ତାମିଲନାଡୁ ଦଳାଚକଟା ପଛରେ ଜଣାପଡିଲା ବଡ଼ ଷଡ଼ଯନ୍ତ୍ର, କାହିଁକି ନେତାକୁ ଦେଖିବାକୁ ଜୀବନ ହାରିଲେ ଲୋକେ, ଜାଣନ୍ତୁ

ତାମିଲନାଡୁ ଦଳାଚକଟା ଘଟଣାରେ ମୃତ୍ୟୁ ସଂଖ୍ୟା ରବିବାର ୪୦କୁ ବୃଦ୍ଧି ପାଇଛି। କରୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଦଳାଚକଟା ପଛରେ ଷଡ଼ଯନ୍ତ୍ର ରହିଥିବା ଅଭିଯୋଗ ଆଣିଛି ଅଭିନେତା ବିଜୟଙ୍କ ଦଳ ତାମିଲାଗା ଭେତ୍ରି କାଝାଗାମ(ଟିଭିକେ)। ଦଳ ପକ୍ଷରୁ ଏ ନେଇ ମାଡ୍ରାସ ହାଇକୋର୍ଟରେ ପିଟିସନ ଦାୟର କରାଯାଇଛି। ଟିଭିକେ ଅଭିଯୋଗ କରିଛି ଯେ, ଏହି ଦୁଃଖଦ ଘଟଣା କୌଣସି ଦୁର୍ଘଟଣା ନୁହେଁ, ବରଂ ଏକ ଷଡ଼ଯନ୍ତ୍ରର … Read more

ବିଶ୍ୱକୁ ଥରାଇଲାଣି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ମୁଣ୍ଡ ଉପରେ ବଡ଼ ବିପଦ, ଜାଣନ୍ତୁ ପୁରା‌ ଖବର

ବାବା ଭେଙ୍ଗା ଦେଇଥିବା ଭବିଷ୍ୟବାଣୀ ବିଷୟରେ ଆପଣମାନେ ତ ଜାଣିଥିବେ । ଏବେ ସେ ଯେଉଁ ଭବିଷ୍ୟବାଣୀ କରିଛନ୍ତି ଯାହାକୁ ନେଇ ସାରା ବିଶ୍ବ ଏବେ ଚିନ୍ତାରେ । ଏବେ ସାରା ବିଶ୍ଵ ଡରି ଗଲାଣି । କେତେବେଳେ କଣ ହେବ କେହି କହିପାରିବେ ନାହିଁ । କେତେବେଳେ କିଏ କାହାକୁ ଆଟାକ କରିବ ଆଉ କାହାର ଜୀବନ ଚାଲିଯିବ ସେକଥା କେହି ଜାଣି ନାହାଁନ୍ତି । କିନ୍ତୁ ସମସ୍ତେ ଜାଣି ସାରିଲେଣି ଯେ ବିପଦ ମାଡି … Read more

ବେଡରୁମରୁ ବାହାରିଲା ନୂଆବୋହୂର ଶ-ବ, ମୁହଁ ଲୁଚାଇ ହସୁଛି ସ୍ୱାମୀ, ଜାଣନ୍ତୁ ପୁରା‌ ଘଟଣା

ଏଭଳି ସବୁ ଘଟଣା ଘଟିଯାଉଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବେଡ଼ରୁମ ଭିତରୁ ବାହାରିଲା ନୁଆବୋହୂର ଶବ । ଯେଉଁ ଝିଅ ଏହି କିଛି ମାସ ହେବ ଲାଲ ଟୁକ ଟୁକ ଶାଢ଼ୀ ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ସେ ଆଜି ଆଉ ଏହି ଦୁନିଆରେ ନାହିଁ । ଗୋଟେ ଝିଅ ଅନେକ କଥା ଭାବି ଶାଶୂଘରକୁ ଯାଇଥାଏ କିନ୍ତୁ ଏହି ଝିଅ ଏଭଳି ଅନେକ ଆଶା ନେଇ ବିବାହ କରିଥିଲା । … Read more

ଜଣା ପଡ଼ିଲା ବଡ଼ କାରଣ, ଏଥିପାଇଁ ଗିରଫ ହେଲା ରୋଷ୍ଟର ଦୀପକ ନାୟକ, ଭାଉଜ ହେଲେ ଖୁସି

ଗତ ସୋମବାର ଦିନ କ୍ୟାପିଟାଲ୍ ହସ୍ପିଟାଲ୍ରେ ସୁରକ୍ଷାକର୍ମୀଙ୍କୁ ମାଡ଼ ଘଟଣାରେ ଭିଡ଼କୁ ଉସୁକାଇବା ଅଭିଯୋଗର କ୍ୟାପିଟାଲ୍ ଥାନା ପୁଲିସ ଜଣେ ବ୍ଲଗର୍କୁ ଗିରଫ କରିଛି। ସେ ହେଲା ଭଦ୍ରକ ପୁରୁଷୋତ୍ତମପୁର ଅଞ୍ଚଳର ଦୀପକ ନାୟକ(୨୭)। ଘଟଣା ଦିନ ହସ୍ପିଟାଲ୍ ଶିଶୁ ଚିକିତ୍ସା ୱାର୍ଡରେ ଏକ ଶିଶୁର ମୃତ୍ୟୁ ପରେ ଆନ୍ଦୋଳନକାରୀମାନେ ମେଡିସିନ୍ ଓପିଡି ଆଡକୁ ଦୌଡ଼ିଥିଲେ। ଭିଡ଼ ମଧ୍ୟରେ ଅଭିଯୁକ୍ତ ବ୍ଲଗର୍ ଦୀପକ ଗଣ୍ଡଗୋଳକାରୀଙ୍କୁ ଉସୁକାଇଥିଲା। ସ୍ମାର୍ଟ ସିଟି ଅଟୋ ଆସୋସିଏସନ୍ର ସଦସ୍ୟମାନେ ସୁରକ୍ଷାକର୍ମୀ ସୁବ୍ରତ ବିଶ୍ବାଳଙ୍କୁ … Read more

ବ୍ୟାଙ୍କ ଅଧିକାରୀ ବୋଲି ଇନ୍ଦ୍ର ଚନ୍ଦ୍ର ମାନିବେନି, ଯବାନଙ୍କୁ ଗାଳି ଦେଇ ଫସିଗଲେ, ଜାଣନ୍ତୁ ପୁରା‌ ଘଟଣା

ବ୍ୟାଙ୍କ୍ କର୍ମଚାରୀ ରୁବାବ ଦେଖାଉଥିଲେ ଆଉ ଏବେ ତାଙ୍କୁ ଏଭଳି ଫଳ ମିଳିଛି । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଭାରତୀୟ ଯବାନ ଜଣଙ୍କୁ ଏଭଳି ଗାଳି କରିଲେ ଯାହାକୁ ନେଇ ଅନେକ ଖବର ଆସୁଥିଲା । ଏବେ ଏହି ସବୁ ଖବରକୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଗାଳି କରିବା ପରେ ତାଙ୍କୁ ଦେଶବ୍ୟାପୀ ଭର୍ତ୍ସନା ମିଳିଥିଲା । ଏହାପରେ ବ୍ୟାଙ୍କ୍ କର୍ମଚାରୀ ଜଣକ ଭୁଲ ବି … Read more

ମହିଳାମାନେ ସାବଧାନ, ଶାଶୁ-ଶ୍ୱଶୁରଙ୍କୁ ଅସମ୍ମାନ କରୁଥିଲେ ସ୍ୱାମୀ ଦେଇ ପାରିବେ ଛାଡପତ୍ର, ଜାଣନ୍ତୁ ପୁରା‌ ଖବର

ଭାରତରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଛାଡପତ୍ରର ହାର ବୃଦ୍ଧି ପାଉଛି। ଏହାର ଅନେକ କାରଣ ହୋଇପାରେ, ଯାହା ମଧ୍ୟରୁ ଗୋଟିଏ ହେଉଛି ଶ୍ୱଶୁର ଘର। ଅନେକ ଘରେ ବୋହୂମାନେ ସେମାନଙ୍କ ଶ୍ୱଶୁର ଘର ଲୋକଙ୍କ ସହିତ ମିଶିପାରନ୍ତି ନାହିଁ, ଯାହା ସ୍ୱାମୀ ଏବଂ ସ୍ତ୍ରୀଙ୍କ ସମ୍ପର୍କରେ ତିକ୍ତତା ସୃଷ୍ଟି କରିପାରେ। ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ସ୍ପଷ୍ଟ ଭାବରେ କହିଛନ୍ତି ଯେ ପରିବାର ସହିତ ସମ୍ପର୍କ ଛିନ୍ନ କରିବା … Read more

ପୁଣି ପାକିସ୍ତାନ ସହ ମ୍ୟାଚ୍ ଖେଳିବ ଭାରତ, ଜାଣନ୍ତୁ କେମିତି କେବେ

ଏସିଆ କପ ୨୦୨୫ର ଉତ୍ସାହ ଏବେ ଶୀର୍ଷରେ ରହିଛି। ଏହି ଟୁର୍ନାମେଣ୍ଟରେ କ୍ରିକେଟ ପ୍ରେମୀଙ୍କ ପାଇଁ ସବୁଠାରୁ ବଡ଼ ଆକର୍ଷଣ ହେଉଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସଂଘର୍ଷ। ଟୁର୍ନାମେଣ୍ଟ ଆରମ୍ଭ ହେବା ପରଠାରୁ, ଦୁଇ ଦଳ ଦୁଇଥର ମୁହାଁମୁହିଁ ହୋଇଛନ୍ତି ଏବଂ ପ୍ରତ୍ୟେକ ଥର ପ୍ରଶଂସକମାନେ ପ୍ରଚୁର ନାଟକୀୟତା ଦେଖିଛନ୍ତି। କିନ୍ତୁ ଏବେ ପ୍ରଶ୍ନ ଉଠୁଛି: କ’ଣ ଏହି ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଫାଇନାଲରେ ତୃତୀୟ ଥର ପାଇଁ ଭେଟିବେ? ଭାରତ ବର୍ତ୍ତମାନ ସୁପର-୪ ରାଉଣ୍ଡରେ ଅପରାଜିତ … Read more

ଜିଏସ୍‌ଟି କମିଲା ପରେ ଏହି ସବୁ ବାଇକ ଶସ୍ତା… ଜାଣନ୍ତୁ କେଉଁ ବାଇକ ଆଜିଠାରୁ ଶସ୍ତା ହୋଇଗଲା

ନବରାତ୍ର ଆରମ୍ଭ ହେଉଛି। ନବରାତ୍ରର ପ୍ରଥମ ଦିନରୁ ମୋଦି ସରକାର ଦେଇଛନ୍ତି ପୂଜା ଭେଟି। ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍‍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ନାଗରିକ ଦେବ ଭବଃ ଧାରାରେ ଏହାକୁ ସଞ୍ଚୟ ଉତ୍ସବ ରୂପେ ପାଳନ କରିବେ ଦେଶବାସୀ। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହୋଇଛି। ଆସନ୍ତୁ ଏହା ଉପରେ ନଜର ପକେଇବା। ଆଜିଠୁ ଶସ୍ତା … Read more

ନାମ ନେଲେ ମହିଳା, ଭାରତୀୟ ଯବାନଙ୍କୁ ବ୍ୟାଙ୍କ କର୍ମଚାରୀ କରିଥିଲେ ଅପମାନ, ପୁରା ଭାରତର ଲୋକ ତାତି ଉଠିଲେ, ଜାଣନ୍ତୁ ପୁରା‌ ଘଟଣା

ସୀମା ଟପିଗଲେ ମହିଳା ବ୍ୟାଙ୍କ୍ କର୍ମଚାରୀ । ଏହି ବ୍ୟାଙ୍କ୍ କର୍ମଚାରୀ ଜଣକ ଫୋନରେ ଯବାନ ଜଣଙ୍କୁ ଏଭଳି ଗାଳି ଦେଇଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ହେଉଛି । ଏବେ ସୋସିଆଲ ମିଡିଆରେ ଏହି ଖବର ଚର୍ଚ୍ଚା ହେଉଛି । ଏବେ ଏହି ମହିଳା ଜଣଙ୍କ ଗାଳି ଏଭଳି ଥିଲା ଯେ ଏହାକୁ ଶୁଣି ସାରା ଭାରତୀୟ ତାଙ୍କୁ ଖୋଜି ଦଣ୍ଡ ଦେବାକୁ କହିଥିଲେ । ଏହି ମହିଳା ଜଣକ ଏବେ ଯବାନ ଜଣଙ୍କୁ ଗାଳି … Read more

ଜଣା ପଡ଼ିଲା ସତ ଟ୍ୟାକ୍ସି ଡ୍ରାଇଭରଙ୍କ ହ-ତ୍ୟା ପଛରେ ଏଡି ମାଡାମ…ହ-ତ୍ୟା ପରେ ମାଡାମଙ୍କ ଫୋନ୍ ସୁଇଚ ଅଫ, ଜାଣନ୍ତୁ ପୁରା‌ ଘଟଣା

ସବୁ ସତ ସାମ୍ନାକୁ ଆସିଲା । ଟ୍ୟାକ୍ସି ଡ଼୍ରାଇଭରଙ୍କ ହତ୍ୟା ପଛରେ ଜଣେ ମ୍ୟାଡାମ ଅଛନ୍ତି ବୋଲି ଜଣାପଡିଛି । ଡ଼୍ରାଇଭରଙ୍କ ହତ୍ୟା ପରେ ଏହି ସୁନ୍ଦରୀ ମ୍ୟାଡାମଙ୍କ ଫୋନ୍ ସୁଇଚ ଅଫ ବୋଲି ସୂଚନା ମିଳିଛି । ବିଦ୍ୟାଧର ନାମକ ଜଣେ ଟ୍ୟାକ୍ସି ଡ଼୍ରାଇଭର ସବୁବେଳେ ଏହି ମ୍ୟାଡାମ ଜଣଙ୍କୁ ତାଙ୍କ ଗାଡ଼ିରେ ବୁଲାଉଥିଲେ । ଏହି ଡ଼୍ରାଇଭର ଜଣକ ହେଉଛନ୍ତି ବିଦ୍ୟାଧର । ଏହି ମ୍ୟାଡାମ ଜଣକ ତିନି କୋଟି ଟଙ୍କା ମାଗୁଥିଲେ ବୋଲି … Read more