ବେଷ୍ଟ ମୁଖ୍ୟମନ୍ତ୍ରୀ ଲିଷ୍ଟ: ଯୋଗୀ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ, ନବୀନଙ୍କ ସ୍ଥାନ ଜାଣି ଆଶ୍ଚର୍ଯ୍ୟ ହେବେ

ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ମୁଡ୍ ଅଫ ନେସନ ସର୍ଭେରେ ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥ ଇଣ୍ଡିଆ ଶ୍ରେଷ୍ଠ ସିଏମ୍ ଭାବରେ ମନୋନୀତ ହୋଇଛନ୍ତି। ୨୪ ପ୍ରତିଶତ ଭୋଟ୍ ସହ ଲୋକ ବିଶ୍ୱାସ କରନ୍ତି ଯେ ଯୋଗୀ ସିଏମ୍ ରେ ଭଲ କାମ କରୁଛନ୍ତି। ତେବେ ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ବିରୋଧୀ ସରକାରଙ୍କୁ ଘେରି ରହିଛନ୍ତି। ରାଜ୍ୟରେ ହତ୍ୟା, ବଳାତ୍କାର ଓ ଅପହରଣ ଘଟଣା ବୃଦ୍ଧି ପାଇଛି ବୋଲି ଅଭିଯୋଗ ହୋଇଛି। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ
 
ବେଷ୍ଟ ମୁଖ୍ୟମନ୍ତ୍ରୀ ଲିଷ୍ଟ: ଯୋଗୀ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ, ନବୀନଙ୍କ ସ୍ଥାନ ଜାଣି ଆଶ୍ଚର୍ଯ୍ୟ ହେବେ

ଇଣ୍ଡିଆ ଟୁଡେ ଦ୍ୱାରା କରାଯାଇଥିବା ମୁଡ୍ ଅଫ ନେସନ ସର୍ଭେରେ ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥ ଇଣ୍ଡିଆ ଶ୍ରେଷ୍ଠ ସିଏମ୍ ଭାବରେ ମନୋନୀତ ହୋଇଛନ୍ତି। ୨୪ ପ୍ରତିଶତ ଭୋଟ୍ ସହ ଲୋକ ବିଶ୍ୱାସ କରନ୍ତି ଯେ ଯୋଗୀ ସିଏମ୍ ରେ ଭଲ କାମ କରୁଛନ୍ତି। ତେବେ ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ବିରୋଧୀ ସରକାରଙ୍କୁ ଘେରି ରହିଛନ୍ତି। ରାଜ୍ୟରେ ହତ୍ୟା, ବଳାତ୍କାର ଓ ଅପହରଣ ଘଟଣା ବୃଦ୍ଧି ପାଇଛି ବୋଲି ଅଭିଯୋଗ ହୋଇଛି। ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲିଷ୍ଟରେ ଅଷ୍ଟମ ସ୍ଥାନରେ ରହିଛନ୍ତି ତାଙ୍କୁ ମିଳିଛି ୬ ପ୍ରତିଶତ ଭୋଟ୍।

ବେଷ୍ଟ ମୁଖ୍ୟମନ୍ତ୍ରୀ ଲିଷ୍ଟ: ଯୋଗୀ ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ, ନବୀନଙ୍କ ସ୍ଥାନ ଜାଣି ଆଶ୍ଚର୍ଯ୍ୟ ହେବେ

ସର୍ଭେ ଅନୁଯାୟୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶ୍ରେଷ୍ଠ ସିଏମ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ୧୫ ପ୍ରତିଶତ ଲୋକଙ୍କ ଭୋଟ୍ ମିଳିଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏସ ଜଗନ୍ ମୋହନ ରେଡ୍ଡୀ ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କୁ ୧୧ ପ୍ରତିଶତ ଲୋକଙ୍କ ଭୋଟ ମିଳିଛି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୯ % ଲୋକ ଶ୍ରେଷ୍ଠ ସିଏମ ଭାବେ ବିବେଚିତ ହୋଇଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପଞ୍ଚମ ସ୍ଥାନରେ ଅଛନ୍ତି।

ଏହା ପରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲ, ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି. ଏସ ୟେଦିୟୁରପ୍ପା ଅଛନ୍ତି।