ଜାରି ହେଲା ICC ଏକଦିବସୀୟ ର‌୍ୟାଙ୍କିଗ: ବିରାଟଙ୍କୁ କଡ଼ା ଟକ୍କର ଦେଲେ ପାକିସ୍ତାନ ର ଏହି ଖେଳାଳି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କ୍ରିକେଟ ପ୍ରଭାବିତ ହୋଇଛି । ବର୍ତମାନ ବହୁତ କମ କ୍ରିକେଟ ଖେଳା ଯାଉଛି । ଏମିତିରେ ICC ଜାରି କରିଛି ଏକଦିବସୀୟ ର୍ୟାଙ୍କିଗ ଯେଉଁଥିରେ ବିରାଟ କୋହଲି ପ୍ରଥମ ସ୍ଥାନ ରେ ଅଛନ୍ତି । ବିରାଟ କୋହଲି 871 ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ 855 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଓପନର ହିଟ ମେନ ରୋହିତ ଶର୍ମା । ଏହା ପରେ ପାକିସ୍ତାନ ବ୍ୟାଟସମାନ ବାବର
 
ଜାରି ହେଲା ICC ଏକଦିବସୀୟ ର‌୍ୟାଙ୍କିଗ: ବିରାଟଙ୍କୁ କଡ଼ା ଟକ୍କର ଦେଲେ ପାକିସ୍ତାନ ର ଏହି ଖେଳାଳି

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ କ୍ରିକେଟ ପ୍ରଭାବିତ ହୋଇଛି । ବର୍ତମାନ ବହୁତ କମ କ୍ରିକେଟ ଖେଳା ଯାଉଛି । ଏମିତିରେ ICC ଜାରି କରିଛି ଏକଦିବସୀୟ ର‌୍ୟାଙ୍କିଗ ଯେଉଁଥିରେ ବିରାଟ କୋହଲି ପ୍ରଥମ ସ୍ଥାନ ରେ ଅଛନ୍ତି ।

ବିରାଟ କୋହଲି 871 ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ 855 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭାରତୀୟ ଓପନର ହିଟ ମେନ ରୋହିତ ଶର୍ମା । ଏହା ପରେ ପାକିସ୍ତାନ ବ୍ୟାଟସମାନ ବାବର ଆଜମ 829 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି ।

ICC ର ଏକଦିବସୀୟ ବୋଲର ର‌୍ୟାଙ୍କିଗରେ ନ୍ୟୁଜଲାଣ୍ଡର ଫାଷ୍ଟ ବୋଲର ଟ୍ରେଣ୍ଟ ବୋଲଟ 722 ପଏଣ୍ଟ ସହ ଶୀର୍ଷରେ ରହିଥିବା ବେଳେ ଭାରତୀୟ ସ୍ପିଡ ଷ୍ଟାର ଜଶପ୍ରୀତ ବୁମ୍ରା 719 ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଏବଂ ଆଫଗାନିସ୍ତାନ ସ୍ପିନର ମୁଜିବୁର ରେହମାନ ତୃତୀୟରେ ସ୍ଥାନରେ ରହିଛନ୍ତି ।