ସିନ୍ଧିଆ ପରେ କଂଗ୍ରେସରୁ ଇସ୍ତଫା ଦେବେ ସଚିନ୍ ପାଇଲଟ୍ !

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି (ବିଜେପି) ର ସଦସ୍ୟତା ଗ୍ରହଣ କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ପାର୍ଟି ଛାଡିଲା ପରେ । ବରିଷ୍ଠ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମଧ୍ୟ ଦଳରୁ ଇସ୍ତଫା ଦେଇପାରନ୍ତି । ଏହି ସବୁ ବିଷୟରେ ହରିୟାଣାର ବିଦ୍ୟୁତ୍ ଓ ଜେଲ୍ ବିଭାଗର ମନ୍ତ୍ରୀ ରଣଜିତ ସିଂହ ଚୌଟାଲା ଙ୍କ ବୟାନ ଆଶ୍ଚର୍ଯ୍ୟଜନକ ଥିଲା, ସେ କହିଛନ୍ତି ଯେ ଏବେ କଂଗ୍ରେସରେ କିଛି ନାହିଁ। ସବୁ
 
ସିନ୍ଧିଆ ପରେ କଂଗ୍ରେସରୁ ଇସ୍ତଫା ଦେବେ ସଚିନ୍ ପାଇଲଟ୍ !

ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟି (ବିଜେପି) ର ସଦସ୍ୟତା ଗ୍ରହଣ କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ପାର୍ଟି ଛାଡିଲା ପରେ । ବରିଷ୍ଠ କଂଗ୍ରେସ ନେତା ତଥା ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମଧ୍ୟ ଦଳରୁ ଇସ୍ତଫା ଦେଇପାରନ୍ତି ।

ଏହି ସବୁ ବିଷୟରେ ହରିୟାଣାର ବିଦ୍ୟୁତ୍ ଓ ଜେଲ୍ ବିଭାଗର ମନ୍ତ୍ରୀ ରଣଜିତ ସିଂହ ଚୌଟାଲା ଙ୍କ ବୟାନ ଆଶ୍ଚର୍ଯ୍ୟଜନକ ଥିଲା, ସେ କହିଛନ୍ତି ଯେ ଏବେ କଂଗ୍ରେସରେ କିଛି ନାହିଁ। ସବୁ ନେତା ଦଳ ଛାଡ଼ୁଛନ୍ତି । ଏଭଳି ସ୍ଥିତିରେ କିଏ ବା ସେହି ଦଳରେ ରହିବ। ସଚିନ ପାଇଲଟ୍ ଏବେ ବି ରାଜସ୍ଥାନ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ । ତେବେ ତାଙ୍କୁ ମୁଖ୍ୟମନ୍ତ୍ରୀ କରା ନ ଯିବା ସଚିନଙ୍କୁ ଆଘାତ ଦେଇଥିଲା। ଏଣୁ ସେ ବି ଅସନ୍ତୁଷ୍ଟ ଥିବା କୁହାଯାଉଛି।

ସିନ୍ଧିଆ ପରେ କଂଗ୍ରେସରୁ ଇସ୍ତଫା ଦେବେ ସଚିନ୍ ପାଇଲଟ୍ !

ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ବିଜେପି ସଭାପତି ଜେପି ନାଡାଙ୍କ ଉପସ୍ଥିତିରେ ଦଳର ମୁଖ୍ୟାଳୟରେ ସଦସ୍ୟତା ଗ୍ରହଣ କରିଥିଲେ । ଜ୍ୟୋତିରାଦିତ୍ୟ ସିନ୍ଧିଆ ହୋଲି ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ ।