କାଶ୍ମୀରକୁ ନେଇ ଆଫ୍ରିଦିଙ୍କ ଭାରତକୁ ଟାର୍ଗେଟ ପରେ ଧାୱନ ଦେଲେ କଡା ଜବାବ୍: କହିଲେ ଆମର ଜଣେ ତମର…

ଟିମ୍ ଇଣ୍ଡିଆର ‘ଗବର’ ଶିଖର ଧାୱନ କାଶ୍ମୀରର ବୟାନ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦିଙ୍କ ଉପରେ ଖୋଳତାଡ଼ କରୁଥିବା ଖେଳାଳିଙ୍କ ତାଲିକାରେ ଯୋଗ ଦେଇଛନ୍ତି। ଧୱନଙ୍କ ପୂର୍ବରୁ ଯୁବରାଜ ସିଂ, ହରଭଜନ ସିଂ ଏବଂ ଗୌତମ ଗମ୍ଭୀର ଆଫ୍ରିଦିଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି। ଶିଖର ଧାୱନ ଏକ ଟୁଇଟ୍ରେ ଲେଖିଛନ୍ତି, “ଏହି ସମୟରେ ଯେତେବେଳେ ସମଗ୍ର ବିଶ୍ୱ କରୋନା ସହିତ ଲଢୁଛନ୍ତି, ସେତେବେଳେ ତମକୁ କାଶ୍ମୀର ଚିନ୍ତା ପଡିଛି। କାଶ୍ମୀର ଆମର ଥିଲା, ଏହା
 
କାଶ୍ମୀରକୁ ନେଇ ଆଫ୍ରିଦିଙ୍କ ଭାରତକୁ ଟାର୍ଗେଟ ପରେ ଧାୱନ ଦେଲେ କଡା ଜବାବ୍: କହିଲେ ଆମର ଜଣେ ତମର…

ଟିମ୍ ଇଣ୍ଡିଆର ‘ଗବର’ ଶିଖର ଧାୱନ କାଶ୍ମୀରର ବୟାନ ପାଇଁ ପାକିସ୍ତାନର ପୂର୍ବତନ ଅଧିନାୟକ ସହିଦ ଆଫ୍ରିଦିଙ୍କ ଉପରେ ଖୋଳତାଡ଼ କରୁଥିବା ଖେଳାଳିଙ୍କ ତାଲିକାରେ ଯୋଗ ଦେଇଛନ୍ତି। ଧୱନଙ୍କ ପୂର୍ବରୁ ଯୁବରାଜ ସିଂ, ହରଭଜନ ସିଂ ଏବଂ ଗୌତମ ଗମ୍ଭୀର ଆଫ୍ରିଦିଙ୍କ ବିବୃତ୍ତିକୁ ସମାଲୋଚନା କରିଛନ୍ତି।

କାଶ୍ମୀରକୁ ନେଇ ଆଫ୍ରିଦିଙ୍କ ଭାରତକୁ ଟାର୍ଗେଟ ପରେ ଧାୱନ ଦେଲେ କଡା ଜବାବ୍: କହିଲେ ଆମର ଜଣେ ତମର…

ଶିଖର ଧାୱନ ଏକ ଟୁଇଟ୍‌ରେ ଲେଖିଛନ୍ତି, “ଏହି ସମୟରେ ଯେତେବେଳେ ସମଗ୍ର ବିଶ୍ୱ କରୋନା ସହିତ ଲଢୁଛନ୍ତି, ସେତେବେଳେ ତମକୁ କାଶ୍ମୀର ଚିନ୍ତା ପଡିଛି। କାଶ୍ମୀର ଆମର ଥିଲା, ଏହା ଆମର ଏବଂ ଏହା ଆମର ରହିବ। 22 କୋଟି ନେଇଯାଅ ଆମର ଜଣେ 1.25 ଲକ୍ଷ ସହିତ ସମାନ। ବାକି ଗଣତି ନିଜେ କର।

କାଶ୍ମୀରକୁ ନେଇ ଆଫ୍ରିଦିଙ୍କ ଭାରତକୁ ଟାର୍ଗେଟ ପରେ ଧାୱନ ଦେଲେ କଡା ଜବାବ୍: କହିଲେ ଆମର ଜଣେ ତମର…

ଆଫ୍ରିଦି ପୂର୍ବରୁ ଏହା କହିଥିଲେ, “କାଶ୍ମୀରବାସୀଙ୍କ ଦୁଃଖ ବୁଝିବାକୁ ପାଇଁ ତୁମର ଧାର୍ମିକ ବିଶ୍ୱାସର ଆବଶ୍ୟକତା ନାହିଁ, କିନ୍ତୁ ତୁମକୁ ଠିକ୍ ସ୍ଥାନରେ ହୃଦୟ ଦରକାର।” ଏହା ପରେ ଆଫ୍ରିଦିଙ୍କ ବିଷୟରେ ସମାଲୋଚନାର ଆରମ୍ଭ ହୋଇଥିଲା। ଆଫ୍ରଦୀଙ୍କ ସହ ସମସ୍ତ ସମ୍ପର୍କ ଭାଙ୍ଗିବା ବିଷୟରେ ହରଭଜନ ଏବଂ ଯୁବରାଜ ମଧ୍ୟ କଥା ହୋଇଥିଲେ।