କରୋନା ପାଇଁ ପ୍ରତି ଶନିବାର ରବିବାର ସଟଡାଉନ ରହିବ ଓଡିଶାର ଏହି ୧୧ଟି ଜିଲ୍ଲା

କରୋନାକୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଦେଖି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ୧୧ଟି ଜିଲ୍ଲାକୁ ସଟ୍ ଘୋଷଣା କରାଯାଇଛି। ପ୍ରତି ଶନିବାର ଓ ରବିବାର ସଟଡାଉନ ରହିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ତେବେ ସେହି ୧୧ଟି ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲା। ତେବେ ପ୍ରତି ସପ୍ତାହରେ
 
କରୋନା ପାଇଁ ପ୍ରତି ଶନିବାର ରବିବାର ସଟଡାଉନ ରହିବ ଓଡିଶାର ଏହି ୧୧ଟି ଜିଲ୍ଲା

କରୋନାକୁ ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ଦେଖି ରାଜ୍ୟ ସରକାର ବଡ ଘୋଷଣା କରିଛନ୍ତି। ୧୧ଟି ଜିଲ୍ଲାକୁ ସଟ୍ ଘୋଷଣା କରାଯାଇଛି। ପ୍ରତି ଶନିବାର ଓ ରବିବାର ସଟଡାଉନ ରହିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

ତେବେ ସେହି ୧୧ଟି ଜିଲ୍ଲା ଗୁଡିକ ହେଉଛି ଗଞ୍ଜାମ, ପୁରୀ, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ବଲାଙ୍ଗିର ଓ ଖୋର୍ଦ୍ଧା ଜିଲ୍ଲା। ତେବେ ପ୍ରତି ସପ୍ତାହରେ ଏହି ଦୁଇ ଦିନ ସଟଡାଉନ ରହିବ।