ବଡ ଖବର: ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ, ଏତେ ଜଣଙ୍କ ହୋଇଥିଲା ପରୀକ୍ଷା ମାତ୍ର…

ବର୍ତମାନ ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଏହି ସମ୍ପର୍କ ରେ ପୁରୀ ଜିଲ୍ଲା ପ୍ରଶାସନ ନିଜ ଅଫିସିଆଲ ଆକାଉଣ୍ଟ ରୁ ଟ୍ୱିଟ କରି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ କାଲି ୧୧୪୩ ଜଣ ସେବାୟତଙ୍କ କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା ହେଲେ ସେଭିତରୁ ଜଣେ ସଂକ୍ରମିତ ବାହାରିଲେ । ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେବାୟତ କରୋନା ପଜିଟିଭ୍
 
ବଡ ଖବର: ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍ ଚିହ୍ନଟ, ଏତେ ଜଣଙ୍କ ହୋଇଥିଲା ପରୀକ୍ଷା ମାତ୍ର…

ବର୍ତମାନ ପୁରୀ ଶ୍ରୀମନ୍ଦିରର ଜଣେ ସେବାୟତ କରୋନା ରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ମିଳିଛି । ଏହି ସମ୍ପର୍କ ରେ ପୁରୀ ଜିଲ୍ଲା ପ୍ରଶାସନ ନିଜ ଅଫିସିଆଲ ଆକାଉଣ୍ଟ ରୁ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ କାଲି ୧୧୪୩ ଜଣ ସେବାୟତଙ୍କ କୋଭିଡ୍-୧୯ ପରୀକ୍ଷା କରାଯାଇଥିଲା ହେଲେ ସେଭିତରୁ ଜଣେ ସଂକ୍ରମିତ ବାହାରିଲେ । ରଥଯାତ୍ରା ପୂର୍ବରୁ କୋଭିଡ୍ ଟେଷ୍ଟ କରାଯିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେବାୟତ କରୋନା ପଜିଟିଭ୍ ଆସିବା ପରେ ସମ୍ପୃକ୍ତ ଅଂଚଳ କୁ କଣ୍ଟେନ୍ଟମେଣ୍ଟ ଜୋନ ଘୋଷଣା କରା ଯାଇଛି ।