ଜୋର୍ ବର୍ଷାରେ ଦ୍ରୁତି ଗତିର ଅଟୋରୁ ଅଧା ବାହାରି ଯୁବତୀ କରୁଥିଲେ ଟିକଟକ୍ ଭିଡିଓ, ଆଉ ତାପରେ…

ସୋସିଆଲ ମିଡିଆ ଆପ୍ ଟିକଟକ୍ ଭିଡିଓ ତିଆରି ପାଇଁ ଆଜିକାର ଯୁବପିଢି ଜୀବନ ସହ ଖେଳୁଛନ୍ତି। ଏହି ମାମଲାରେ କେବଳ ଯୁବକ ନୁହଁନ୍ତି ଯୁବତୀ ମଧ୍ୟ ପଛରେ ନାହାଁନ୍ତି। ଜଣେ ଯୁବତୀଙ୍କ ଟିକଟକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବର୍ଷା ସମୟରେ ଚଳନ୍ତା ଅଟୋରୁ ବାହାରକୁ ଅଧା ବାହାରି ହଟ ଷ୍ଟାଇଲରେ ନାଚୁଛନ୍ତି। ଟିକଟକର ଏହି ଭାଇରାଲ୍ ଭିଡିଓରେ ଉଜ୍ଜନ ଜଙ୍କସନ ପଛରେ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଉଜ୍ଜନ ରେଳ ଷ୍ଟେସନ
 
ଜୋର୍ ବର୍ଷାରେ ଦ୍ରୁତି ଗତିର ଅଟୋରୁ ଅଧା ବାହାରି ଯୁବତୀ କରୁଥିଲେ ଟିକଟକ୍ ଭିଡିଓ, ଆଉ ତାପରେ…

ସୋସିଆଲ ମିଡିଆ ଆପ୍ ଟିକଟକ୍ ଭିଡିଓ ତିଆରି ପାଇଁ ଆଜିକାର ଯୁବପିଢି ଜୀବନ ସହ ଖେଳୁଛନ୍ତି। ଏହି ମାମଲାରେ କେବଳ ଯୁବକ ନୁହଁନ୍ତି ଯୁବତୀ ମଧ୍ୟ ପଛରେ ନାହାଁନ୍ତି। ଜଣେ ଯୁବତୀଙ୍କ ଟିକଟକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବର୍ଷା ସମୟରେ ଚଳନ୍ତା ଅଟୋରୁ ବାହାରକୁ ଅଧା ବାହାରି ହଟ ଷ୍ଟାଇଲରେ ନାଚୁଛନ୍ତି। ଟିକଟକର ଏହି ଭାଇରାଲ୍ ଭିଡିଓରେ ଉଜ୍ଜନ ଜଙ୍କସନ ପଛରେ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ଉଜ୍ଜନ ରେଳ ଷ୍ଟେସନ ନିକଟରେ ଥିବା ରାସ୍ତାରେ ଭିଡିଓ ପ୍ରସ୍ତୁତ କରାଯାଇଛି।

ଜୋର୍ ବର୍ଷାରେ ଦ୍ରୁତି ଗତିର ଅଟୋରୁ ଅଧା ବାହାରି ଯୁବତୀ କରୁଥିଲେ ଟିକଟକ୍ ଭିଡିଓ, ଆଉ ତାପରେ…

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିବା ଅଫଲୋଡ ହୋଇଥିବା ଏହି ଟିକଟକ ଭିଡିଓରେ ଜଣେ 20 ବର୍ଷର ଝିଅ ‘ହରିୟାଲ ଜବାନୀ ମେରି ଶୁଖି ଶୁଖି ଯାଏ …’ ଗୀତରେ ନାଚୁଥିବାର ନଜର ଦେଖିବାକୁ ମିଳୁଛି। ଆଶ୍ଚର୍ଯ୍ୟର କଥା ହେଉଛି ଏହି ସମୟ ମଧ୍ୟରେ ଅଟୋ ଦ୍ରୁତ ଗତିରେ ଚାଲୁଛି ଏବଂ ମହିଳା ଅଟୋରୁ ସମସ୍ତ ଶରୀରକୁ ବାହାର କରି ନେଇଛନ୍ତି।

ଜୋର୍ ବର୍ଷାରେ ଦ୍ରୁତି ଗତିର ଅଟୋରୁ ଅଧା ବାହାରି ଯୁବତୀ କରୁଥିଲେ ଟିକଟକ୍ ଭିଡିଓ, ଆଉ ତାପରେ…

ସେ ଗୋଟିଏ ହାତରେ ଅଟୋ ଧରି ଅନ୍ୟ ହାତରେ ନାଚୁଛନ୍ତି। ଏହି ସମୟରେ ପ୍ରବଳ ବର୍ଷା ହେଉଛି। ଭିଡିଓ ଶେଷରେ ମହିଳା ଅଟୋରୁ ଓହ୍ଲାଇ ବର୍ଷା ପାଣିରେ ତଳେ ନାଚିନାଚି ପଡ଼ି ଯାଉଛନ୍ତି। ସୂଚନା ମୁତାବକ ଉଜ୍ଜନ ଥାନା ପକ୍ଷରୁ କୁହାଯାଇଛି ଯେ ଯୁବତୀଙ୍କ ବିଷୟରେ ତଥ୍ୟ ସଂଗ୍ରହ କରାଯାଉଛି। ସେ ଅଟୋରୁ ବାହାରକୁ ଯାଇ ନାଚୁଥିବା ନଜର ଆସିଛନ୍ତି। ଭିଡିଓ ଅନୁସନ୍ଧାନ କରାଯାଉଛି। ଝିଅକୁ ଚିହ୍ନିବା ପାଇଁ ମଧ୍ୟ ଚେଷ୍ଟା କରାଯାଉଛି। ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।