୮ ହଜାର ଟପିଲା ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ

ଦେଶରେ କାୟା ବିସ୍ତାର କରି ଚାଲିଛି ମହାମାରୀ ରୋଗ କରୋନା ଭାଇରସ, ଦିନକୁ ଦିନ ଅଧିକ ବେଗରେ ଲୋକଙ୍କୁ ସଂକ୍ରମଣ କରୁଛି ଏହି ମହାମାରୀ। ଭାରତରେ ୬ ଲକ୍ଷ ଅତିକ୍ରମ କରି ସାରିଲାଣି କରୋନା କେସ୍, ଏହା ସହ ଓଡ଼ିଶାରେ ୮ ହଜାର ପାର କରି ସାରିଛି କରୋନା। ଓଡ଼ିଶାରେ ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮ ହଜାର ଅତିକ୍ରମ କରି ଶୁକ୍ରବାର ସୁଦ୍ଧା ୮,୧୦୬ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା।
 
୮ ହଜାର ଟପିଲା ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ

ଦେଶରେ କାୟା ବିସ୍ତାର କରି ଚାଲିଛି ମହାମାରୀ ରୋଗ କରୋନା ଭାଇରସ, ଦିନକୁ ଦିନ ଅଧିକ ବେଗରେ ଲୋକଙ୍କୁ ସଂକ୍ରମଣ କରୁଛି ଏହି ମହାମାରୀ। ଭାରତରେ ୬ ଲକ୍ଷ ଅତିକ୍ରମ କରି ସାରିଲାଣି କରୋନା କେସ୍, ଏହା ସହ ଓଡ଼ିଶାରେ ୮ ହଜାର ପାର କରି ସାରିଛି କରୋନା। ଓଡ଼ିଶାରେ ଆଉ ୫୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୮ ହଜାର ଅତିକ୍ରମ କରି ଶୁକ୍ରବାର ସୁଦ୍ଧା ୮,୧୦୬ରେ ପହଞ୍ଚିଛି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ସେମାନଙ୍କ ମଧ୍ୟରୁ ୫,୭୦୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୬୪ ଜଣ ଚିକିସ୍ତାଧୀନ ଅଛନ୍ତି ଓ ୨୯ ଜଣଙ୍କର ମୃତ୍ୟୁ ଘଟିଛି।

୮ ହଜାର ଟପିଲା ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ

ଚିହ୍ନଟ ହୋଇଥିବା ନୂଆ ୫୬୧ ମାମଲା ମଧ୍ୟରୁ ୪୨୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ, ବାକି ୧୩୬ଟି କେସ୍ ହେଉଛି ଲୋକାଲ୍ କଣ୍ଟାକ୍ଟସ। ଏହାଛଡା ଶୁକ୍ରବାର ଦିନ ୨୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି। ତେବେ ଆସନ୍ତୁ ଦେଖିବା କେଉଁ ଜିଲ୍ଲାରେ କେତେଜଣ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି ଓ କେତେଜଣ ସୁସ୍ଥ ହୋଇଛନ୍ତି।

ଗଞ୍ଜାମ: (ମୋଟ-୧୮୫୦,ସୁସ୍ଥ-୧୧୨୮,ଆକ୍ଟିଭ୍-୭୦୪),

ଯାଜପୁର: (ମୋଟ-୫୪୦,ସୁସ୍ଥ-୩୯୧,ଆକ୍ଟିଭ୍-୧୪୯),

ଖୋର୍ଦ୍ଧା: (ମୋଟ-୮୯୪,ସୁସ୍ଥ-୭୦୩,ଆକ୍ଟିଭ୍-୧୮୪),

ବାଲେଶ୍ୱର: (ମୋଟ-୩୭୭,ସୁସ୍ଥ-୩୦୯,ଆକ୍ଟିଭ୍-୬୭),

କଟକ: (ମୋଟ-୭୦୨,ସୁସ୍ଥ-୫୦୯,ଆକ୍ଟିଭ୍-୧୮୮),

କେନ୍ଦ୍ରାପଡ଼ା: (ମୋଟ-୨୫୩,ସୁସ୍ଥ-୨୨୬,ଆକ୍ଟିଭ୍-୨୭),

ଭଦ୍ରକ: (ମୋଟ-୨୩୩,ସୁସ୍ଥ-୨୨୪,ଆକ୍ଟିଭ୍-୯),

ବଲାଙ୍ଗିର: (ମୋଟ-୨୧୩,ସୁସ୍ଥ-୧୫୩,ଆକ୍ଟିଭ୍-୬୦),

ପୁରୀ: (ମୋଟ-୨୭୩,ସୁସ୍ଥ-୨୧୫,ଆକ୍ଟିଭ୍-୫୬)

ସୁନ୍ଦରଗଡ଼: (ମୋଟ-୨୨୦,ସୁସ୍ଥ-୧୭୬,ଆକ୍ଟିଭ୍-୪୪),

ଜଗତସିଂହପୁର: (ମୋଟ-୩୦୫,ସୁସ୍ଥ-୨୨୭,ଆକ୍ଟିଭ୍-୭୮),

ନୟାଗଡ଼: (ମୋଟ-୧୬୩,ସୁସ୍ଥ-୧୨୯,ଆକ୍ଟିଭ୍-୩୪),

ମୟୂରଭଞ୍ଜ: (ମୋଟ-୨୨୫,ସୁସ୍ଥ-୧୬୦,ଆକ୍ଟିଭ୍-୬୪),

ନୂଆପଡ଼ା: (ମୋଟ-୮୨,ସୁସ୍ଥ-୭୮,ଆକ୍ଟିଭ୍-୪),

ଗଜପତି: (ମୋଟ-୪୪୨,ସୁସ୍ଥ-୨୩୧,ଆକ୍ଟିଭ୍-୨୧୧),

ଢେଙ୍କାନାଳ: (ମୋଟ-୮୩,ସୁସ୍ଥ-୬୬,ଆକ୍ଟିଭ୍-୧୭),

ବୌଦ୍ଧ: (ମୋଟ-୪୫,ସୁସ୍ଥ-୪୦,ଆକ୍ଟିଭ୍-୫),

କେନ୍ଦୁଝର: (ମୋଟ-୧୫୨,ସୁସ୍ଥ-୯୬,ଆକ୍ଟିଭ୍-୫୬),

ଦେବଗଡ଼: (ମୋଟ-୬୨,ସୁସ୍ଥ-୪୨,ଆକ୍ଟିଭ୍-୨୦),

ଅନୁଗୁଳ: (ମୋଟ-୭୧,ସୁସ୍ଥ-୫୭,ଆକ୍ଟିଭ୍-୧୩),

ସୋନପୁର: (ମୋଟ-୩୭,ସୁସ୍ଥ-୩୫,ଆକ୍ଟିଭ୍-୨),

କଳାହାଣ୍ଡି: (ମୋଟ-୭୬,ସୁସ୍ଥ-୭୦,ଆକ୍ଟିଭ୍-୬),

କନ୍ଧମାଳ: (ମୋଟ-୧୭୮,ସୁସ୍ଥ-୧୭୮,ଆକ୍ଟିଭ୍-୦),

ମାଲକାନଗିରି: (ମୋଟ-୧୦୬,ସୁସ୍ଥ-୫୩,ଆକ୍ଟିଭ୍-୫୩),

ସମ୍ବଲପୁର: (ମୋଟ-୬୪,ସୁସ୍ଥ-୩୬,ଆକ୍ଟିଭ୍-୨୮),

କୋରାପୁଟ: (ମୋଟ-୫୨,ସୁସ୍ଥ-୨୫,ଆକ୍ଟିଭ୍-୨୭),

ବରଗଡ଼: (ମୋଟ-୧୩୧,ସୁସ୍ଥ-୬୪,ଆକ୍ଟିଭ୍-୬୬),

ଝାରସୁଗୁଡ଼ା: (ମୋଟ-୧୨୦,ସୁସ୍ଥ-୪୯,ଆକ୍ଟିଭ୍-୭୧),

ରାୟଗଡ଼ା: (ମୋଟ-୧୧୫,ସୁସ୍ଥ-୨୨,ଆକ୍ଟିଭ୍-୯୩),

ନବରଙ୍ଗପୁର: (ମୋଟ-୪୨,ସୁସ୍ଥ-୧୩,ଆକ୍ଟିଭ୍-୨୮)