ଦ୍ରୁତ ଗତିରେ ବଢି ଚାଲିଛି ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ

କରୋନା ମହାମାରୀର ପ୍ରକୋପ ସାରା ଦେଶରେ ଜାରି ରହିଛି। ଓଡିଶାରେ ବଢି ବଢି ଚାଲିଛି କରୋନା ମହାମାରୀ। ଅଧିକ ଟେଷ୍ଟ କାରଣରୁ ପ୍ରତିଦିନ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୧ ଟି ନୂଆ କରୋନା ଭାଇରସ ରିପୋର୍ଟ ହୋଇଥିଲା। ରାଜ୍ୟରେ ସମୁଦାୟ କରୋନା ଭାଇରସ ପଜିଟିଭ ମାମଲା ବର୍ତ୍ତମାନ ୫୨,୬୫୩ ରେ ପହଞ୍ଚି ଥିବା ବେଳେ କରୋନା ଭାଇରସ୍ ସକ୍ରିୟ ମାମଲା ସଂଖ୍ୟା ୧୫,୮୦୭ ଅଛି। ଏହାସହ ରାଜ୍ୟରେ
 
ଦ୍ରୁତ ଗତିରେ ବଢି ଚାଲିଛି ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ

କରୋନା ମହାମାରୀର ପ୍ରକୋପ ସାରା ଦେଶରେ ଜାରି ରହିଛି। ଓଡିଶାରେ ବଢି ବଢି ଚାଲିଛି କରୋନା ମହାମାରୀ। ଅଧିକ ଟେଷ୍ଟ କାରଣରୁ ପ୍ରତିଦିନ ଅଧିକ କରୋନା ରୋଗୀ ଚିହ୍ନଟ ହେଉଛନ୍ତି। ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୮୧ ଟି ନୂଆ କରୋନା ଭାଇରସ ରିପୋର୍ଟ ହୋଇଥିଲା। ରାଜ୍ୟରେ ସମୁଦାୟ କରୋନା ଭାଇରସ ପଜିଟିଭ ମାମଲା ବର୍ତ୍ତମାନ ୫୨,୬୫୩ ରେ ପହଞ୍ଚି ଥିବା ବେଳେ କରୋନା ଭାଇରସ୍ ସକ୍ରିୟ ମାମଲା ସଂଖ୍ୟା ୧୫,୮୦୭ ଅଛି। ଏହାସହ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୪ରେ ପହଞ୍ଚିଛି। ସମସ୍ତ ଜିଲ୍ଲାର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ତଳେ ଦିଆଗଲା👇

ଦ୍ରୁତ ଗତିରେ ବଢି ଚାଲିଛି ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କ୍ଲିକ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରୋଗୀ
  • ଅନୁଗୋଳ: (ମୋଟ: ୪୬୪, ଆକ୍ଟିଭ: ୧୦୮, ସୁସ୍ଥ: ୩୫୩)
  • ବାଲେଶ୍ୱର: (ମୋଟ: ୧,୬୨୮, ଆକ୍ଟିଭ: ୫୦୫, ସୁସ୍ଥ: ୧,୧୧୧)
  • ବରଗଡ଼: (ମୋଟ: ୭୪୨, ଆକ୍ଟିଭ: ୨୩୮, ସୁସ୍ଥ: ୫୦୧)
  • ଭଦ୍ରକ: (ମୋଟ: ୧,୧୮୨, ଆକ୍ଟିଭ: ୪୪୭, ସୁସ୍ଥ: ୭୨୭)
  • ବଲାଙ୍ଗିର: (ମୋଟ: ୭୮୧, ଆକ୍ଟିଭ: ୩୩୬, ସୁସ୍ଥ: ୪୪୫)
  • ବୌଦ୍ଧ: (ମୋଟ: ୨୫୨, ଆକ୍ଟିଭ: ୧୦୧, ସୁସ୍ଥ: ୧୫୧)
  • କଟକ: (ମୋଟ: ୩,୫୧୮, ଆକ୍ଟିଭ: ୧,୧୬୩, ସୁସ୍ଥ: ୨,୩୩୮)
  • ଦେବଗଡ: (ମୋଟ: ୧୧୯, ଆକ୍ଟିଭ: ୨୪, ସୁସ୍ଥ: ୯୫)
  • ଢେଙ୍କାନାଳ: (ମୋଟ: ୭୫୬, ଆକ୍ଟିଭ: ୩୨୦, ସୁସ୍ଥ: ୪୩୫)
  • ଗଜପତି: (ମୋଟ: ୨,୧୧୯, ଆକ୍ଟିଭ: ୪୭୬, ସୁସ୍ଥ: ୧,୬୨୬)
  • ଗଞ୍ଜାମ: (ମୋଟ: ୧୩,୮୪୨, ଆକ୍ଟିଭ: ୨,୧୩୯, ସୁସ୍ଥ: ୧୧,୫୪୮)
  • ଜଗତସିହଂପୁର: (ମୋଟ: ୯୭୬, ଆକ୍ଟିଭ: ୨୧୨, ସୁସ୍ଥ: ୭୬୨)
  • ଯାଜପୁର: (ମୋଟ: ୧,୭୬୨, ଆକ୍ଟିଭ: ୩୩୮, ସୁସ୍ଥ: ୧,୪୨୦)
  • ଝାରସୁଗୁଡ଼ା: (ମୋଟ: ୪୮୧, ଆକ୍ଟିଭ: ୧୪୬, ସୁସ୍ଥ: ୩୩୪)
  • କଳାହାଣ୍ଡି: (ମୋଟ: ୬୨୩, ଆକ୍ଟିଭ: ୩୨୦, ସୁସ୍ଥ: ୩୦୧)
  • କନ୍ଧମାଳ: (ମୋଟ: ୧,୧୪୧, ଆକ୍ଟିଭ: ୪୦୨, ସୁସ୍ଥ: ୭୩୩)
  • କେନ୍ଦ୍ରାପଡ଼ା: (ମୋଟ: ୭୮୨, ଆକ୍ଟିଭ: ୨୧୪, ସୁସ୍ଥ: ୫୬୪)
  • କେନ୍ଦୁଝର: (ମୋଟ: ୧,୧୧୦, ଆକ୍ଟିଭ: ୧୫୭, ସୁସ୍ଥ: ୯୪୭)
  • ଖୋର୍ଦ୍ଧା: (ମୋଟ: ୭,୪୫୨, ଆକ୍ଟିଭ: ୩,୨୬୯, ସୁସ୍ଥ: ୪,୧୩୧)
  • କୋରାପୁଟ: (ମୋଟ: ୧,୪୯୦, ଆକ୍ଟିଭ: ୫୩୦, ସୁସ୍ଥ: ୯୫୮)
  • ମାଲକାନଗିରି: (ମୋଟ: ୧,୦୩୧, ଆକ୍ଟିଭ: ୩୭୧, ସୁସ୍ଥ: ୬୫୫)
  • ମୟୂରଭଞ୍ଜ: (ମୋଟ: ୧,୦୩୪, ଆକ୍ଟିଭ: ୩୦୯, ସୁସ୍ଥ: ୭୧୯)
  • ନବରଂଗପୁର: (ମୋଟ: ୪୩୭, ଆକ୍ଟିଭ: ୧୧୮, ସୁସ୍ଥ: ୩୧୬)
  • ନୟାଗଡ: (ମୋଟ: ୧,୨୫୯, ଆକ୍ଟିଭ: ୫୫୭, ସୁସ୍ଥ: ୬୯୨)
  • ନୂଆପଡା: (ମୋଟ: ୨୧୩, ଆକ୍ଟିଭ: ୭୧, ସୁସ୍ଥ: ୧୪୨)
  • ପୁରୀ: (ମୋଟ: ୧,୪୭୨, ଆକ୍ଟିଭ: ୫୯୪, ସୁସ୍ଥ: ୮୭୦)
  • ରାୟଗଡା: (ମୋଟ: ୧,୭୩୪, ଆକ୍ଟିଭ: ୫୮୨, ସୁସ୍ଥ: ୧,୧୩୮)
  • ସମ୍ବଲପୁର: (ମୋଟ: ୧,୨୬୯, ଆକ୍ଟିଭ: ୫୭୪, ସୁସ୍ଥ: ୬୯୩)
  • ସୁବର୍ଣ୍ଣପୁର: (ମୋଟ: ୨୬୭, ଆକ୍ଟିଭ: ୧୪୫, ସୁସ୍ଥ: ୧୨୨)
  • ସୁନ୍ଦରଗଡ଼: (ମୋଟ: ୨,୭୧୭, ଆକ୍ଟିଭ: ୧,୦୪୧, ସୁସ୍ଥ: ୧,୬୫୨)