ଲକଡାଉନ୍ ୫.୦: ଦେଶରେ ୨ ଲକ୍ଷ ପାଖେଇଲାଣି କରୋନା ମାମଲା; ୨୪ ଘଣ୍ଟା ମଧ୍ୟରେ ଏତେ ଜଣ ପ୍ରାଣ ହରାଇଲେ

ଦେଶରେ କରୋନା ରୋଗ ସଂଖ୍ୟା ୧ ଲକ୍ଷ ୯୦ ହଜାର ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ମୋଟ ୧୯୦୫୩୫ ଟି କରୋନା ମାମଲା ରହିଛି । ୫୩୯୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାରତରେ ବର୍ତ୍ତମାନ ୯୩୩୨୨ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ ଜଣ ଜୀବନ ହରାଇଲେ ଏବଂ ଏପର୍ଯ୍ୟନ୍ତ ଦେଶରେ ୩୮ ଲକ୍ଷରୁ ଅଧିକ କରୋନା
 
ଲକଡାଉନ୍ ୫.୦: ଦେଶରେ ୨ ଲକ୍ଷ ପାଖେଇଲାଣି କରୋନା ମାମଲା; ୨୪ ଘଣ୍ଟା ମଧ୍ୟରେ ଏତେ ଜଣ ପ୍ରାଣ ହରାଇଲେ

ଦେଶରେ କରୋନା ରୋଗ ସଂଖ୍ୟା ୧ ଲକ୍ଷ ୯୦ ହଜାର ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ମୋଟ ୧୯୦୫୩୫ ଟି କରୋନା ମାମଲା ରହିଛି । ୫୩୯୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଭାରତରେ ବର୍ତ୍ତମାନ ୯୩୩୨୨ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ୨୩୦ ଜଣ ଜୀବନ ହରାଇଲେ ଏବଂ ଏପର୍ଯ୍ୟନ୍ତ ଦେଶରେ ୩୮ ଲକ୍ଷରୁ ଅଧିକ କରୋନା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି।

ଏହା ବି ପଢନ୍ତୁ: ଓଡ଼ିଶାରେ ପ୍ରଥମ! ଜଣେ ଡାକ୍ତର ବାହାରିଲେ କରୋନା ପଜିଟିଭ୍, କ୍ଲିକ କରି ପଢନ୍ତୁ ସଂପୂର୍ଣ୍ଣ ଖବର