ବଲିଉଡର ଏହି ହିରୋ ଧୋକା ଦେଇଥିବାରୁ ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା କରିଥିଲେ

ସୁପରହିଟ ଚଳଚିତ୍ର ଗଜନି ଯେଉଁଥିରେ ସୁପରଷ୍ଟାର ଆମିର ଖାଁ ମୁଖ୍ୟ ଅଭିତେନା ଥିଲେ, ସେଥିରେ ଅଭିନୟ କରିଥିବା ଜିଆ ଖାଁ ଜୁନ୍ ୩, ୨୦୧୩ରେ ହଠାତ୍ ଆତ୍ମହତ୍ୟା କରିଥିଲେ । ସୂଚନା ଯୋଗ୍ୟ ଯେ ସେ ତାଙ୍କ ପ୍ରେମିକ ସୁରଜ ପାଞ୍ଚୋଲିଙ୍କ ପାଇଁ ଆତ୍ମହତ୍ୟା କରିଥିଲେ । ସେ ଲେଖିଥିଲେ କି “ମୋ ପାଖରେ ଏବେ ହରାଇବା ପାଇଁ କିଛି ନାହିଁ। ବହୁତ ପୂର୍ବରୁ ମୁଁ ସବୁ କିଛି ହରାଇ ସାରିଛି। ତୁମେ ବୋଧ ହୁଏ ଜାଣି
 
ବଲିଉଡର ଏହି ହିରୋ ଧୋକା ଦେଇଥିବାରୁ ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା କରିଥିଲେ

ସୁପରହିଟ ଚଳଚିତ୍ର ଗଜନି ଯେଉଁଥିରେ ସୁପରଷ୍ଟାର ଆମିର ଖାଁ ମୁଖ୍ୟ ଅଭିତେନା ଥିଲେ, ସେଥିରେ ଅଭିନୟ କରିଥିବା ଜିଆ ଖାଁ ଜୁନ୍ ୩, ୨୦୧୩ରେ ହଠାତ୍ ଆତ୍ମହତ୍ୟା କରିଥିଲେ ।

ସୂଚନା ଯୋଗ୍ୟ ଯେ ସେ ତାଙ୍କ ପ୍ରେମିକ ସୁରଜ ପାଞ୍ଚୋଲିଙ୍କ ପାଇଁ ଆତ୍ମହତ୍ୟା କରିଥିଲେ । ସେ ଲେଖିଥିଲେ କି “ମୋ ପାଖରେ ଏବେ ହରାଇବା ପାଇଁ କିଛି ନାହିଁ। ବହୁତ ପୂର୍ବରୁ ମୁଁ ସବୁ କିଛି ହରାଇ ସାରିଛି। ତୁମେ ବୋଧ ହୁଏ ଜାଣି ନାହଁ ମୁଁ ତୁମକୁ କେତେ ଭଲ ପାଇ ବସିଛି। ତୁମକୁ ଭଲ ପାଇ ମୁଁ ନିଜକୁ ଭୁଲିଯାଇଥିଲେ ମଧ୍ୟ ତୁମେ ମୋତେ ବୁଝି ପାରିଲ ନାହିଁ। ମୋତେ ଏବେ ଆଶାର କୌଣସି ଆଲୋକ ଦେଖାଯାଉ ନାହିଁ । ଗୋଟେ ସମୟ ଥିଲା, ଯେତେବେଳେ ମୁଁ ମୋର ଭବିଷ୍ୟତ ତୁମ ସହ ଦେଖୁଥିଲି । ମୁଁ ଭିତରୁ ମରି ସାରିଛି। ତୁମ ସହ ପ୍ରେମ ସଂପର୍କରେ ରହିବା ପରେ ସବୁବେଳେ ଗର୍ଭବତୀ ହେବାର ଡ଼ର ମୋ ମନ ଭିତରେ ରହୁଥିଲା। କିନ୍ତୁ ତୁମ ପାଇଁ ମୁଁ ମୋ ନିଜକୁ ତୁମ ପାଖରେ ସମର୍ପଣ କରିଦେଲି । ପୂର୍ବରୁ ମୋ ପାଖରେ ସବୁ କିଛି ଥିଲା କିନ୍ତୁ ଏବେ କିଛି ବି ନାହିଁ ।”

ବଲିଉଡର ଏହି ହିରୋ ଧୋକା ଦେଇଥିବାରୁ ଅଭିନେତ୍ରୀ ଜିଆ ଖାନ୍ ଆତ୍ମହତ୍ୟା କରିଥିଲେ

ଏମିତି ଲେଖି ସେ ଆତ୍ମହତ୍ୟା କରିଥିଲେ । ସୁରଜ ପାଞ୍ଚୋଲି ହେଉଛନ୍ତି ଅଭିନେତା ଆଦିତ୍ୟ ପାଞ୍ଚୋଲି ଙ୍କ ପୁଅ ଯିଏ କି ସଲମାନ ଖାଁ ଙ୍କ ଚଳଚିତ୍ର “ମେ ତେରା ହିରୋ” ରେ ମୁଖ୍ୟ ଅଭିନେତା ହିସାବରେ କାମ କରିଛନ୍ତି ।