ବଡ ଖବର: ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍, ସେ ବର୍ତମାନ ହସ୍ପିଟାଲ ରେ ଭର୍ତି, ପଢନ୍ତୁ ସମ୍ପୂର୍ଣ ଖବର

ଟ୍ୱିଟ କରି ଗୃହମନ୍ତ୍ରୀ ଅମିତ ଶାହ ନିଜେ କରୋନା ପଜିଟିଭ୍ ହୋଇଛନ୍ତି ବୋଲି କହିଛନ୍ତି । ସେ ଟ୍ୱିଟରେ କହିଛନ୍ତି, “କରୋନାର ପ୍ରାରମ୍ଭିକ କିଛି ଲକ୍ଷଣ ତାଙ୍କଠାରେ ଦେଖିବାକୁ ମିଳିଥିଲା । ତାପରେ ସେ କରୋନା ଟେଷ୍ଟ କରିଥିଲେ ଏବଂ ଟେଷ୍ଟ ସେ ପଜିଟିଭ୍ ଆସିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି, ମାତ୍ର ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଅନୁରୋଧ କରିଛନ୍ତି ଗତ
 
ବଡ ଖବର: ଗୃହମନ୍ତ୍ରୀ ଅମିତ ଶାହ କରୋନା ପଜିଟିଭ୍, ସେ ବର୍ତମାନ ହସ୍ପିଟାଲ ରେ ଭର୍ତି, ପଢନ୍ତୁ ସମ୍ପୂର୍ଣ ଖବର

ଟ୍ୱିଟ କରି ଗୃହମନ୍ତ୍ରୀ ଅମିତ ଶାହ ନିଜେ କରୋନା ପଜିଟିଭ୍ ହୋଇଛନ୍ତି ବୋଲି କହିଛନ୍ତି । ସେ ଟ୍ୱିଟରେ କହିଛନ୍ତି, “କରୋନାର ପ୍ରାରମ୍ଭିକ କିଛି ଲକ୍ଷଣ ତାଙ୍କଠାରେ ଦେଖିବାକୁ ମିଳିଥିଲା । ତାପରେ ସେ କରୋନା ଟେଷ୍ଟ କରିଥିଲେ ଏବଂ ଟେଷ୍ଟ ସେ ପଜିଟିଭ୍ ଆସିଥିଲେ ।

ସେ ଏହା ମଧ୍ୟ କହିଛନ୍ତି ଯେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି, ମାତ୍ର ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଉ ଅନୁରୋଧ କରିଛନ୍ତି ଗତ କିଛିଦିନ ଧରି ଯେଉଁମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜକୁ କ୍ୱାରେଣ୍ଟାଇନରେ ରଖି କରୋନା ଟେଷ୍ଟ କରନ୍ତୁ ।