ବଡ ଖବର: ପତଞ୍ଜଳି କରୋନା ଔଷଧ ତିଆରି କରିବାର ଦାବି କଲା, ଶହ ଶହ ରୋଗୀ ହେଲେ ସୁସ୍ଥ !

ସାରା ଦୁନିଆରେ କରୋନା ର ପ୍ରଭାବ ବଢି ଚାଲିଛି | ସବୁ ଦେଶ ଚେଷ୍ଟା କରୁଛନ୍ତି ଶୀଘ୍ର କରୋନା ର ଆରୋଗ୍ୟ ପାଇଁ ଟୀକା ବାହାର କରିବେ କିନ୍ତୁ ଭାରତର ପତଞ୍ଜଳି ଯାହା କି ବାବା ରାମଦେବ କମ୍ପାନୀ ଗୋଟେ ଦାବି କରିଛନ୍ତି | ଆମେରିକାରୁ ଚୀନ୍, ବ୍ରିଟେନ, ଇସ୍ରାଏଲ୍, ଇଟାଲୀ ଏବଂ ଭାରତ ଟିକା ଉପରେ ଅନେକ ରିପୋର୍ଟ ଜାରି କରିଛନ୍ତି । ଭାରତର ହରିଦ୍ୱାରର ପତଞ୍ଜଳି ଅନୁସନ୍ଧାନ କେନ୍ଦ୍ର କରୋନା ରୋଗୀଙ୍କୁ ଭଲ କରିବା
 
ବଡ ଖବର: ପତଞ୍ଜଳି କରୋନା ଔଷଧ ତିଆରି କରିବାର ଦାବି କଲା, ଶହ ଶହ ରୋଗୀ ହେଲେ ସୁସ୍ଥ !

ସାରା ଦୁନିଆରେ କରୋନା ର ପ୍ରଭାବ ବଢି ଚାଲିଛି | ସବୁ ଦେଶ ଚେଷ୍ଟା କରୁଛନ୍ତି ଶୀଘ୍ର କରୋନା ର ଆରୋଗ୍ୟ ପାଇଁ ଟୀକା ବାହାର କରିବେ କିନ୍ତୁ ଭାରତର ପତଞ୍ଜଳି ଯାହା କି ବାବା ରାମଦେବ କମ୍ପାନୀ ଗୋଟେ ଦାବି କରିଛନ୍ତି |

ଆମେରିକାରୁ ଚୀନ୍, ବ୍ରିଟେନ, ଇସ୍ରାଏଲ୍, ଇଟାଲୀ ଏବଂ ଭାରତ ଟିକା ଉପରେ ଅନେକ ରିପୋର୍ଟ ଜାରି କରିଛନ୍ତି । ଭାରତର ହରିଦ୍ୱାରର ପତଞ୍ଜଳି ଅନୁସନ୍ଧାନ କେନ୍ଦ୍ର କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଔଷଧ ପ୍ରସ୍ତୁତ କରିଛି ବୋଲି ଦାବି କରିଛି ଏବଂ ଏହି ଔଷଧର କ୍ଲିନିକାଲ କଣ୍ଟ୍ରୋଲ ପରୀକ୍ଷଣର ଫଳାଫଳ ମଧ୍ୟ ଆସୁଛି ବୋଲି କହିଛି। ଆଗାମୀ କିଛି ଦିନରେ ଏହା ସ୍ପଷ୍ଟ ହେବ |