ସୁଶାନ୍ତ ସିଂ ରାଜପୁତଙ୍କୁ କାହିଁକି ଘୃଣା କରୁଥିଲେ ସଲମାନ ଖାନ ?? ସତ ଆସିଲା ସାମ୍ନା କୁ…

ରବିବାର ଦିନ ମାତ୍ର 34 ବର୍ଷ ବୟସରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମଗ୍ର ଦେଶକୁ ଥରାଇ ଦେଇଛି । ବର୍ତମାନ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ବଲିଉଡ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ବ୍ୟକ୍ତିତ୍ୱ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତ ବହୁତ ଦିନ ଧରି ଡିପ୍ରେସନରେ ଥିଲେ । ସେ ଜଣେ
 
ସୁଶାନ୍ତ ସିଂ ରାଜପୁତଙ୍କୁ କାହିଁକି ଘୃଣା କରୁଥିଲେ ସଲମାନ ଖାନ ?? ସତ ଆସିଲା ସାମ୍ନା କୁ…

ରବିବାର ଦିନ ମାତ୍ର 34 ବର୍ଷ ବୟସରେ ଅଭିନେତା ସୁଶାନ୍ତ ସିଂ ରାଜପୁତ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ଏହି ଖବର ସମଗ୍ର ଦେଶକୁ ଥରାଇ ଦେଇଛି । ବର୍ତମାନ ସୋସିଆଲ ମିଡିଆରେ ସୁଶାନ୍ତଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଠାରୁ ବଲିଉଡ ପର୍ଯ୍ୟନ୍ତ ପ୍ରତ୍ୟେକ ପ୍ରମୁଖ ବ୍ୟକ୍ତିତ୍ୱ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ଅଭିନେତା ସୁଶାନ୍ତ ସିଂ ରାଜପୁତ ବହୁତ ଦିନ ଧରି ଡିପ୍ରେସନରେ ଥିଲେ । ସେ ଜଣେ ଡାକ୍ତରଙ୍କ ଠାରୁ ନିଜର ଚିକିତ୍ସା ମଧ୍ୟ କରୁଥିଲେ । ପୋଲିସ ତଦନ୍ତ କରିବା ପରେ ସେ ଔଷଧ ଏବଂ କାଗଜପତ୍ର ଏବଂ ଡାକ୍ତରଙ୍କ କିଛି କାଗଜପତ୍ର ଉଦ୍ଧାର କରିଛନ୍ତି ।

ଏବେ ସୁଶାନ୍ତ ଙ୍କ ଡିପ୍ରେସନ ର କାରଣ ସ୍ପଷ୍ଟ ତା ହୋଇନି ମାତ୍ର କୁହାଯାଉଛି ଯେ ବଲିଉଡ ଇଣ୍ଡଷ୍ଟ୍ରି ରେ ସୁଶାନ୍ତ ଙ୍କୁ ଅଣଦେଖା କରାଯାଇଥିଲା, ବହୁତ ନାମୀ ଦାମୀ ନିର୍ମାତା ସୁଶାନ୍ତ ଙ୍କ ଉପରେ ବ୍ୟାନ ଲଗାଇ ଥିଲେ ବୋଲି ଶୁଣିବାକୁ ମିଳୁଛି । ସେ ଭିତରେ ଧର୍ମା ପ୍ରଡକ୍ସନ, ୟସରାଜ ଫିଲ୍ମସ, ଟି – ସିରିଜ, ସଲମାନ ଖାନ ଏବଂ ବାଲାଜୀ ଥିଲେ ବୋଲି ଦାବି କରା ଯାଇଛି ।

ଏହା ବି ପଢନ୍ତୁ: ସୁଶାନ୍ତଙ୍କ ଆତ୍ମହତ୍ୟାରେ ଆଶ୍ଚର୍ଯ୍ୟ ହେଲେ କ୍ରିକେଟର ସେନ ୱାଟସନ, ଟ୍ୱିଟ କରି କହିଲେ ଏମିତି କଥା

ଶୁଣିବାକୁ ମିଳିଥିଲା ସଲମାନ ଖାନ ଗୋଟେ ଫିଲ୍ମ ରେ ସୁଶାନ୍ତ କୁ ଲିଡ଼ ରୋଲ ଦେଇଥାନ୍ତେ ମାତ୍ର ସେମିତି କିଛି ହେଲା ନାହିଁ । ଗୋଟେ ଇଣ୍ଟରଭିଉ ରେ ସଲମାନ ଖାନ ଙ୍କୁ ଏହି ବିଷୟରେ ପଚରାଯାଇଥିଲା ତ ସଲମାନ ରାଗିଯାଇଥିଲେ, କହିଲେ ସୁଶାନ୍ତ କିଏ ?? ଆଉ ମୁ କଣ ପାଇଁ ତାଙ୍କ ସହ ଫିଲ୍ମ କରିବି ??

ସୁଶାନ୍ତ ସିଂ ରାଜପୁତଙ୍କୁ କାହିଁକି ଘୃଣା କରୁଥିଲେ ସଲମାନ ଖାନ ?? ସତ ଆସିଲା ସାମ୍ନା କୁ…

ସଲମାନ ରାଗିବାର କାରଣ ଗୋଟେ ପାର୍ଟି ରେ ସୁରଜ ପାଞ୍ଚାଳୀ ଏବଂ ସୁଶାନ୍ତ ଙ୍କ ମଧ୍ୟରେ କିଛି କାରଣରୁ ଝଗଡା ହୋଇଥିଲା, ଏହା ଜାଣିବା ପରେ ସଲମାନ ଖାନ ଫୋନେ କଲେ ସୁଶାନ୍ତ ଙ୍କୁ ଏବଂ ବହୁତ ଗାଳି କରିଥିଲେ । ଏହି କାରଣ ରୁ ସୁଶାନ୍ତ ଙ୍କୁ କୌଣସି ଫିଲ୍ମ ରେ କାମ ଦେଵାଉ ଚାହୁଁ ନଥିଲେ ସଲମାନ ଖାନ ।