ସର୍ବସମ୍ମୁଖରେ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିଲେ ଆଉ ଜଣେ ମହିଳା, ମାଡ ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ସାମାନ୍ୟ କଥାକୁ ନେଇବଡ ବଡ କାଣ୍ଡ, ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ମାଡ ପରେ ମାଡ ମାରି ଚାଲିଲେ ଅନ୍ୟ ମହିଳା ଜଣେ। ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସାମାନ୍ୟ ଖୁଦୁରୁକୁଣୀ ଓଷାକୁ ନେଇ ଆରମ୍ଭ ହୋଇଥିଲା ତୁମୂଳକାଣ୍ଡ, ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ପୁରୁଷ ଢଙ୍ଗରେ ଚୁଟି ଟାଣି, ଉଲଗ୍ନ କରି ଗୋଇଠା, ବିଧା, ଚାପୁଡ଼ା ମାରି ଚାଲିଲେ ଆଉ ଜଣେ ମହିଳା। ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଘରୁ ଟାଣି ଆଣି
 
ସର୍ବସମ୍ମୁଖରେ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିଲେ ଆଉ ଜଣେ ମହିଳା, ମାଡ  ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ସାମାନ୍ୟ କଥାକୁ ନେଇବଡ ବଡ କାଣ୍ଡ, ଗାଁ ଦାଣ୍ଡରେ ମହିଳାଙ୍କୁ ଉଲଗ୍ନ କରି ମାଡ ପରେ ମାଡ ମାରି ଚାଲିଲେ ଅନ୍ୟ ମହିଳା ଜଣେ। ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ସାମାନ୍ୟ ଖୁଦୁରୁକୁଣୀ ଓଷାକୁ ନେଇ ଆରମ୍ଭ ହୋଇଥିଲା ତୁମୂଳକାଣ୍ଡ, ସମସ୍ତଙ୍କ ସାମ୍ନାରେ ମହିଳାଙ୍କୁ ପୁରୁଷ ଢଙ୍ଗରେ ଚୁଟି ଟାଣି, ଉଲଗ୍ନ କରି ଗୋଇଠା, ବିଧା, ଚାପୁଡ଼ା ମାରି ଚାଲିଲେ ଆଉ ଜଣେ ମହିଳା। ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ଘରୁ ଟାଣି ଆଣି ମନଇଚ୍ଛା ପିଟିଛନ୍ତି ମହିଳା ଜଣକୁ ଆଉ ଜଣେ ମହିଳା ଓ ତାଙ୍କ ପରିବାର ଲୋକେ।

ସର୍ବସମ୍ମୁଖରେ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିଲେ ଆଉ ଜଣେ ମହିଳା, ମାଡ  ପଛର କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ଏପରି ଘଟଣାଟି ଘଟିଛି ଭୁବନେଶ୍ବର ଭୁବନେଶ୍ୱର ତମାଣ୍ଡୋ ସୁବୁଦ୍ଧିପୁର ସ୍ଥିତ ଲକ୍ଷ୍ମୀ ନଗର ବସ୍ତିରେ। ସୂଚନାଯୋଗ୍ୟ ପୀଡିତା ମହିଳା ଜଣଙ୍କ କହିବାନୁସାରେ ଖୁଦୁରୁକୁଣୀ ଓଷାକୁ ନେଇ ଏପରି ଘଟଣା ଘଟିଥିଲା, କରୋନା ପାଇଁ ସେ ନିଜ ଝିଅକୁ ଛାଡ଼ି ନ ଥିବାରୁ ଉଭୟ ମହିଳାଙ୍କ ଭିତରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା। ଯାହା ପରେ ଅନ୍ୟ ମହିଳା ଜଣଙ୍କ ତାକୁ ଆକ୍ରମଣ କରିଥିଲେ। ଯାହା ପରେ ସର୍ବ ସମ୍ମୁଖରେ ତାଙ୍କ ଲୁଗା ଟାଣି ଉଲଗ୍ନ କରି ମାଡ଼ ମାରିଥିଲେ। ପୀଡିତା ମହିଳାଙ୍କ ନାମ ହେଉଛି ରୁନୁବାଳା ମୁଳି ଓ ମାଡ ମାରିଥିବା ମହିଳାଙ୍କ ନାମ ଶୈଳ ବେହେରା। ପୀଡିତା ମହିଳା ଏ ନେଇ ଥାନାରେ ଅଭିଯୋଗ କରିଥିବା ଜଣା ପଡିଛି।