ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ହୋମଯଜ୍ଞ କଲେ ରାନୀ ପଣ୍ଡା ହେଲେ କାହିଁକି? କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ପୁଣି ଚର୍ଚ୍ଚାରେ ଯଲିଉଡ ଅଭିନେତ୍ରୀ ରାନୀ ପଣ୍ଡା। କେବେ ବିବାଦରେ ଫସିରହୁଥିବା ରାନୀ ଏବେ ଭଲ କାମ କରି ପ୍ରସଂଶା ସାଉଁଟୁଛନ୍ତି। ନିକଟରେ ସେ ଅନେକ ଜଣଙ୍କୁ ଅନେକ ସାହାଯ୍ୟ କରିଥିବା ଦେଖିବାକୁ ମିଳୁଛି ସେଥିମଧ୍ୟରୁ କରୋନା ପାଇଁ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିବା। ତେବେ ଏବେ ରାନୀଙ୍କୁ ହୋମଯଜ୍ଞ କରିଥିବାର ଦେଖିବାକୁ ମିଳିଛି। କରୋନା ସମୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁବ୍ୟବସ୍ଥିତ ଢଙ୍ଗରେ ଆୟୋଜନ କରି ଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ
 
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ହୋମଯଜ୍ଞ କଲେ ରାନୀ ପଣ୍ଡା ହେଲେ କାହିଁକି? କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ପୁଣି ଚର୍ଚ୍ଚାରେ ଯଲିଉଡ ଅଭିନେତ୍ରୀ ରାନୀ ପଣ୍ଡା। କେବେ ବିବାଦରେ ଫସିରହୁଥିବା ରାନୀ ଏବେ ଭଲ କାମ କରି ପ୍ରସଂଶା ସାଉଁଟୁଛନ୍ତି। ନିକଟରେ ସେ ଅନେକ ଜଣଙ୍କୁ ଅନେକ ସାହାଯ୍ୟ କରିଥିବା ଦେଖିବାକୁ ମିଳୁଛି ସେଥିମଧ୍ୟରୁ କରୋନା ପାଇଁ ରିଲିଫ ପାଣ୍ଠିକୁ ୫୦ ହଜାର ଟଙ୍କା ଦାନ କରିବା। ତେବେ ଏବେ ରାନୀଙ୍କୁ ହୋମଯଜ୍ଞ କରିଥିବାର ଦେଖିବାକୁ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ହୋମଯଜ୍ଞ କଲେ ରାନୀ ପଣ୍ଡା ହେଲେ କାହିଁକି? କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

କରୋନା ସମୟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ସୁବ୍ୟବସ୍ଥିତ ଢଙ୍ଗରେ ଆୟୋଜନ କରି ଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାବାସୀଙ୍କ ଦୀର୍ଘାୟୁ କାମନା କରି ଓଡ଼ିଶା କିପରି କରୋନାରୁ ମୁକ୍ତ ହୋଇପାରିବ, ଏଥିପାଇଁ ରାନୀ ଗତକାଲି ତାଙ୍କ ସାମନ୍ତରାପୁର ଘରେ ଏକ ଯଜ୍ଞର ଆୟୋଜନ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ହୋମଯଜ୍ଞ କଲେ ରାନୀ ପଣ୍ଡା ହେଲେ କାହିଁକି? କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ତେବେ ରାନୀ ପଣ୍ଡା ଏହି ଯଜ୍ଞରେ ସେ ଅଖଣ୍ଡ ଦୀପ ଦାନ କରିବା ସହିତ ସମସ୍ତଙ୍କ ମଙ୍ଗଳ କାମନା କରି ହୋମ ମଧ୍ୟ କରିଥିଲେ। ରାନୀ ନିଜେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ଯଜ୍ଞ କରିବା କଥା ସୂଚନା ଦେଇଥିଲେ। ତେବେ ରାନୀ ପଣ୍ଡା କଳାକାର ବିଜୟ ମହାନ୍ତି ଓ ଦୀପା ସାହୁଙ୍କୁ ମଧ୍ୟ କିଛି ସାହାଯ୍ୟ ପ୍ରଦାନ କରିଥିଲେ।