ଦେଖନ୍ତୁ ଭିଡିଓ: ଶିମଲାରେ ଚିତାବାଘ ଆତଙ୍କ, କେମିତି କୁକୁର କୁ ମୁହଁରେ ଧରି ଚିତାବାଘ ନେଇ ଯାଉଛି…

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ରେ ଆଜିକାଲି ଚିତାବାଘ ଆତଙ୍କ ଚାଲିଛି । ଚିତାବାଘ ବର୍ତ୍ତମାନ ଗୋଟିଏ କୁକୁରକୁ ମାରି ଉଠାଇ ନେଇଛି। ମାମଲା ଶୁକ୍ରବାର ରାତି ରେ ଘଟିଥିଲା । ସୂଚନାନୁସାରେ, ଏହି ଘଟଣା ଶିମଲାର ସଞ୍ଜୁଲିର ସିମିଟାରୀ ଗେଟ୍ ଅନ୍ତର୍ଗତ ଶ୍ମଶାନ ନିକଟରେ । ଏଠାରେ ମଧ୍ୟରାତ୍ରିରେ ଏକ ଚିତାବାଘ କୁକୁରକୁ ନେଇଗଲା | ସ୍ଥାନୀୟ ଲୋକମାନେ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ ।
 
ଦେଖନ୍ତୁ ଭିଡିଓ: ଶିମଲାରେ ଚିତାବାଘ ଆତଙ୍କ, କେମିତି କୁକୁର କୁ ମୁହଁରେ ଧରି ଚିତାବାଘ ନେଇ ଯାଉଛି…

ଶିମଲା: ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ରେ ଆଜିକାଲି ଚିତାବାଘ ଆତଙ୍କ ଚାଲିଛି । ଚିତାବାଘ ବର୍ତ୍ତମାନ ଗୋଟିଏ କୁକୁରକୁ ମାରି ଉଠାଇ ନେଇଛି। ମାମଲା ଶୁକ୍ରବାର ରାତି ରେ ଘଟିଥିଲା ।

ସୂଚନାନୁସାରେ, ଏହି ଘଟଣା ଶିମଲାର ସଞ୍ଜୁଲିର ସିମିଟାରୀ ଗେଟ୍ ଅନ୍ତର୍ଗତ ଶ୍ମଶାନ ନିକଟରେ । ଏଠାରେ ମଧ୍ୟରାତ୍ରିରେ ଏକ ଚିତାବାଘ କୁକୁରକୁ ନେଇଗଲା | ସ୍ଥାନୀୟ ଲୋକମାନେ ଏହି ଘଟଣାକୁ କ୍ୟାମେରାରେ କଏଦ କରିଥିଲେ ।