ଲକଡାଉନରେ ଝିଲିକଙ୍କ ଘରେ କାହିଁକି ଏକାଠି ହେଲେ ସବୁ ଓଲିଉଡ୍‌ ସୁନ୍ଦରୀ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଲକଡାଉନ ଭିତରେ ଓଲିଉଡର ସବୁ ଅଭିନେତ୍ରୀ ମାନେ ଏକାଠି ହେଇଥିବାର ଦେଖିବାକୁ ମିଳିଛି। ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଘରେ ସବୁ ହିରୋଇନ୍ ମାନଙ୍କ ଗହଳି ହୋଇଥିଲା। ତେବେ ଏହି ଲକଡାଉନ ସମୟରେ ସମସ୍ତେ ଝିଲିକଙ୍କ ଘରେ କଣ କରୁଥିଲେ ସେ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠିଛି। ଏହି ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ପ୍ରକୃତ କଥା ହେଉଛି ଝିଲିକ ନିଜ ବାହାଘରର ସେଲିବ୍ରେସନ ପାଇଁ ଡାକିଥିଲେ। ମାର୍ଚ୍ଚ ୧୧ ତାରିଖରେ
 
ଲକଡାଉନରେ ଝିଲିକଙ୍କ ଘରେ କାହିଁକି ଏକାଠି ହେଲେ ସବୁ ଓଲିଉଡ୍‌ ସୁନ୍ଦରୀ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଲକଡାଉନ ଭିତରେ ଓଲିଉଡର ସବୁ ଅଭିନେତ୍ରୀ ମାନେ ଏକାଠି ହେଇଥିବାର ଦେଖିବାକୁ ମିଳିଛି। ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଘରେ ସବୁ ହିରୋଇନ୍ ମାନଙ୍କ ଗହଳି ହୋଇଥିଲା। ତେବେ ଏହି ଲକଡାଉନ ସମୟରେ ସମସ୍ତେ ଝିଲିକଙ୍କ ଘରେ କଣ କରୁଥିଲେ ସେ ନେଇ ସୋସିଆଲ୍ ମିଡିଆରେ ପ୍ରଶ୍ନ ଉଠିଛି। ଏହି ଫଟୋ ସବୁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଲକଡାଉନରେ ଝିଲିକଙ୍କ ଘରେ କାହିଁକି ଏକାଠି ହେଲେ ସବୁ ଓଲିଉଡ୍‌ ସୁନ୍ଦରୀ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ତେବେ ପ୍ରକୃତ କଥା ହେଉଛି ଝିଲିକ ନିଜ ବାହାଘରର ସେଲିବ୍ରେସନ ପାଇଁ ଡାକିଥିଲେ। ମାର୍ଚ୍ଚ ୧୧ ତାରିଖରେ ବଙ୍ଗୀୟ ଅଭିନେତ୍ରୀ ଝିଲିକ ବିଜେଡି ସୁକିନ୍ଦା ବିଧାୟକ ପ୍ରଫୁଲ୍ଲ ଘଡ଼େଇଙ୍କ ପୁଅ ପ୍ରୀତିରଞ୍ଜନ ଘଡ଼େଇଙ୍କୁ ବିବାହ କରିଥିଲେ। ହେଲେ ପରେ ଲକଡାଉନ ହୋଇଯିବାରୁ ଓଲିଉଡ କଳାକାରଙ୍କ ସହ ବାହାଘର ସେଲିବ୍ରେସନ କରିପାରି ନଥିଲେ। ଯାହା ପାଇଁ ଝିଲିକ ଓଲିଡର କଳାକାରଙ୍କ ନିଜ ଘରକୁ ଡାକି ସେଲିବ୍ରେସନ କରିଥିଲେ।

ଲକଡାଉନରେ ଝିଲିକଙ୍କ ଘରେ କାହିଁକି ଏକାଠି ହେଲେ ସବୁ ଓଲିଉଡ୍‌ ସୁନ୍ଦରୀ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ସେଲିବ୍ରେସନରେ ଓଲିଉଡର ଅଭିନେତା ଶୁଭାଶିଷଙ୍କ ସହ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର, ନିହାରିକା, ଭୂମିକା, ଶିବାନୀ, ପୁନମ, ପ୍ରିୟା ପ୍ରମୁଖ ସାମିଲ ହୋଇଥିଲେ। ପରେ ସମସ୍ତେ ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମରେ ସେଆର୍ କରିଛନ୍ତି।