ଓଡ଼ିଶାରେ ପ୍ରଥମ! ଜଣେ ଡାକ୍ତର ବାହାରିଲେ କରୋନା ପଜିଟିଭ୍, କ୍ଲିକ କରି ପଢନ୍ତୁ ସଂପୂର୍ଣ୍ଣ ଖବର

ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ପ୍ରତିଦିନ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ହେଲେ ନିଜ ଜୀବନକୁ ବିପଦରେ ପକେଇ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ଓଡିଶାରେ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ଆକ୍ରାନ୍ତ ଡାକ୍ତର ଜଣକ କଟକର ହୋଇଥିବା ବେଳେ ସେ ଶିଶୁ ରୋଗ ବିଶେଷଜ୍ଞ ଅଟନ୍ତି। ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିଲେ। ତେବେ ସୂଚନା ମୁତାବକ ଡାକ୍ତରଙ୍କୁ ପ୍ରଥମେ ଜ୍ୱର ହୋଇଥିଲା, ପରେ କରୋନା
 
ଓଡ଼ିଶାରେ ପ୍ରଥମ! ଜଣେ ଡାକ୍ତର ବାହାରିଲେ କରୋନା ପଜିଟିଭ୍, କ୍ଲିକ କରି ପଢନ୍ତୁ ସଂପୂର୍ଣ୍ଣ ଖବର

ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଓଡ଼ିଶାରେ ମଧ୍ୟ ପ୍ରତିଦିନ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ହେଲେ ନିଜ ଜୀବନକୁ ବିପଦରେ ପକେଇ ରୋଗୀଙ୍କୁ ଚିକିତ୍ସା କରୁଥିବା ଜଣେ ଡାକ୍ତର ଓଡିଶାରେ କରୋନା ସଂକ୍ରମିତ ହୋଇଛନ୍ତି। ଉକ୍ତ ଆକ୍ରାନ୍ତ ଡାକ୍ତର ଜଣକ କଟକର ହୋଇଥିବା ବେଳେ ସେ ଶିଶୁ ରୋଗ ବିଶେଷଜ୍ଞ ଅଟନ୍ତି। ସେ କଟକ ସିଟି ହସ୍ପିଟାଲରେ କାର୍ଯ୍ୟରତ ଥିଲେ।

ତେବେ ସୂଚନା ମୁତାବକ ଡାକ୍ତରଙ୍କୁ ପ୍ରଥମେ ଜ୍ୱର ହୋଇଥିଲା, ପରେ କରୋନା ଟେଷ୍ଟ ପରେ ତାଙ୍କ ରକ୍ତ ନମୁନା ପଜିଟିଭ୍ ଆସିଥିଲା। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେ କୌଣସି କରୋନା ରୋଗୀଙ୍କୁ ଚିକିତ୍ସା କରୁନଥିଲେ ମଧ୍ୟ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ତାଙ୍କ ନମୂନାରେ କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ତେବେ ସେ କିପରି କରୋନା ଆକ୍ରାନ୍ତ ଏଲେ ଓ କାହା ସଂସ୍ପର୍ଶରେ ଆସି କରାେନା ଆକ୍ରାନ୍ତ ହୋଇଛନ୍ତି ସେନେଇ ଏବେ ତଦନ୍ତ ଚାଲିଛି। ଡାକ୍ତର କରୋନା ପଜିଟିଭ୍‌ ଚିହ୍ନଟ ପରେ ଏବେ ଅନ୍ୟ ସମସ୍ତ ଡାକ୍ତରଙ୍କ ସ୍ୱାବ୍‌ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି।