଣ୍ଟରୁ ଗାୟବ ହୋଇଯିବ ଟଙ୍କା, ଜାଣନ୍ତୁ କେମିତି ନହେଲେ ପଡିବେ ଅସୁବିଧାରେ

ମୋବାଇଲରେ VPN ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ସାଇବର କ୍ରାଇମ ର ବିପଦ ସବୁଠାରୁ ଅଧିକ ହୋଇଥାଏ। VPN ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ବ୍ୟାଙ୍କ ବିବରଣୀକୁ ପ୍ରବେଶ କରି ହ୍ୟାକର୍ମାନେ ସହଜରେ ଟଙ୍କା ଏବଂ କାର୍ଡ ବିବରଣୀ ଚୋରି କରିପାରିବେ। ଏହି ହ୍ୟାକରମାନେ ଡାର୍କ ୱେବରେ କାର୍ଡ ବିବରଣୀ ମଧ୍ୟ ବିକ୍ରି କରିପାରିବେ। କିଛିଦିନ ତଳେ ଭିପିଏନ୍ ପ୍ରୋ ଟିମ୍ ନିଜର ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି ଯେ ଲୋକପ୍ରିୟ ଆଣ୍ଡ୍ରଏଡ ଆପରୁ ବ୍ୟବହାରକାରୀଙ୍କ ବ୍ୟାଙ୍କ ଏବଂ କାର୍ଡ ବିବରଣୀ ଚୋରି ହୋଇଛି। ଏକ ରିସର୍ଚ ରେ ଲୋକପ୍ରିୟ ସୁପର VPN ଫ୍ରି VPN କ୍ଲାଏଣ୍ଟକୁ ସବୁଠାରୁ ବିପଜ୍ଜନକ ଆପ୍ ବର୍ଗରେ ସ୍ଥାନିତ କରିଛନ୍ତି।

ମୋବାଇଲରେ VPN ବ୍ୟବହାର କରୁଥିଲେ ସାବଧାନ! ଆକାଉଣ୍ଟରୁ ଗାୟବ ହୋଇଯିବ ଟଙ୍କା, ଜାଣନ୍ତୁ କେମିତି ନହେଲେ ପଡିବେ ଅସୁବିଧାରେ

ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଯେ ଏହି ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ଅଛି ଏବଂ ଏହା ଦେଶ ବ୍ୟାପୀ 100 ମିଲିୟନ୍ ଥର ଡାଉନଲୋଡ୍ ହୋଇଛି।  ସୁରକ୍ଷା ଅନୁସନ୍ଧାନକାରୀମାନେ କହିଛନ୍ତି ଯେ VPN ଡାଉନଲୋଡ୍ କରିଥିବା ଉପଭୋକ୍ତାଙ୍କ ବିବରଣୀ ଉପରେ ହ୍ୟାକର୍ମାନେ ନିରନ୍ତର ନଜର ରଖିଛନ୍ତି। ଏହି ସାଇବର ଅପରାଧୀମାନେ ଯେ କୌଣସି ସମୟରେ ଉପଭୋକ୍ତା ସହିତ ଡେବିଟ୍ କିମ୍ବା କ୍ରେଡିଟ୍ ଠକେଇ କରିପାରିବେ।

ମୋବାଇଲରେ VPN ବ୍ୟବହାର କରୁଥିଲେ ସାବଧାନ! ଆକାଉଣ୍ଟରୁ ଗାୟବ ହୋଇଯିବ ଟଙ୍କା, ଜାଣନ୍ତୁ କେମିତି ନହେଲେ ପଡିବେ ଅସୁବିଧାରେ

କେବଳ ଏତିକି ନୁହେଁ, ବ୍ୟାଙ୍କ ବିବରଣୀ ବ୍ୟତୀତ ଫଟୋ-ଭିଡିଓ ଏବଂ ବ୍ୟକ୍ତିଗତ ଚାଟ୍ ମଧ୍ୟ VPN ମାଧ୍ୟମରେ ଚୋରି କରାଯାଇପାରିବ।  ଅନୁସନ୍ଧାନକାରୀମାନେ କହିଛନ୍ତି, ‘ଅନେକ ଆଶଙ୍କା ରହିଛି ଯେ ଏହି ଆପ୍ସ ବ୍ୟବହାର କରୁଥିବା 105 ମିଲିୟନରୁ ଅଧିକ (10.5 ନିୟୁତ) ଉପଭୋକ୍ତାଙ୍କ କାର୍ଡ ବିବରଣୀ, ବ୍ୟକ୍ତିଗତ ଫଟୋ-ଭିଡିଓ ଚୋରି କରିଛନ୍ତି ଏବଂ ହ୍ୟାକର୍ମାନେ ଏପର୍ଯ୍ୟନ୍ତ ଏହି ସବୁ ବିବରଣୀକୁ ଡାର୍କ ୱେବରେ ବିକ୍ରୟ କିମ୍ବା ଲିକ୍ କରିସାରିଥିବେ। ଏହି ହ୍ୟାକର୍ମାନେ ବ୍ୟବହାରକାରୀଙ୍କ ଉପକରଣର ଚୋରି ହୋଇଥିବା ବିବରଣୀ ଏବଂ ବ୍ୟକ୍ତିଗତ ବାର୍ତ୍ତାଳାପକୁ ରେକର୍ଡ କରନ୍ତି ଏବଂ ଏହାକୁ ଏକ ଗୁପ୍ତ ସ୍ଥାନରେ ସର୍ଭରକୁ ପଠାନ୍ତି। ଯଦି ଆପଣ ମଧ୍ୟ ମୋବାଇଲ୍ ଆପ୍ ମାଧ୍ୟମରେ ବ୍ୟାଙ୍କ ସହିତ କାମ କରନ୍ତି, ତେବେ ଆପଣଙ୍କୁ ସତର୍କ ହେବା ଆବଶ୍ୟକ। ସୁରକ୍ଷା ବିଶେଷଜ୍ଞମାନେ ଉପଭୋକ୍ତାମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ହ୍ୟାକର୍ମାନେ ସେମାନଙ୍କ ଟଙ୍କା ଉପରେ ନଜର ରଖିଛନ୍ତି। ଅଧିକରୁ ଅଧିକ ସେଆର୍ କରି ସମସ୍ତଙ୍କୁ ସଚେତନ କରାନ୍ତୁ।