ହଜାର ହଜାର ଜୀବନ ନେଉଥିବା କରୋନା ଭାଇରସ ପାଇଁ ଭାରତରେ ବାହାରିଲା ମେଡ଼ିସିନ !

ସାରା ବିଶ୍ୱ କୁ ଆତଙ୍କିତ କରିଥିବା କରୋନା ଭାଇରସ ର ଆଂଟି-ଡୋଜ ବାହାର କରିବାରେ ମେଡିକାଲ ସାଇନ୍ସ ବର୍ତମାନ ଯାଏ ସଫଳ ହୋଇନାହିଁ । ମାତ୍ର ବୈଜ୍ଞାନିକ ମାନେ ଏହି ଭାଇରସ ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି । ଏକ ଗବେଷଣାରୁ ଜଣାପଡ଼ିଛି, ଏଚଆଇଭି (HIV) ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧ Lopinavir ଏବଂ Ritonavir କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଫଳପ୍ରଦ ପ୍ରମାଣିତ ହୋଇଛି । ସେଥିପାଇଁ ମୋଦି ସରକାର ଫାର୍ମା କମ୍ପାନୀଗୁଡିକୁ
 
ହଜାର ହଜାର ଜୀବନ ନେଉଥିବା କରୋନା ଭାଇରସ ପାଇଁ ଭାରତରେ ବାହାରିଲା ମେଡ଼ିସିନ !

ସାରା ବିଶ୍ୱ କୁ ଆତଙ୍କିତ କରିଥିବା କରୋନା ଭାଇରସ ର ଆଂଟି-ଡୋଜ ବାହାର କରିବାରେ ମେଡିକାଲ ସାଇନ୍ସ ବର୍ତମାନ ଯାଏ ସଫଳ ହୋଇନାହିଁ । ମାତ୍ର ବୈଜ୍ଞାନିକ ମାନେ ଏହି ଭାଇରସ ଉପରେ ରିସର୍ଚ୍ଚ ଜାରି ରଖିଛନ୍ତି ।

ହଜାର ହଜାର ଜୀବନ ନେଉଥିବା କରୋନା ଭାଇରସ ପାଇଁ ଭାରତରେ ବାହାରିଲା ମେଡ଼ିସିନ !

ଏକ ଗବେଷଣାରୁ ଜଣାପଡ଼ିଛି, ଏଚଆଇଭି (HIV) ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ଔଷଧ Lopinavir ଏବଂ Ritonavir କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଫଳପ୍ରଦ ପ୍ରମାଣିତ ହୋଇଛି । ସେଥିପାଇଁ ମୋଦି ସରକାର ଫାର୍ମା କମ୍ପାନୀଗୁଡିକୁ ଏହି ଔଷଧର ପ୍ରଡକ୍ସନ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ବର୍ତ୍ତମାନ ଏଚଆଇଭି ଔଷଧ ଷ୍ଟକ୍ ବଢାଇବା ପାଇଁ ଏସବୁ କମ୍ପାନୀକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। Lopinavir ଓ Ritonavir ଆଣ୍ଟି ରେଟ୍ରୋଭାଇରାଲ ଔଷଧ । ଏହି ଦୁଇ ଔଷଧର ଷ୍ଟକ୍‌ ବୃଦ୍ଧି କରିବା ପାଇଁ କମ୍ପାନୀକୁ କୁହାଯାଇଛି ।

ହଜାର ହଜାର ଜୀବନ ନେଉଥିବା କରୋନା ଭାଇରସ ପାଇଁ ଭାରତରେ ବାହାରିଲା ମେଡ଼ିସିନ !

ଇଟାଲୀରୁ ଭାରତ ଆସିଥିବା ଦମ୍ପତିଙ୍କ ଚିକିତ୍ସା ପାଇଁ ଲୋପିନାୱିର ଏବଂ ରିଟୋନାୱିର ବ୍ୟବହାର କରାଯାଇଥିଲା । ଏହି ଦମ୍ପତି ଜୟପୁରରେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଇଣ୍ଡିଆନ କାଉନ୍‌ସିଲ୍‌ ଅଫ ମେଡିକାଲ ରିସର୍ଚ୍ଚର ଡିଜି ଡାକ୍ତର ବଳରାମ ଭାର୍ଗବଙ୍କ କହିବା ଅନୁଯାୟୀ, ଦମ୍ପତିଙ୍କ ସହମତି କ୍ରମେ ଏହି ଦୁଇ ଔଷଧ ଦ୍ୱାରା ସେମାନଙ୍କର ଚିକିତ୍ସା କରାଗଲା ଏବଂ କିଛି ଦିନ ପରେ ସେମାନେ ସୁସ୍ଥ ହୋଇଥିଲେ ।