ହଟହଟା କଲା ପତଞ୍ଜଳୀ କଣ୍ଡୋମ, ଏହି କାରଣ ରୁ ଯୁବକ ଗଲେ ଥାନା କୁ, ପୋଲିସ ମଧ୍ୟ ହେଲା ଆଶ୍ଚର୍ଯ୍ୟ…

ନୂଆ ଦିଲ୍ଲୀ: ମାର୍କେଟ ରେ ବିଭିର୍ନ ପ୍ରକାରର କଣ୍ଡୋମ ଉପଲବ୍ଧ ଅଛି କିନ୍ତୁ ପତଞ୍ଜଳି କଣ୍ଡୋମ ଏବେ ଚର୍ଚା ର ବିଷୟ ପାଲଟିଛି । ଘଟଣା ହଉଚି ରାଜଧାନୀ ଦିଲ୍ଲୀ ର, ଯେଉଁଠାରେ ପତଞ୍ଜଳି କମ୍ପାନୀ ଅର୍ଥାତ ବାବା ରାମଦେବ ଙ୍କ ବିରୋଧ ରେ ଥାନା ରେ ମାମଲା ରୁଜୁ ହୋଇଛି । ଘଟଣା ହେଉଛି ଜଣେ ଯୁବକ ଏହି କରୋନା କାଳ ସମୟରେ ଖୋଜି ଖୋଜି ପତଞ୍ଜଳୀ କଣ୍ଡୋମ କିଣି ବ୍ୟବହାର କରିଥିଲେ । ହେଲେ
 
ହଟହଟା କଲା ପତଞ୍ଜଳୀ କଣ୍ଡୋମ, ଏହି କାରଣ ରୁ ଯୁବକ ଗଲେ ଥାନା କୁ, ପୋଲିସ ମଧ୍ୟ ହେଲା ଆଶ୍ଚର୍ଯ୍ୟ…

ନୂଆ ଦିଲ୍ଲୀ: ମାର୍କେଟ ରେ ବିଭିର୍ନ ପ୍ରକାରର କଣ୍ଡୋମ ଉପଲବ୍ଧ ଅଛି କିନ୍ତୁ ପତଞ୍ଜଳି କଣ୍ଡୋମ ଏବେ ଚର୍ଚା ର ବିଷୟ ପାଲଟିଛି । ଘଟଣା ହଉଚି ରାଜଧାନୀ ଦିଲ୍ଲୀ ର, ଯେଉଁଠାରେ ପତଞ୍ଜଳି କମ୍ପାନୀ ଅର୍ଥାତ ବାବା ରାମଦେବ ଙ୍କ ବିରୋଧ ରେ ଥାନା ରେ ମାମଲା ରୁଜୁ ହୋଇଛି ।

ଘଟଣା ହେଉଛି ଜଣେ ଯୁବକ ଏହି କରୋନା କାଳ ସମୟରେ ଖୋଜି ଖୋଜି ପତଞ୍ଜଳୀ କଣ୍ଡୋମ କିଣି ବ୍ୟବହାର କରିଥିଲେ । ହେଲେ ପତଞ୍ଜଳୀ କଣ୍ଡୋମ ବ୍ୟବହାର କରି ଯୁବକ ଜଣଙ୍କ ପୀଡ଼ା ଅନୁଭବ କରିଥିଲେ, ଏପରିକି ପୋଡ଼ାଜଳା ବି ହୋଇଥିଲା । ଲିଙ୍ଗରେ କଷ୍ଟ ଅନୁଭବ ହେବାରୁ ସେ ଲିଙ୍ଗରୁ କଣ୍ଡୋମ ବାହାର କରିଦେଇଥିଲେ । ତାପରେ ସେ ଅଧିକ ପୋଡ଼ାଜଳା ଅନୁଭବ କରିଥିଲେ ।

ପତଞ୍ଜଳୀ କମ୍ପାନୀ ବିରୋଧରେ ଅଭିଯୋଗ କରିବା ସହ ଥାନା ରେ FIR ଦେଇଥିଲେ । ସେ କହିଥିଲେ ଟିଭି ରେ ପତଞ୍ଜଳି କଣ୍ଡୋମ ର ବିଜ୍ଞାପନ ଦେଖି ସେ କିଣିଥିଲେ କିନ୍ତୁ ତାପରେ ପତଞ୍ଜଳୀ କଣ୍ଡୋମ ଉପରେ ତାଙ୍କ ବିଶ୍ୱାସ ଉଠିଗଲା ।