ସ୍ୱାମୀ ଆଗରେ ସ୍ତ୍ରୀ ଏବଂ ଝିଅ ର ଗଣ-ଦୁଷ୍କର୍ମ ହେଲା, ହଠାତ ରାତିରେ 6 ଜଣ ଦୁର୍ବୁତ୍ତ ପଶି ଆସିଲେ ଏବଂ …

ଭୋପାଳ: ଭାରତର ବିଭିର୍ନ ସ୍ଥାନ ରେ ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ବୁରହାନପୁରରେ, ଯେଉଁଠାରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଗଣଦୁଷ୍କର୍ମ ତାଙ୍କ ସ୍ୱାମୀ ଆଗରେ କରା ଯାଇଛି । ଖବର ଅନୁସାରେ ରବିବାର ରାତିରେ ଉଭୟ ନିଜ ଘରେ ଥିବା ବେଳେ ୬ ଜଣ ଅଜଣା ଦୁର୍ବୁତ୍ତ ସେମାନଙ୍କ ଘରକୁ ପଶି ଆସିଥିଲେ ଏବଂ ସ୍ୱାମୀଙ୍କ ହାତ
 
ସ୍ୱାମୀ ଆଗରେ ସ୍ତ୍ରୀ ଏବଂ ଝିଅ ର ଗଣ-ଦୁଷ୍କର୍ମ ହେଲା, ହଠାତ ରାତିରେ 6 ଜଣ ଦୁର୍ବୁତ୍ତ ପଶି ଆସିଲେ ଏବଂ …

ଭୋପାଳ: ଭାରତର ବିଭିର୍ନ ସ୍ଥାନ ରେ ମହିଳାମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏମିତି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶର ବୁରହାନପୁରରେ, ଯେଉଁଠାରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଗଣଦୁଷ୍କର୍ମ ତାଙ୍କ ସ୍ୱାମୀ ଆଗରେ କରା ଯାଇଛି ।

ଖବର ଅନୁସାରେ ରବିବାର ରାତିରେ ଉଭୟ ନିଜ ଘରେ ଥିବା ବେଳେ ୬ ଜଣ ଅଜଣା ଦୁର୍ବୁତ୍ତ ସେମାନଙ୍କ ଘରକୁ ପଶି ଆସିଥିଲେ ଏବଂ ସ୍ୱାମୀଙ୍କ ହାତ ଗୋଡ ବାନ୍ଧି ତାପରେ ସେମାନେ ମହିଳା ଓ ତାଙ୍କ ୧୨ ବର୍ଷର ଝିଅଙ୍କୁ ଘର ପାଖରେ ଥିବା ଏକ ପଡିଆକୁ ନେଇ ଗଣଦୁଷ୍କର୍ମ କରିଥିଲେ ।

ତାପରେ ଘରେ ଥିବା ସବୁ ସୁନା, ଟଙ୍କା ଧରି ଫେରାର ହୋଇଯାଇଥିଲେ । ସେମାନଙ୍କ ଘର ଏକ କ୍ରସର ଅଞ୍ଚଳରେ ହୋଇଥିବାରୁ ରାତିରେ ଏପରି ଘଟଣା ଘଟିଥିଲେ ହେଁ କେହି ଜାଣି ପାରି ନଥିଲେ । ଏହି ଘଟଣା ବିଷୟରେ ପୀଡିତା ପୋଲିସରେ ଅଭିଯୋଗ କରିଛନ୍ତି ଏବଂ ପୋଲିସ ର ତଦନ୍ତ ଜାରି ରହିଛି ।