ବଢି ଚାଲିଛି ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ

ଓଡିଶାରେ ବଢି ବଢି ଚାଲିଛି କରୋନା ମହାମାରୀ। ଅଧିକ ଟେଷ୍ଟ କାରଣରୁ ପ୍ରତିଦିନ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୯୯ ଟି ନୂଆ କରୋନା ଭାଇରସ ରିପୋର୍ଟ ହୋଇଥିଲା। ରାଜ୍ୟରେ ସମୁଦାୟ କରୋନା ଭାଇରସ ପଜିଟିଭ ମାମଲା ବର୍ତ୍ତମାନ ୩୧,୮୭୭ ରେ ପହଞ୍ଚି ଥିବା ବେଳେ କରୋନା ଭାଇରସ୍ ସକ୍ରିୟ ମାମଲା ସଂଖ୍ୟା ୧୧,୯୧୮ ଅଛି। ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି। ସମସ୍ତ
 
ବଢି ଚାଲିଛି ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ

ଓଡିଶାରେ ବଢି ବଢି ଚାଲିଛି କରୋନା ମହାମାରୀ। ଅଧିକ ଟେଷ୍ଟ କାରଣରୁ ପ୍ରତିଦିନ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୯୯ ଟି ନୂଆ କରୋନା ଭାଇରସ ରିପୋର୍ଟ ହୋଇଥିଲା। ରାଜ୍ୟରେ ସମୁଦାୟ କରୋନା ଭାଇରସ ପଜିଟିଭ ମାମଲା ବର୍ତ୍ତମାନ ୩୧,୮୭୭ ରେ ପହଞ୍ଚି ଥିବା ବେଳେ କରୋନା ଭାଇରସ୍ ସକ୍ରିୟ ମାମଲା ସଂଖ୍ୟା ୧୧,୯୧୮ ଅଛି। ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୭ରେ ପହଞ୍ଚିଛି। ସମସ୍ତ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ତଳେ ଦିଆଗଲା👇

ବଢି ଚାଲିଛି ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ
  • ଅନୁଗୋଳ: (ମୋଟ: ୩୩୦, ଆକ୍ଟିଭ: ୯୮, ସୁସ୍ଥ: ୨୩୦)
  • ବାଲେଶ୍ୱର: (ମୋଟ: ୯୭୧, ଆକ୍ଟିଭ: ୨୫୨, ସୁସ୍ଥ: ୭୧୩)
  • ବରଗଡ଼: (ମୋଟ: ୪୧୨, ଆକ୍ଟିଭ: ୭୭, ସୁସ୍ଥ: ୩୩୪)
  • ଭଦ୍ରକ: (ମୋଟ: ୬୦୬, ଆକ୍ଟିଭ: ୧୨୬, ସୁସ୍ଥ: ୪୭୪)
  • ବଲାଙ୍ଗିର: (ମୋଟ: ୪୨୫, ଆକ୍ଟିଭ: ୧୩୨, ସୁସ୍ଥ: ୨୯୩)
  • ବୌଦ୍ଧ: (ମୋଟ: ୧୩୭, ଆକ୍ଟିଭ: ୬୦, ସୁସ୍ଥ: ୭୭)
  • କଟକ: (ମୋଟ: ୨,୦୭୧, ଆକ୍ଟିଭ: ୭୭୬, ସୁସ୍ଥ: ୧,୨୮୧)
  • ଦେବଗଡ: (ମୋଟ: ୯୪, ଆକ୍ଟିଭ: ୨୫, ସୁସ୍ଥ: ୬୯)
  • ଢେଙ୍କାନାଳ: (ମୋଟ: ୨୯୬, ଆକ୍ଟିଭ: ୧୫୮, ସୁସ୍ଥ: ୧୩୮)
  • ଗଜପତି: (ମୋଟ: ୧,୪୦୨, ଆକ୍ଟିଭ: ୬୧୬, ସୁସ୍ଥ: ୭୭୬)
  • ଗଞ୍ଜାମ: (ମୋଟ: ୧୦,୩୬୪, ଆକ୍ଟିଭ: ୩,୧୩୪, ସୁସ୍ଥ: ୭,୧୩୦)
  • ଜଗତସିହଂପୁର: (ମୋଟ: ୭୧୦, ଆକ୍ଟିଭ: ୧୩୦, ସୁସ୍ଥ: ୫୭୮)
  • ଯାଜପୁର: (ମୋଟ: ୧,୨୪୪, ଆକ୍ଟିଭ: ୨୩୭, ସୁସ୍ଥ: ୧,୦୦୫)
  • ଝାରସୁଗୁଡ଼ା: (ମୋଟ: ୩୧୦, ଆକ୍ଟିଭ: ୪୩, ସୁସ୍ଥ: ୨୬୬)
  • କଳାହାଣ୍ଡି: (ମୋଟ: ୨୦୭, ଆକ୍ଟିଭ: ୧୨୩, ସୁସ୍ଥ: ୮୪)
  • କନ୍ଧମାଳ: (ମୋଟ: ୫୨୭, ଆକ୍ଟିଭ: ୨୧୬, ସୁସ୍ଥ: ୩୦୯)
  • କେନ୍ଦ୍ରାପଡ଼ା: (ମୋଟ: ୪୭୭, ଆକ୍ଟିଭ: ୯୦, ସୁସ୍ଥ: ୩୮୪)
  • କେନ୍ଦୁଝର: (ମୋଟ: ୭୫୭, ଆକ୍ଟିଭ: ୨୬୦, ସୁସ୍ଥ: ୪୯୫)
  • ଖୋର୍ଦ୍ଧା: (ମୋଟ: ୪,୨୦୦, ଆକ୍ଟିଭ: ୨,୪୯୬, ସୁସ୍ଥ: ୧,୬୭୪)
  • କୋରାପୁଟ: (ମୋଟ: ୭୭୧, ଆକ୍ଟିଭ: ୫୫୦, ସୁସ୍ଥ: ୨୨୧)
  • ମାଲକାନଗିରି: (ମୋଟ: ୫୩୬, ଆକ୍ଟିଭ: ୨୧୬, ସୁସ୍ଥ: ୩୧୮)
  • ମୟୂରଭଞ୍ଜ: (ମୋଟ: ୬୫୨, ଆକ୍ଟିଭ: ୨୦୨, ସୁସ୍ଥ: ୪୪୮)
  • ନବରଂଗପୁର: (ମୋଟ: ୨୬୯, ଆକ୍ଟିଭ: ୧୧୩, ସୁସ୍ଥ: ୧୫୫)
  • ନୟାଗଡ: (ମୋଟ: ୬୨୩, ଆକ୍ଟିଭ: ୨୪୩, ସୁସ୍ଥ: ୩୭୬)
  • ନୂଆପଡା: (ମୋଟ: ୧୩୮, ଆକ୍ଟିଭ: ୩୫, ସୁସ୍ଥ: ୧୦୩)
  • ପୁରୀ: (ମୋଟ: ୭୫୩, ଆକ୍ଟିଭ: ୩୮୧, ସୁସ୍ଥ: ୩୬୭)
  • ରାୟଗଡା: (ମୋଟ: ୭୩୩, ଆକ୍ଟିଭ: ୩୧୭, ସୁସ୍ଥ: ୪୦୯)
  • ସମ୍ବଲପୁର: (ମୋଟ: ୩୯୮, ଆକ୍ଟିଭ: ୨୧୫, ସୁସ୍ଥ: ୧୮୨)
  • ସୁବର୍ଣ୍ଣପୁର: (ମୋଟ: ୯୧, ଆକ୍ଟିଭ: ୩୬, ସୁସ୍ଥ: ୫୫)
  • ସୁନ୍ଦରଗଡ଼: (ମୋଟ: ୧,୩୭୩, ଆକ୍ଟିଭ: ୫୬୦, ସୁସ୍ଥ: ୮୦୨)