ଫେମସ୍ ହେବା ପରେ ବଢି ଯାଇଥିଲା ଘମଣ୍ଡ, ଏବେ କାମ ନ ମିଳିବାରୁ ଏମିତି କଟୁଛି ରାନୁଙ୍କ ଦିନ

ରାନୁ ମଣ୍ଡଳ ଯିଏ କି ରାତାରାତି ଷ୍ଟାର ପାଲଟି ଯାଇଥିଲେ। ରେଲୱେ ଷ୍ଟେସନରୁ ସିଧା ବଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିଲେ ରାନୁ ମଣ୍ଡଳ। ଷ୍ଟେସନରେ ଗୀତ ଗାଉଥିବା ବେଳେ ଜଣେ ଯୁବକ ତାଙ୍କ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଯାହା ପରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ତେବେ ଫେମସ୍ ହେବା ପରେ ରାନୁ ମଣ୍ଡଳଙ୍କ ବ୍ୟବହାର ବଦଳି ଯାଇଥିଲା, ଯେଉଁମାନେ ଦିନେ ତାଙ୍କୁ ପ୍ରଶଂସା କରୁଥିଲେ ପରେ ସେମାନେ ହିଁ
 
ଫେମସ୍ ହେବା ପରେ ବଢି ଯାଇଥିଲା ଘମଣ୍ଡ, ଏବେ କାମ ନ ମିଳିବାରୁ ଏମିତି କଟୁଛି ରାନୁଙ୍କ ଦିନ

ରାନୁ ମଣ୍ଡଳ ଯିଏ କି ରାତାରାତି ଷ୍ଟାର ପାଲଟି ଯାଇଥିଲେ। ରେଲୱେ ଷ୍ଟେସନରୁ ସିଧା ବଲିଉଡରେ ଗୀତ ଗାଇବାର ସୁଯୋଗ ପାଇଥିଲେ ରାନୁ ମଣ୍ଡଳ। ଷ୍ଟେସନରେ ଗୀତ ଗାଉଥିବା ବେଳେ ଜଣେ ଯୁବକ ତାଙ୍କ ଭିଡିଓ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଯାହା ପରେ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ। ତେବେ ଫେମସ୍ ହେବା ପରେ ରାନୁ ମଣ୍ଡଳଙ୍କ ବ୍ୟବହାର ବଦଳି ଯାଇଥିଲା, ଯେଉଁମାନେ ଦିନେ ତାଙ୍କୁ ପ୍ରଶଂସା କରୁଥିଲେ ପରେ ସେମାନେ ହିଁ ତାକୁ ଟ୍ରଲ କରିବା ସହ ଘମଣ୍ଡି କହିଥିଲେ। ତେବେ କିଛି ଦିନରୁ ରାନୁ ଇଣ୍ଡଷ୍ଟ୍ରିରୁ ଅଦୃଶ୍ୟ ହୋଇ ଯାଇଛନ୍ତି।

ଫେମସ୍ ହେବା ପରେ ବଢି ଯାଇଥିଲା ଘମଣ୍ଡ, ଏବେ କାମ ନ ମିଳିବାରୁ ଏମିତି କଟୁଛି ରାନୁଙ୍କ ଦିନ

ଆପଣଙ୍କୁ କହି ରଖୁଛୁ ବର୍ତ୍ତମାନ କୌଣସି ବି ମିଡିଆ କି ଟିଭି ସୋ ତାଙ୍କୁ ଆଉ ସୁଯୋଗ ଦେଉ ନାହାନ୍ତି। ଷ୍ଟାର ହେବା ପରେ ରାନୁଙ୍କ ଅହଂକାର ବଢିଯାଇଥିଲା, ଅନେକ ଥର ପ୍ରଶଂସକଙ୍କୁ ଦୁର୍ବ୍ୟବହାର କରିଥିଲେ। ଏହିପରି ଆଚରଣ ଦେଖି ଲୋକମାନେ ତାଙ୍କୁ କମ୍ ପସନ୍ଦ କରିବାକୁ ଲାଗିଲେ ଏବଂ ଧୀରେ ଧୀରେ ତାଙ୍କ ନାମ ସୋସିଆଲ୍ ସାଇଟରୁ କମ୍ ହୋଇଗଲା ତେବେ ଆଗାମୀ ସମୟରେ ତାଙ୍କ ନାମରେ ଏକ ବାୟୋପିକ୍ ଫିଲ୍ମ ଦେଖିବାକୁ ମିଳିବ।

ଫେମସ୍ ହେବା ପରେ ବଢି ଯାଇଥିଲା ଘମଣ୍ଡ, ଏବେ କାମ ନ ମିଳିବାରୁ ଏମିତି କଟୁଛି ରାନୁଙ୍କ ଦିନ

ଏହି ବାୟୋପିକ୍ ଚଳଚ୍ଚିତ୍ରରେ କେବଳ ରାନୁ ଙ୍କର ନିଜର ସ୍ୱର ରହିବ। ଯଦି ତାଙ୍କ କାମ ଆଲୋଚନା କରିବା ତେବେ ରାନୁ ଏବେ କୌଣସି ଫିଲ୍ମ ପ୍ରୋଜେକ୍ଟ କିମ୍ବା ଶୋ’ରେ କାମ କରିବାର ନଜର ଆସୁ ନାହାନ୍ତି। ବର୍ତ୍ତମାନ ସେ ନିଜ ଝିଅଙ୍କ ଘରେ ସାଧାରଣ ମଣିଷ ପରି ଜୀବନ କାଟୁଛନ୍ତି। ଯଦି ଲୋକମାନେ ତାଙ୍କର ବାୟୋପିକ୍ ପସନ୍ଦ କରନ୍ତି, ତେବେ ସେ ପୁନର୍ବାର ପ୍ରଶଂସକଙ୍କ ପ୍ରେମ ପାଇପାରନ୍ତି।